Latest Odisha News

BREAKING NEWS

Yearly Archives

2022

ଇଡି ଖୋଜୁଛି ଅର୍ଚ୍ଚନା ନାଗର ଫୋର୍ଡ ଏଣ୍ଡେଓଭର କାର

ଭୁବନେଶ୍ୱର: ଇଡି ଖୋଜୁଛି ଫୋର୍ଡ ଏଣ୍ଡେଓଭର କାର । ଯାହା ଅର୍ଚ୍ଚନା ନାଗ ଉପହାର ସ୍ବରୂପ ପାଇଥିଲା ଏବଂ ନଗଦ ଟଙ୍କା ଦେଇ ଏହି ଦାମୀ ଏସୟୁଭି କାର କିଣା ହୋଇଥିବା ସୂଚନା ରହିଛି। ଗିରଫ ହୋଇ ଜେଲରେ ଥିବା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ସତ୍ୟବିହାର ଘରେ ନିକଟରେ ଇଡି ରେଡ୍ କରି ନାଲି…

ପଶ୍ଚିମବଙ୍ଗକୁ ମିଳିଲେ ନୂଆ ରାଜ୍ୟପାଳ, ନିରାଶ ହେଲେ ନକଭୀ?

ନୂଆଦିଲ୍ଲୀ: ଡକ୍ଚର ସି.ଭି ଆନନ୍ଦ ବୋଷ ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ ହେବେ। ସିଭି ଆନନ୍ଦ ବୋଷଙ୍କୁ ଗୁରୁବାର ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ନିଯୁକ୍ତି ଦେବା ପରେ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ମଣିପୁର…

ଛାତ୍ର ବିଜେଡ଼ି କ୍ୟାମ୍ପସ କମିଟିର ସଂଯୋଜକ ଥିଲେ ଛାତ୍ରୀଙ୍କୁ ଅସଦାଚରଣର ମୁଖ୍ୟ ଅଭିଯୁକ୍ତ

ବ୍ରହ୍ମପୁର: ବିନାୟକ ଆଚାର୍ଯ୍ୟ କଲେଜର ଛାତ୍ରୀଙ୍କୁ ଅସଦାଚରଣ ଏବଂ ଏସଂପର୍କିତ ଭିଡ଼ିଓ ଭାଇରାଲ୍‌ ଘଟଣାକୁ ନେଇ ସାରା ରାଜ୍ୟରେ ଉଦ୍‌ବେଗ ପ୍ରକାଶ ପାଇବାରେ ଲାଗିଛି। ଏହି ଘଟଣାରେ ସଂପୃକ୍ତ ଥିବା ଛାତ୍ରଛାତ୍ରୀଙ୍କୁ ସବୁଆଡ଼ୁ ସମାଲୋଚନା କରାଯାଉଛି। ତେବେ ଏହାର ଭିତରେ ଆଉ ଏକ ସାଂଘଂତିକ ତଥ୍ୟ…

ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ଗିରଫ ୩ ଛାତ୍ରଙ୍କ ଦାଖଲ ହେଲାନି ଓକାଲତନାମା

ବ୍ରହ୍ମପୁର: ବିନାୟକ ଆଚାର୍ଯ୍ୟ କଲେଜର ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଦୁଇଜଣ ନାବାଳକଙ୍କ ସମେତ ୫ଜଣ ଛାତ୍ର ଗିରଫ ହୋଇଛନ୍ତି। ଏଥିରେ ଥିବା ତିନି ଜଣ ସାବାଳକ ଅଭିଯୁକ୍ତ ତଥା ଯୁକ୍ତ ୩ ଦ୍ବିତୀୟ ବର୍ଷରେ ପଢୁଥିବା ତଥା ବ୍ରହ୍ମପୁର ଶାନ୍ତିନଗରର ଅଭିଶେଷ ନାହାକ ଓରଫ ବଣ୍ଟି(୨୨),…

ଛାତ୍ରୀଙ୍କୁ ଅସଦାଚଣ ଘଟଣାରେ ୧୨ ଛାତ୍ରଛାତ୍ରୀ କଲେଜରୁ ବହିଷ୍କୃତ

ବ୍ରହ୍ମପୁର: ବିନାୟକ ଆଚାର୍ଯ୍ୟ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କୁ ଅସଦାଚରଣ ଏବଂ ଏହାର ଭିଡ଼ିଓ ଭାଇରାଲ୍‌ ଘଟଣାରେ ୧୨ ଜଣ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କଲେଜର ଆଣ୍ଟି ରାଗିଂ କମିଟି ଓ ଶୃଙ୍ଖଳା କମିଟିର ସୁପାରିଶ କ୍ରମରେ ଏମାନଙ୍କୁ ବହିଷ୍କାର…

ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-20

ୱେଲିଂଟନ୍‌: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ଦୁଇ ଦଳ ଭାରତ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲରୁ ପରାଜୟ ହେବା ପରେ ଏବେ ନ୍ୟୁଜିଲାଣ୍ଡ - ଟିମ୍‌ ଇଣ୍ଡିଆ ପୁଣି ମୁହାଁମୁହିଁ ହେବାକୁ ଯାଉଛନ୍ତି । ଆସନ୍ତାକାଲିଠୁ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ର ପ୍ରଥମ ମ୍ୟାଚ ଖେଳାଯିବ ।  ବିଶ୍ବକପ…

ଅଭିନେତା ବିଜୟ ଦେବରକୋଣ୍ଡୋ ଦାନ କରିବେ ନିଜର ଅଙ୍ଗପ୍ରତ୍ୟଙ୍ଗ

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡୋ ଆଜି ପୁନର୍ବାର ପ୍ରଶଂସକଙ୍କ ମନ ଜିଣିଛନ୍ତି । ସେ ନେଇଥିବା ଏକ ନିଷ୍ପତିକୁ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି । ବିଜୟ ଘୋଷଣା କରିଛନ୍ତି ଯେ, ତାଙ୍କ ମୃତ୍ୟୁ ପରେ ତାଙ୍କ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଦାନ କରି ଦିଆଯିବ ।…

ମାସକ ତଳେ ଫାଇଲ୍ ଫିଙ୍ଗିଥିଲେ ପୌରାଧ୍ୟକ୍ଷା, ଏବେ ଏତଲା ଦେଲେ କାର୍ଯ୍ୟ ନିର୍ବାହୀ ଅଧିକାରୀ

ଯାଜପୁର: କାଟତି ଲଢ଼େଇ, ରାତି ଅଧିଆ ବଦଳିଲେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ । ବ୍ୟାସନଗର ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଉପରକୁ ପୌରାଧ୍ୟକ୍ଷା ଫାଇଲ୍ ଫିଙ୍ଗିବା ଘଟଣାକୁ ନେଇ ଚର୍ଚ୍ଚା ଥମୁନି । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ରାତି ଅଧିଆ ଖଣ୍ଡପଡ଼ା ବଦଳି କରା ଯାଇଛି ।…

ପଦ୍ମପୁରରେ ବିଜେଡି, ବିଜେପି, କଂଗ୍ରେସ କାହାର ଅଛି କେତେ ଦବଦବା

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପ୍ରାର୍ଥୀପତ୍ର ଦାଖଲ ପରେ ରାତି ପାହିଲେ ଆରମ୍ଭ ହୋଇଯିବ ପ୍ରଚାର । ବିଜେଡି , ବିଜେପି, କଂଗ୍ରେସ ଦଳର ପ୍ରାର୍ଥୀମାନେ ବରିଷ୍ଠ ନେତାମାନଙ୍କ ସହ ବସି ଏନେଇ ରୁଟ ଚାଟ୍ ବନାଇଛନ୍ତି । କେଉଁ ଅଂଚଳରେ କେଉଁ ଷ୍ଟାର ପ୍ରଚାରକ ପ୍ରଚାର କରିବେ ତାହାର ତାଲିକା ମଧ୍ୟ…

ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ଆଉ ଜଣେ ପଂଜାବୀ ଗାୟକଙ୍କୁ ଧମକ

ଚଣ୍ଡୀଗଡ: ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ସାରା ଦେଶରେ ଚହଳ ପକାଇ ଦେଇଥିଲେ । ଏହି ଘଟଣା ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ଆଜି ପଂଜାବର ଆଉ ଜଣେ ଲୋକପ୍ରିୟ ଗାୟକ ବବୁ ମାନଙ୍କୁ ହତ୍ୟା ଧମକ ମିଳିଛି । ଏହି ଧମକ ଗ୍ୟାଙ୍କଷ୍ଟାର ବବିହା ଗ୍ରୁପ ଦେଇଛନ୍ତି । ତେବେ କଣ…