ଦକ୍ଷିଣ ଆଫ୍ରିକାକୁ ସୁବିଧାଜନକ ସ୍ଥିତିରେ ପଂହଚାଇଲେ ଏଲଗାର
ଜୋହାନ୍ସବର୍ଗ: ଚଳିତ ଦ୍ୱିତୀୟ କ୍ରିକେଟ ଟେଷ୍ଟର ୩ୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ସୁବିଧାଜନକ ସ୍ଥିତିରେ ପଂହଚିଛି । ଷ୍ଟମ୍ପସ ଅପସାରଣ ବେଳକୁ ଦକ୍ଷିଣ ଆଫ୍ରିକା ୨ ୱିକେଟ ହରାଇ ୧୧୮ ରନ କରିଛି । ଘରୋଇ ଦଳ ବିଜୟ ପାଇଁ ଆଉ ୧୨୨ ରନ ଆବଶ୍ୟକ କରୁଛି । ଡିନ ଏଲଗାର…