Latest Odisha News

BREAKING NEWS

Yearly Archives

2022

ଆପ୍ ବିରୁଦ୍ଧରେ ଘୋଡ଼ା ବେପାର ଅଭିଯୋଗ, ବିଧାୟକଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼

ନୂଆଦିଲ୍ଲୀ: ଦିଲ୍ଲୀରେ ଆଗକୁ ରହିଛି ନଗର ନିଗମ ନିର୍ବାଚନ । ବିଜେପି ଓ ଆମ ଆଦମୀ ପାର୍ଟି ମଧ୍ୟରେ ଚାଲିଛି କଡ଼ା ପ୍ରତିଯୋଗୀତା । ଆପ୍ ବିରୁଦ୍ଧରେ ବିଜେପି ଆଣିଛି ଘୋଡ଼ା ବେପାର ଅଭିଯୋଗ। ବିଜେପିର ଅଭିଯୋଗ ଦଳୀୟ ଟିକେଟ୍ ବିକୁଛି ଆପ୍ । ଗତକାଲିଠୁ ଦିଲ୍ଲୀ ରାଜନୀତି ଖୁବ ସରଗରମ ରହିଛି ।…

ହକି ବିଶ୍ବକପର ପ୍ରି ରେଜିଷ୍ଟ୍ରେସନ

ଭୁବନେଶ୍ବର: ଓଡ଼ିଶାରେ ହକି ବିଶ୍ୱକପ ଟିକେଟ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଭୁବନେଶ୍ୱର ଓ ରାଉରକେଲାରେ ହେବାକୁ ଥିବା ହକି ବିଶ୍ୱକପ ପାଇଁ ଖେଳପ୍ରେମୀଙ୍କ ଉତ୍କଣ୍ଠା ବଢ଼ିଥିବା ବେଳେ ଏଥିପାଇଁ  ଆରମ୍ଭ ହୋଇଛି ପ୍ରି ରେଜିଷ୍ଟ୍ରେସନ । ଖେଳ ଦେଖିବାକୁ ଇଚ୍ଛୁକ ଦର୍ଶକ ହକି ବିଶ୍ୱକପର…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୭୩)

8ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ହଁ, ଆଉ ଗୋଟିଏ କଥା ,ମାଟିରେ ଜନ୍ମ ମାଟିରେ ପାଦ ଥୋଇ ବି ଆକାଶର ନିଳିମାକୁ ମାଖି ହେବାର ଇଚ୍ଛା, ସମୁଦ୍ରର ଘେର ଭିତରେ ଥାଇ ବି ଅମୃତର ସ୍ୱାଦ ଚାଖିବାର ଇଚ୍ଛାକୁ ପିଲାଟି ଦିନରୁ ମୋ ଭିତରେ ପାଳି ଆସୁଛି । ଏଥିପାଇଁ ମୋତେ…

ସନେଟ: ଅଳସୀ

ରବି ପଣ୍ଡା  ହଳଦୀ ରଙ୍ଗରେ ରଙ୍ଗା କିଏ ଇଏ ନୂଆ ରଙ୍ଗବତୀ ଶୀତୁଆ ସକାଳେ‌ ପିନ୍ଧି ହସେଇ ହଳଦିଆ ପାଟ କଅଁଳ ଖରାକୁ ପୁଏଁ, ଶିଶିରରେ ଭିଜାଏ ତା‌' ଛାତି ହାଲକା ପଵନେ ହଲେ ପାଟଶାଢ଼ୀ ସବୁଜ ପଣତ। ଶୀତ ସହ ମିତ ବସି ଗୀତ ଗାଏ ମନ ଫୁଲାଣିଆ ସହଜେ ସୁନ୍ଦରୀମାନେ ଥା'ନ୍ତି ଟିକେ ଅଧିକ…

ଭାଷା ଭାଗବତ : ଭାଷାର ସଂବଳ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅଭ୍ୟାସ ମାତ୍ରକେ ବଂଧନ ତହିଁରୁ ମୁକୁଳିଲେ ଜନ ହୁଅଇ ପ୍ରକୃତ ସ୍ବାଧୀନ ଅର୍ଥାତ୍‌ ନିଜ ଇଚ୍ଛାଧୀନ ବାଛି ବିଚାରି କାର୍ଯମାନ କରେ ସେ ନିଜେ ସମାପନ ନିଜକୁ କରି ସଂଶୋଧନ ବିତାଏ ଆନଂଦେ ଜୀବନ ଅନ୍ୟର କଥାକୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସମସ୍ତ ପର୍ବପର୍ବାଣି ଓ ଯାନୀଯାତ୍ରା ମଧ୍ୟରେ ପ୍ରାଧାନ୍ୟ ବିସ୍ତାର କରିଥିବା ଦ୍ୱାଦଶ ଯାତ୍ରା ହେଉଛି. ସ୍ନାନଯାତ୍ରା ରଥଯାତ୍ରା,. ଶୟନ,. ଦକ୍ଷିଣାୟନ,…

କିପରି କତାର ପାଇଲା ବିଶ୍ବକପ୍ ଫୁଟବଲ ଆୟୋଜନ? ଦୁଇ ଲକ୍ଷ ମିଲିୟନ ଡଲାର କରିଛି ଖର୍ଚ

କତାର: ବିଶ୍ପକପ୍ ଫୁଟବଲ ମହାସମର ଏବେ କତାରରେ ଚାଲିଛି । ବିଶ୍ବର କୋଣଅନୁକୋଣରୁ ଫୁଟବଲ ପ୍ରେମୀମାନେ କତାରରେ ଡେରା ପକାଇଛନ୍ତି । କତାର ଭଳି ଛୋଟିଆ ଦେଶ ଯାହାର ଲୋକସଂଖ୍ୟା ୨୮ ଲକ୍ଷ । କିପରି ଫୁଟବଲ ବିଶ୍ବକପ୍ ଆୟୋଜନ କରିବାକୁ ଅନୁମତି ପାଇଲା ଏବଂ ତାହା ସଫଳ ଆୟୋଜନ କରିବାରେ ସମର୍ଥ…

ରାଜଧାନୀରେ ଦମ୍ ଦେଖାଇଲେ ଅଙ୍ଗନବାଡି ଦିଦି

ଭୁବନେଶ୍ୱର: ରାଜ୍ୟ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିନାହାନ୍ତି। ଏପରି ଅଭିଯୋଗ ଆଣି ସୋମବାର ହଜାର ହଜାର ଅଙ୍ଗନବାଡି କର୍ମୀ ଲୋୟର ପିଏମଜି ଛକରେ ଧାରଣା ଦେବା ଆରମ୍ଭ କରିଛନ୍ତି। ସେପଟେ ଦାବି ପୂରଣ ନହେବା ଯାଏ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରଖିବାକୁ…

‘ଚାଷୀଙ୍କ ପ୍ରତି ପୋଷ୍ୟ ପୁତ୍ର ଆଚରଣ ବନ୍ଦ କରନ୍ତୁ ରାଜ୍ୟ ସରକାର’

ଭୁବନେଶ୍ୱର: ଚତୁର୍ଥ ଦିନରେ ବିଧାନସଭା ସାମ୍ନାରେ ବିଜେପିର ସତ୍ୟାଗ୍ରହ। ମିଥ୍ୟା ପ୍ରତିଶ୍ରୁତି ପେଡି ଖୋଲିବା ଓ ନିଜର କୁକର୍ମର ଗାରିମା ଲୁଚାଇବା ବନ୍ଦ କରୁ ବିଜେଡି କହିଲେ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର। ସେ କହିଛନ୍ତି, ଦୀର୍ଘ ୨୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଶାସନ କ୍ଷମତାରେ…

ରାଜନୀତିରେ ‘ରେଳ ଲାଇନ୍ ପ୍ରକଳ୍ପ’, ପରସ୍ପରକୁ ଦୋଷ ଠେଲିଲେ ରାଜ୍ୟ-କେନ୍ଦ୍ର

ଭୁବନେଶ୍ୱର: ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ରୋଚକ ହେଉଛି। ପ୍ରଥମେ ଫସଲ ବୀମାକୁ ନେଇ ରାଜନୀତି ଜୋରଦାର ହୋଇଥିବା ବେଳେ ଏବେ କେନ୍ଦ୍ର ରେଳ ଲାଇନ୍ ପ୍ରକଳ୍ପକୁ ନେଇ ତେଜିଛି ରାଜନୀତି। ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଆରୋପ ପ୍ରତ୍ୟାରୋପ କରି ପରସ୍ପରକୁ ଦୋଷ ଠେଲୁଥିବା ଦେଖିବାକୁ…