Latest Odisha News

BREAKING NEWS

Yearly Archives

2022

ରାଜ୍ୟପାଳଙ୍କୁ ପରୋକ୍ଷରେ ‘ପାର୍ସଲ’ କହି କଟାକ୍ଷ କଲେ ଉଦ୍ଧବ

ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶିଆରିଙ୍କ ବିରୋଧରେ ଉଦ୍ଧବ ଠାକୁରେ ନେତୃତ୍ବାଧୀନ ଶିବସେନା ମୋର୍ଚ୍ଚା ଖୋଲିଛି। ଦୁଇ ଦିନ ମଧ୍ୟରେ ରାଜ୍ୟପାଳଙ୍କୁ ଇସ୍ତଫା ଦେବାକୁ ସେ ଚେତାବନୀ ଦେଇଛନ୍ତି। ନଚେତ ମହାରାଷ୍ଟ୍ର ବନ୍ଦ ପାଇଁ ଡାକରା ଦେଇଛନ୍ତି। ସେ କହିଛନ୍ତି ଯେ ଏହି ବନ୍ଦ…

କଲେଜିୟମ ବ୍ୟବସ୍ଥାକୁ ସରକାରଙ୍କୁ ମାନିବାକୁ ହେବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିଚାରପତି ନିଯୁକ୍ତି ପ୍ରସଙ୍ଗରେ କେନ୍ଦ୍ର ସରକାର ଏବଂ ସୁପ୍ରିମକୋର୍ଟ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ବିଚାରପତି ନିଯୁକ୍ତି ନେଇ କଲେଜିୟମ ଦ୍ୱାରା ପଠାଯାଇଥିବା ନାମ ଉପରେ ସରକାର ନିଷ୍ପତ୍ତି ନ ନେଇଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୋର୍ଟ କହିଛନ୍ତି ଯେ…

ପଦ୍ମପୁର ଓ ବରଗଡରେ ଏକକାଳୀନ ୮ଟି ସ୍ଥାନରେ ଜିଏସଟି ରେଡ୍

ପଦ୍ମପୁର: ସକାଳ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ପଦ୍ମପୁରର ତିନି ବିଜେଡି ନେତାଙ୍କ ଘରେ ରେଡ୍ କରିଥିଲା। ଆଉ ସଂଧ୍ୟାରେ ବିଜେପି ନେତାଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ରାଜ୍ୟ ସରକାରଙ୍କ ଜିଏସଟି ବିଭାଗ ରେଡ୍ କରିଛି। ଯାହା ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରିଛି। ଦୁଇ ସ୍ବୟଂଶାସିତ…

ବିଜେଡି ବିଧାୟକଙ୍କ ନାଁରେ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ବିଜେପି ନେତା

ପଦ୍ମପୁର: ଭୋଟ୍ ତାରିଖ ପାଖେଇ ଆସୁଥିବା ବେଳେ ବରଗଡ ପଦ୍ମପୁରର ରାଜନୀତି ସରଗରମ ରହିଛି। ବିଜେଡି-ବିଜେପି ଆକ୍ଷେପ ପ୍ରତିଆକ୍ଷେପ, ଗୁଇନ୍ଦାଗିରି, ଆଇଟି, ଜିଏସଟି ରେଡ୍ ପରେ ଏବେ ଅପହରଣ ଅଭିଯୋଗ ଆସିଛି। ଝାରବନ୍ଧର ବିଜେପି ମଣ୍ଡଳ ସଭାପତି ଦିଲ୍ଲୀପ ସେନାପତିଙ୍କୁ ଅପହରଣ କରାଯାଇଥିବା…

ପିଟି ଉଷା ହେଲେ ଆଇଓଏର ପ୍ରଥମ ମହିଳା ସଭାପତି

ନୂଆଦିଲ୍ଲୀ: ମହାନ ଆଥଲେଟ ପିଟି ଉଷା ପ୍ରଥମ ମହିଳା ଭାବେ ଭାରତୀୟ ଅଲିମ୍ପିକ ଆସୋସିଏଶନର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଥିଲା । କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ବିଜୟ ନେଇ…

ଅଫତାବ ଯାଉଥିବା ପୁଲିସ ଭ୍ୟାନ ଉପରେ ଖଣ୍ଡାରେ ଆକ୍ରମଣ

ନୂଆଦିଲ୍ଲୀ: ପୋଲିସ ଗାଡି ଭିତରେ ଯାଉଥିବା ହତ୍ୟା ଅଭିଯୁକ୍ତକୁ ଆକ୍ରମଣ କରିବାକୁ ଉଦ୍ୟମ । ଦିଲ୍ଲୀ ଶ୍ରଦ୍ଧା ଓ୍ବାକର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଅଫତାବ ପୁନାଓ୍ୱାଲା ପୁଲିସ ଭ୍ୟାନରେ ଯାଉଥିବା ବେଳେ କିଛି ଲୋକ ଖଣ୍ଡା ଧରି ଆକ୍ରମଣ କରିଥିଲେ। ପୁଲିସ ଏବେ ଗାଡ଼ି ଉପରେ ଆକ୍ରମଣ କରିଥିବା…

ଚଢ଼ାଉକୁ ବିରୋଧ, ଆସନ୍ତାକାଲି ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା

ବରଗଡ଼: ଉପନିର୍ବାଚନ ଭୋଟ୍ ଗ୍ରହଣ ପୂର୍ବରୁ ପଦ୍ମପୁରରେ ଜୋର ଧରିଛି ରେଡ୍ ରାଜନୀତି । ଗୋଟିଏ ଦିନରେ ଆୟକର ବିଭାଗ ଓ ଜିଏସଟି ଚଢ଼ାଉ ପଦ୍ମପୁର ରାଜନୈତିକ ପାଣିପାଗକୁ ଉଷ୍ମ କରିଛି । ରାଜନୈତିକ ଆରୋପ ପ୍ରତ୍ୟାରୋପ ଜାରି ରହିଥିବା ବେଳେ ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା ଦେଇଛି ପଦ୍ମପୁର ବଣିକ…

ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ହେଲା ଶୀତଳାପଲ୍ଲୀ ଏସ୍‌ଟିପି

ବ୍ରହ୍ମପୁର:ବ୍ରହ୍ମପୁର ସହରରେ ପୂର୍ବରୁ ମହୁଡ଼ା ଠାରେ ଗୋଟିଏ ସେପ୍ଟେଜ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟ(ଏସଟିପି) ଥିବା ବେଳେ ଶୀତଳାପଲ୍ଲୀ ଠାର ନବନିର୍ମିତ ଦ୍ବିତୀୟ ଏସ୍‌ଟିପିକୁ ସୋମବାର ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ କରାଯାଇଛି। ନିର୍ମାଣଧିନ ଏହି ପ୍ରକଳ୍ପ ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କା…

ପଶ୍ଚିମବଙ୍ଗରେ ୨ଟି ନୂତନ ଜିଲ୍ଲା ଘୋଷଣା କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମମତା

କୋଲକାତା: ପଶ୍ଚିମବଙ୍ଗରେ ୨ଟି ନୂତନ ଜିଲ୍ଲା ଘୋଷଣା କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମଙ୍ଗଳବାର ପ୍ରଶାସନିକ ବୈଠକରେ ଏ ସମ୍ପର୍କରେ ଘୋଷଣା କରାଯାଇପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ସୁନ୍ଦରବନ ଓ ବସିରହାଟବାସୀଙ୍କୁ ରାଜ୍ୟ ସରକାର ଏହି ଭେଟି ଦେବାକୁ ଯାଉଛନ୍ତି ।…

ଚୀନରେ ବିବିସି ରିପୋର୍ଟରଙ୍କୁ ମାଡ ପରେ ଅଟକ

ନୂଆଦିଲ୍ଲୀ: ଚୀନରେ କରୋନା କଟକଣା ନେଇ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ନେଇ ରିପୋର୍ଟିଂ କରୁଥିବା ବେଳେ ବିବିସି ରିପୋର୍ଟରଙ୍କ ଉପରେ ଚୀନ ପୋଲିସ କଠୋର ବ୍ୟବହାର ପ୍ରଦର୍ଶନ କରିଛି । ଅଧିକାରୀମାନେ ତାଙ୍କୁ ମାଡ ମାରିବା ସହ ଘୋଷାରି ଥାନାକୁ ନେଇ ପଳାଇଥିଲେ…