Latest Odisha News

BREAKING NEWS

Yearly Archives

2022

ବୈଷ୍ଣୋ ଦେବୀ ମନ୍ଦିରରେ ଦଳାଚକଟା ଘଟଣାର ତଦନ୍ତ କରିବେ ୩ ଜଣିଆ କମିଟି

ଜାମ୍ମୁ : ଜାମ୍ମୁ ଓ କାଶ୍ମୀର ମାତା ବୈଷ୍ଣୋ ଦେବୀ ମନ୍ଦିରରେ ଦଳାଚକଟା ଘଟଣାର ତଦନ୍ତ କରିବେ ୩ ଜଣିଆ କମିଟି । ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ନିର୍ଦ୍ଦେଶରେ ଗଠିତ କମିଟି ସପ୍ତାହକ ମଧ୍ୟରେ ରିପୋର୍ଟ ପ୍ରଦାନ କରିବ । ଗତକାଲିର ଏହି ଘଟଣାରେ ୧୨ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା…

[ଭିଡ଼ିଓ] ପାଣି ପାଇଁ ହାଇ ଡ଼୍ରାମା ,ମୋବାଇଲ୍ ଟାୱାରରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଧମକ

ନୂଆପଡ଼ା : ସୋସିଆଲ ମିଡିଆରେ ଭାଇରାଲ ହେଉଛି ଖବର। ତା ପୁଣି ପାଣି ପାଇଁ ଯୁବକଙ୍କ ଆତ୍ମାହୂତି ଉଦ୍ୟମର ଦୃଶ୍ୟ। ମୋବାଇଲ ଟାୱାର ଚଢି ଆତ୍ମହତ୍ୟା ଧମକ ଦେଉଛନ୍ତି ଜଣେ ଯୁବକ । ତା ପୁଣି ପାଣି ସମସ୍ୟା ନେଇ। ଏହି ଦୃଶ୍ୟ ହେଉଛି ଖଡ଼ିଆଳ ଘରଧରା ଗାଁରେ। ଗାଁରେ ମୁଖ୍ୟ ସମସ୍ୟା ପାଲଟିଛି ପାଣି ।…

କିଏ କହିଲେ ୩ୟ ଟେଷ୍ଟ ପୂର୍ବରୁ ଯାହା ପଚାରିବେ କୋହଲି ଉତର ଦେବେ

ସେଂଚୁରିଆନ: ସେଂଚୁରିଆନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ କ୍ରିକେଟ ଟେଷ୍ଟ ଜିତିବା ପରେ ଟିମ ଇଣ୍ଡିଆର ମନୋବଳ ଉଚ୍ଚରେ ରହିଛି । ଜୋହାନ୍ସବର୍ଗରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ପୂର୍ବରୁ କୋଚ ରାହୁଲ ଦ୍ର୍ରାବିିଡ ପ୍ରେସ ମିଟରେ ଯୋଗ ଦେଇଥିଲେ । ତେବେ କୋହଲି କାହିଁକି ଯୋଗ ଦେଇ ନ…

ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ବର : ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ । ୧୦ ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କ ବିଭାଗ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । କୃଷି ଉତ୍ପାଦନ କମିଶନର ଥିବା ରାଜ କୁମାର ଶର୍ମାଙ୍କୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଅତିରିକ୍ତ…

ଆସନ୍ତାକାଲିଠୁ ୧୫ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ କରୋନା ଟିକା

ଭୁବନେଶ୍ବର : ଆସନ୍ତାକାଲିଠୁ ୧୫ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା । ଏଥିପାଇଁ ଜୋରସୋରରେ ଚାଲିଛି ପଞ୍ଜୀକରଣ । ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ନେଇ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ । କୋଓ୍ବିନ ପୋର୍ଟାଲରେ ଟିକା ନେବାକୁ ଆବେଦନ କରାଯାଉଛି ।…

ମହାନ ଫୁଟବଲ ଖେଳାଳି ମେସିଙ୍କୁ କରୋନା

ନୂଆଦିଲ୍ଲୀ: ଫୁଟବଲର ମହାନ ଖେଳାଳି ଆର୍ଜେଂଟିନାର ଲିଓନେଲ ମେସି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଫ୍ରାନ୍ସର ପ୍ରତିଷ୍ଠିତ କ୍ଲବ ପ୍ୟାରିସ ସେଂଟ ଜର୍ମନ ସହ ମେସି ଗତବର୍ଷ ଚୁକ୍ତିବଦ୍ଧ ହୋଇଥିଲେ । ମେସିଙ୍କ ସମେତ ପିଏସଜିର ଆଉ ୩ଜଣ ଖେଳାଳିଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଥିବା…

ତୃତୀୟ ଡୋଜ୍ ଓମିକ୍ରନ୍ ବିରୁଦ୍ଧରେ ଟିକା ପ୍ରଭାବକୁ ୮୮% କୁ ବୃଦ୍ଧି କରିପାରେ

ନୂଆଦିଲ୍ଲୀ: କୋଭିଡ-୧୯ ଟିକା ର ତୃତୀୟ ଡୋଜ ଓମିକ୍ରନ୍ ଭାରିଆଣ୍ଟରେ ଆକ୍ରାନ୍ତ ଜଣେ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧ ଶକ୍ତିକୁ ୮୮% ବୃଦ୍ଧି କରିପାରିବ ବୋଲି ବ୍ରିଟେନରେ କରାଯାଇଥିବା ନୂତନ ଅଧ୍ୟୟନରୁ ଜଣାପଡିଛି। ଦ୍ୱିତୀୟ ଡୋଜ୍ ତୁଳନାରେ ଅତ୍ୟାଧୁନିକ ମ୍ୟୁଟେଟେଡ୍ ଷ୍ଟ୍ରେନ୍ ଠାରୁ ଏହା ଏକ…

ପଚାରିଲେନି ପୁଅ, ମା’କୁ କାନ୍ଧ ଦେଲେ ଚାରି ଝିଅ

ପୁରୀ: ମା’ ବାପାଙ୍କ ଆଶା ଥାଏ, ମଲାପରେ ପୁଅ ମୁଖାଗ୍ନି ଦେବ । ହେଲେ ପୁରୀରେ ଦେଖିବାକୁ ମିଳିଥିଲା ଅଲଗା କିଛି ଦୃଶ୍ୟ । ଏହି ଦୃଶ୍ୟ ଯେତିକି ମନକୁ କଷ୍ଟ ଦେଉଥିଲା, ସେତିକି ପ୍ରଶ୍ନ ମଧ୍ୟ ସୃଷ୍ଟି କରୁଥିଲେ । ସତରେ କଣ ମରିଯାଇଛି ମାନବିକତା? ଛୋଟରୁ ବଡ଼ କରିଥିବା ମା’ ପାଇଁ ଥିବା ନିଜ…

କେତେ ସୁରକ୍ଷିତ ‘ମୋ ବସ୍’ ଯାତ୍ରା?

ଭୁବନେଶ୍ୱର: ‘ମୋ ବସ’ରେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସିସିଟିଭି କ୍ୟାମେରା ଲଗା ଯାଇଛି । ଯେମିତି ଯାତ୍ରୀ କୌଣସି ଅସୁବିଧା, ଲୁଟ୍, ଅପରାଧ, ଅସଦାଚରଣର ଶିକାର ନହୁଅନ୍ତି, ତା ଉପରେ ଧ୍ୟାନ ଦିଆଯାଇଛି । ହେଲେ ସରକାରଙ୍କ ତତ୍ୱାବଧାନରେ ଚାଲୁଥିବା ‘ମୋ ବସ୍’ ଗୁଡ଼ିକରେ ଯାତ୍ରୀମାନେ ଏବେ…

ଖରାପ ପାଗ ଯୋଗୁ ହୋଇଥିଲା ସିଡିଏସ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା

ନୂଆଦିଲ୍ଲୀ: ଡିସେମ୍ବର ୮ରେ ତାମିଲନାଡୁରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ହେବାର ଏକ ମାସ ପରେ ଏହା ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। ଘଟଣାର ତଦନ୍ତ ପାଇଁ ଗଠିତ କମିଟିର ସୂତ୍ରରୁ ପ୍ରକାଶ ଯେ ଖରାପ ପାଗ…