Latest Odisha News

BREAKING NEWS

Yearly Archives

2022

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୪୬ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଲୀଳାମୟ ଶ୍ରୀଜଗନ୍ନାଥଙ୍କ ପୂର୍ଣ୍ଣ ଅବତାର ଶ୍ରୀକୃଷ୍ଣଙ୍କୁ ଯେତେ ଭାବରେ ଜାଣିଲ ମଧ୍ୟ ସମ୍ପୂର୍ଣ୍ଣ ରୂପେ ତାଙ୍କୁ ଚିତ୍ରିତ କରି ହୁଏନି । ଅର୍ଥାତ ତାଙ୍କର ଗୁଣାବଳୀକୁ ପ୍ରକାଶ କରିହୁଏନି…

କୁଚିଣ୍ଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ଜଣଙ୍କ ମୃତ୍ୟୁ

ସମ୍ୱଲପୁର : କୁଚିଣ୍ଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକକୁ ପଛ ପଟୁ ଧକ୍କା ଦେଲା ଟ୍ରେଲର । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି । କୁଚିଣ୍ଡା ଜମନକିରା ଥାନା ବଡ଼ରମା ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା । ବାଇକରେ ୩ ଜଣ ଯାଉଥିବା ବେଳେ ଜମନକିରା ଥାନା ବଡ଼ରମା ନିକଟରେ ଏକ…

ବାଲେଶ୍ୱରରେ ପ୍ରଥମ ଓମିକ୍ରନ ସଂକ୍ରମିତ ଚିହ୍ନଟ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ପ୍ରଥମ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ସଂକ୍ରମିତ ଜଣକ କିଛିଦିନ ପୂର୍ବରୁ ଓମାନରୁ ଫେରିଥିବା ଜଣାପଡ଼ିଛି । ସେ ପ୍ରଥମେ ଓମାନରୁ ମୁମ୍ବାଇ, ମୁମ୍ବାଇରୁ ଭୁବନେଶ୍ୱର ଏବଂ ପରେ ନିଜ ଅଞ୍ଚଳ ସିମୁଳିଆକୁ ଆସିଥିଲେ । ଫେରିବା ପରେ ତାଙ୍କର ୨୮…

ବରଫ ତଳୁ ଜର୍ମାନୀ ବୈଜ୍ଞାନିକ ପାଇଲେ ୭୭ ପ୍ରଜାତିର ପ୍ରାଣୀ

ନୂଆଦିଲ୍ଲୀ: ଜର୍ମାନୀର ବୈଜ୍ଞାନିକମାନଙ୍କୁ ବଡ ସଫଳତା ମିଳିଛି । ଆଂଟାର୍କାଟିକାର ବରଫ ସ୍ତର ତଳୁ ୭୭ ନୂତନ ପ୍ରଜାତିର ପ୍ରାଣୀ ସେମାନେ ଖୋଜି ବାହାର କରିଛନ୍ତି । ଗରମ ପାଣି ବ୍ୟବହାର କରି ସେମାନେ ବରଫ ଖଣ୍ଡ ଖୋଳିଥିଲେ । ୨୦୦ ମିଟର ତଳୁ ସେମାନଙ୍କୁ ଏହି ସଫଳତା ମିଳିଥିଲା । ବ୍ରୋୟୋଜୋନାସ…

ଅଭିନେତ୍ରୀ ନିକୋଲାଙ୍କୁ ପତ୍ନୀ କହିଲେ ବେକହାମଙ୍କ ବଡ ପୁଅ

ଲଣ୍ଡନ: ଇଂଲଣ୍ଡର ମହାନ ଫୁଟବଲ ଖେଳାଳି ଡେଭିଡ ବେକହାମଙ୍କ ବଡ ପୁଅ ବ୍ରୁକଲିନ ନୂଆ ବର୍ଷରେ ନୂତନ ଘୋଷଣା କରିଛନ୍ତି । ଆମେରିକାର ଲୋକପ୍ରିୟ ଅଭିନେତ୍ରୀ ନିକୋଲା ପେଲଟଜଙ୍କ ସହ ସେ ଏକ ଫଟୋ ଶେୟାର କରି ପତ୍ନୀ ଭାବେ ସମ୍ବୋନ୍ଧିତ କରିଛନ୍ତି । କୁଲାଇ ୨୦୨୦ରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା ।…

[ଭିଡ଼ିଓ] ଝିଅ କାନ୍ଧରେ ମାଆର ଶେଷ ଯାତ୍ରା

ପୁରୀ: କଳି ଯୁଗର କୁଳାଙ୍ଗାର ପୁଅ । ପରିଣତ ବୟସରେ କୋଳ ପୋଛା ପୁଅ ପର କରିଦେଲା ଜନ୍ମ କଲା ମାଆକୁ । ଲହୁ ଲୁହକୁ ଏକାଠି କରି ଛୋଟରୁ ବଡ଼ କରିଥିବା ମାଆକୁ ଶେଷ ସମୟରେ ପଚାରିଲାନି । ହେଲେ ଶେଷରେ ମାଆକୁ କାନ୍ଧ ଦେଇଛନ୍ତି ୪ ଝିଅ । ନିଜେ ମାଆର ମୃତ ଦେହକୁ ସ୍ୱର୍ଗ ଦ୍ୱାର ବୋହି ନେଇ ସେଠାରେ…

ନବୀନ ସରକାର ଆଦିବାସୀ ବିରୋଧି: କଂଗ୍ରେସ

ଭୁବନେଶ୍ୱର: ତ୍ରି-ସ୍ତରୀୟ ପଞ୍ଚାୟତ ସଂସ୍ଥା ନିର୍ବାଚନ କ୍ଷେତ୍ରରେ ଓଡ଼ିଶାର ୩୦ଟି ଜିଲ୍ଳା ମଧ୍ୟରୁ ୨୩ ଟି ଜଲ୍ଲାରେ ଆଦିବାସୀମାନଙ୍କ ପାଇଁ ଆଦୌ ସଂରକ୍ଷଣ ବ୍ୟବସ୍ଥା କରାଯାଇନଥିବାରୁ କଂଗ୍ରେସ ତୀବ୍ର ବିରୋଧ କରିଛି । ଆଜି କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଡିଆ…

ଅରାଚଣ୍ଡୀରେ ପକ୍ଷୀ ଗଣନା, ଆସିଛନ୍ତି ୧୭ ହଜାରରୁ ଅଧିକ ପକ୍ଷୀ

ବାଙ୍କି : ବାଙ୍କୀ ଉପଖଣ୍ଡରେ ବୃଦ୍ଧି ପାଉଛି ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା । ଯାହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି । ଏହି କ୍ରମରେ ଚଳିତ ବର୍ଷ ପାଇଁ ଅରାଚଣ୍ଡୀରେ ୱେଟ୍ ଲ୍ୟାଣ୍ଡ ପକ୍ଷୀ ଗଣନା ଆରମ୍ଭ ହୋଇଛି । ମୋଟ୍ ୩ଟି ଟିମ୍ ପକ୍ଷୀ ଗଣନା କାର୍ଯ୍ୟରେ…

ଏଲିୟନରୁ କଣ ମଣିଷର ସୃଷ୍ଟି !

ପୁରୀ: ହ୍ୟୁମାନ୍ସ ଆର ନଟ ଫ୍ରମ ଆର୍ଥ ଏ ସାଂଇଟିଫିକ ଇଭାଲୁଶନ ଅଫ ଦି ଏଭିଡେନ୍ସ ନାମକ ପୁସ୍ତକରେ ଚାଂଚଲ୍ୟକର ତଥ୍ୟ ପ୍ରକାଶ ପାଇଛି । ଏଥିରେ ବିଭିନ୍ନ ପ୍ରମାଣ ସହ ଉଲ୍ଲେଖ କରାଯାଇଛି ଯେ, ଏଲିୟନରୁ ମଣିଷରୁ ସୃଷ୍ଟି । ଏହା ଉପରେ ଅଧ୍ୟୟନ କରୁଥିବା ବିଶେଷଜ୍ଞଙ୍କ ମତରେ ପୃଥିବୀ ପୃଷ୍ଠର…

ସାରା ବିଶ୍ବରେ ବଢୁଛି କୋଭିଡ ଓ ଓମିକ୍ରନ ସଂକ୍ରମଣ

ନୂଆଦିଲ୍ଲୀ : ସାରା ବିଶ୍ବରେ ବଢ଼ିବାରେ ଲାଗିଛି କୋଭିଡ ସାଙ୍ଗକୁ ଓମିକ୍ରନ ସଂକ୍ରମଣ । ସ୍ଥିତି ନିୟନ୍ତ୍ରଣ କରିବା ଲାଗି ଅଧିକାଂଶ ଦେଶରେ ଜାରି ହେଲାଣି କଟକଣା । ଇସ୍ରାଏଲରେ ଓମିକ୍ରନ ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ସ୍ପାଏ ଏଜେନ୍ସିକୁ ଦାୟିତ୍ବ ଦିଆଯାଇଛି । ବିବାଦୀୟ ଫୋନ ମନିଟରିଂ…