Latest Odisha News

BREAKING NEWS

Yearly Archives

2022

ଗନ୍ଧମାର୍ଦ୍ଦନରେ ଏସଓଜି-ମାଓବାଦୀ ଗୁଳି ବିନିମୟ, ୨ ମାଓବାଦୀ ନିହତ

ବଲାଙ୍ଗିର: ଏନକାଉଣ୍ଟରରେ ଟଳିଲେ ୨ ମାଓବାଦୀ । ଗୁରୁବାର ବଲାଙ୍ଗିରର ଗନ୍ଧମାର୍ଦ୍ଦନ ପାହାଡ଼ରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୨ ଜଣ ମହିଳା ମାଓବାଦୀ ନିହତ ହୋଇଛନ୍ତି । ଏନେଇ ପ୍ରେସମିଟରେ ବିସ୍ତୃତ ସୂଚନା ଦେଇଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଗୁଇନ୍ଦା…

ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେଇପାରେ ଇଡି, ହାଜର ପାଇଁ କୋର୍ଟରେ ଆବେଦନ

ଭୁବନେଶ୍ୱର: ଆହୁରି ଜୋରଦାର ହେବ ଇଡି ତଦନ୍ତ । ସାମ୍ନାକୁ ଆସିବ ଆହୁରି ଅନେକ ଲୁଚି ରହିଥିବା ସତ । ଖଗେଶ୍ୱର, ଶ୍ରଦ୍ଧାଞ୍ଜଳି, ଅମୀୟକାନ୍ତ, ଅକ୍ଷୟ ପରିଜା ଓ ଗଙ୍ଗାଧର ସାମଲଙ୍କୁ ପଚରାଉଚରା ପରେ ଇଡି ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ଆଣିବାକୁ ପ୍ରସ୍ତୁତ…

ଫିଫା ବିଶ୍ୱକପ: କାମେରୁନକୁ ହରାଇଲା ସୁଇଜରଲାଣ୍ଡ

ଦୋହା: ଚଳିତ ଫିଫା ବିଶ୍ୱକପ ଫୁଟବଲରେ ଆଜି ସୁଇଜରଲାଣ୍ଡ ୧-୦ ଗୋଲରେ କାମେରୁନକୁ ପରାସ୍ତ କରିଛି । ଗ୍ରୁପ ଜିର ଏହି ମୁକାବିଲା ବେଶ ରୋମାଂଚକପୂର୍ଣ୍ଣ ଥିଲା । ପ୍ରଥମାର୍ଦ୍ଧରେ କେହି କାହା ବିପକ୍ଷରେ ଗୋଲ କରିବାରେ ସଫଳ ହୋଇ ନ ଥିଲେ । ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ବ୍ରିଲ ଏମ୍ବୋଲୋ ୪୮ତମ…

ଆଲିଆ ଭଟ୍ଟ ଦୀପିକା ପାଦୁକୋନଙ୍କୁ ପଛରେ ପକାଇଲେ ସାମନ୍ଥା

ନୂଆାଦିଲ୍ଲୀ : ଚର୍ଚ୍ଚାରେ ଅଛନ୍ତି ସାମନ୍ଥା ରୁଥ। ବଲିଉଡର ସମସ୍ତ ଅଭିନେତ୍ରୀମାନଙ୍କୁ ପଛରେ ପକାଇଛନ୍ତି ସାମନ୍ଥା। ଓରମାକ୍ସ ମିଡିଆ ଅକ୍ଟୋବର ୨୦୨୨ରେ ଲୋକପ୍ରିୟ ମହିଳା ଷ୍ଟାରର ତାଲିକାରେ ଶୀର୍ଷରେ ସାମନ୍ଥାଙ୍କ ନାଁ ରହିଛି । ଏହି ତାଲିକାରେ ସାମନ୍ଥା ପ୍ରଥମ ସ୍ଥାନରେ ଥିବାବେଳେ ଆଲିଆ…

ମହିଳାମାନେ ଏକୁଟିଆ ଜାମା ମସଜିଦ ପରିସରକୁ ଯାଇପାରିବେନି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଥିବା ଜାମା ମସଜିଦ ପ୍ରଶାସନ ଗୁରୁବାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗକୁ ଝିଅ/ମହିଳାମାନେ ଏକୁଟିଆ ଜାମା ମସଜିଦ ପରିସରକୁ ଯାଇପାରିବେ ନାହିଁ । ଏଥିପାଇଁ ସେମାନଙ୍କୁ ପରିବାରବର୍ଗ କିମ୍ବା ପତି ସହିତ ଆସିବାକୁ ପଡିବ । ସେହିପରି ମସଜିଦ ପରିସରରେ…

ଆପଣ ଅଧିକ ଭାତ ଖାଉଛନ୍ତି କି ! ଶରୀର ଉପରେ ପଡ଼ିପାରେ କୁପ୍ରଭାବ ଜାଣନ୍ତୁ…..

ଓଡ଼ିଶା ସମ୍ବାଦ ବ୍ୟୁରୋ : ଭାତ ବିନା ଆମର ଖାଦ୍ୟ ଅସମ୍ପୂର୍ଣ୍ଣ  । ଭାତ ନ ଖାଇଲେ ଆମର ଦିନ ଭଲରେ କଟିନଥାଏ ବୋଲି ଆମେ ଭାବିଥାଉ  । ସାଧାରଣତଃ ପ୍ରତ୍ୟେକ ଘରେ ଭାତ, ଡାଲି, ତରକାରୀ,ରୁଟିକୁ ସମ୍ପୂର୍ଣ୍ଣ ଭୋଜନ ବୋଲି କୁହାଯାଇଥାଏ । କିଛି ଲୋକେ ରୁଟି ଖାଇବାକୁ ପସନ୍ଦ କରନ୍ତି ତ କିଛି ଭାତ…

ବିଧାନସଭା ଆସିବେନି ନବୀନ ଓ ୨ ପ୍ରଫୁଲ୍ଲ, ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଭିସିରେ ରହିବେ

ଭୁବନେଶ୍ୱର: ବିଧାନସଭାର ଶୀତ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି । ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଉପସ୍ଥିତ ଥିଲେ । ଆଗକୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରିବେ । ନବୀନଙ୍କ ସହ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ…

ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୁଲତବି ରହିଲା ବିଧାନସଭା

ଭୁବନେଶ୍ୱର: ଆଜିଠୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି । ଶୀତ ଅଧିବେଶନର ପ୍ରଥମ ଦିନରେ ଗୃହକୁ ସନ୍ଧ୍ୟା ୫ଟା ଯାଏ ମୁଲତବି ରଖିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଅଧିବେଶନ ଆରମ୍ଭରେ ଗୃହର ନେତା ମୁଖ୍ୟମନ୍ତ୍ରୀ ୨ ଜଣ ପୂର୍ବତନ ମନ୍ତ୍ରୀ, ବିରୋଧୀ ଦଳ ଉପନେତା ଏବଂ ୩ ଜଣ ପୂର୍ବତନ…

କୋରାନ ଗାଇ ମନ ଜିଣିଲା କୁନି ଝିଅ

ଥିରୁଅନନ୍ତପୁରମ: ଧର୍ମର ନ ଥାଏ ସୀମା ସରହଦ । ଧର୍ମ ବିଶ୍ୱାସ ପାଇଁ ନ ଥାଏ ଲକ୍ଷ୍ମଣ ରେଖା । ଜଣେ ଅଛନ୍ତି ସର୍ବୋଚ୍ଚ ପାଳନକର୍ତ୍ତା । ସେ ଭଗବାନ..ସେ ଗଡ୍..ସେ ଆଲ୍ଲା.. । ସେ ଏକ, ଅଦ୍ୱିତୀୟ..  । ଧର୍ମକୁ ନେଇ ରକ୍ତର ନଦୀ ବହୁଥିବାବେଳେ  ଛୋଟ ଝିଅଟି ଏଇ ନିଗୁଡ କଥାକୁ ବୁଝାଇ ଦେଇଛି ।…