Latest Odisha News

BREAKING NEWS

Yearly Archives

2022

ରାତାରାତି କାଙ୍ଗାଳ ହୋଇଗଲେ କୋଟିପତି ଯୁବକ, ବୁଡିଗଲା ୧୪.୬ ଅରବ ଡଲାର

ରାତାରାତି କୋଟିପତିରୁ କାଙ୍ଗାଳ ହୋଇଗଲେ  ଏଫଟିଏକ୍ସର ସିଇଓ ସେମ୍ ବ୍ୟାଙ୍କମ୍ୟାନ ଫ୍ରାଏଡ । ମାତ୍ର ୨୪ ଘଣ୍ଟାରେ ତାଙ୍କ ସମ୍ପତିର ନେଟ ୱର୍ଥ ୯୪ ପ୍ରତିଶତ ତଳକୁ ଖସି ଆସିଛି । ତାଙ୍କର ମୂଳ ସମ୍ପତ୍ତି ୧୫.୬ ଅରବ ଡଲାର ଥିଲା  । କିନ୍ତୁ ଗୋଟିଏ ଦିନରେ ଏହାର ମୂଲ୍ୟ ୧୪.୬ ଅରବ ଡଲାର  ହ୍ରାସ…

ସଟସର୍କିଟରୁ ଜଳିଗଲା ୮ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

କାମାକ୍ଷାନଗର : ଖଟଖୁରା ଗାଁରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ଜଳିଗଲା ୮ ବଖରା ଘର । ଏନେଇ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହା ବିଦ୍ୟୁତ ସର୍ଟସର୍କିଟ କାରଣରୁ ହୋଇଥିବା ସନ୍ଦେହ କରାଯାଉଛି । ଖଟଖୁରା ଗାଁ ନୂଆସାହିର ଜମ୍ବେଶ୍ଵର ବିଶ୍ୱାଳ, ଗୋପାଳ ବିଶ୍ୱାଳ ଓ ସୁବଳ…

୩୩ଟି ରୁଟରେ ବିହାର-ଓଡ଼ିଶା ମଧ୍ୟରେ ଗଡ଼ିବ ବସ୍

କଟକ: ଏଣିକି ୧୫ଟି ନୁହେଁ, ୩୩ଟି ରୁଟରେ ବିହାର ଓ ଓଡ଼ିଶା ମଧ୍ୟରେ ହେବ ବସ୍ ଚଳାଚଳ । ଏନେଇ ଓଡିଶା ଏବଂ ବିହାର ସରକାରରଙ୍କ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ଚୁକ୍ତିନାମା ଅନୁଯାୟୀ, ବର୍ତ୍ତମାନ ଉଭୟ ସରକାରଙ୍କ ପରିବହନ ବିଭାଗର ପ୍ରାୟ ୨୧, ୮୬୭ କିଲାମିଟର ଅତିକ୍ରମ କରୁଥିବା ୩୩…

ଟି୨୦ ବିଶ୍ୱକପ ଫାଇନାଲରେ ଲା ଲୀନା ଭୟ

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟ ଫାଇନାଲ ରବିବାର ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ତେବେ ଫାଇନାଲରେ ବର୍ଷା ଆଶଙ୍କା ରହିଛି । ପାଣିପାଗ ରିପୋର୍ଟ ଅନୁସାରେ ବର୍ତମାନ ରବିବାର ଶତ ପ୍ରତିଶତ ଏବଂ ରିଜର୍ଭ ଡେ ସୋମବାରରେ ୯୫ ପ୍ରତିଶତ ବର୍ଷା ହୋଇପାରେ । ତେବେ ଅଷ୍ଟ୍ରେଲିଆରେ…

ଅଖିଳ ଗିରିଙ୍କ ୟୁ-ଟର୍ଣ୍ଣ; ଇସ୍ତଫା ଦାବି କଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାତ୍ସଲ୍ୟ ମାମଲାରେ ବିଜେପି ପକ୍ଷରୁ ଜୋରଦାର ବିରୋଧ ହୋଇଛି । ମମତା ବାନାର୍ଜିଙ୍କ ସରକାରରେ ମନ୍ତ୍ରୀ ଥିବା ଅଖିଳ ଗିରିଙ୍କ ମନ୍ତବ୍ୟ ଆପତ୍ତିଜନକ ଓ ଅତ୍ୟନ୍ତ ନିନ୍ଦନୀୟ । ତାଙ୍କୁ ତୁରନ୍ତ ପଦତ୍ୟାଗ କରିବା ଉଚିତ ବୋଲି କହିଛନ୍ତି କେନ୍ଦ୍ର…

ବିଜେଡି ରାଜ୍ୟ ସମ୍ପାଦକ ହେଲେ ରାଜୁ ଘିବେଲା

ଭୁବନେଶ୍ୱର : ବରଗଡ ଜିଲ୍ଲା ପଦ୍ମପୁରର ରାଜୁ ଘିବେଲା ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଭାବେ ଦଳ ପକ୍ଷରୁ ନିଯୁକ୍ତି ପାଇଛନ୍ତି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଘିବେଲାଙ୍କୁ ଦେଇଛନ୍ତି ଦଳରେ ଗୁରୁତ୍ୱପୂର୍ଣ୍ଣ ପଦ । ଏନେଇ ଦଳ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ତୁରନ୍ତ ଏହି…

ବିରଳ ପ୍ରଜାତିର କଇଁଛ ଉଦ୍ଧାର

ଯାଜପୁର : ମଙ୍ଗଳପୁର ଥାନା ଅନ୍ତର୍ଗତ ତରପଦା ଗାଁରୁ ବିରଳ ପ୍ରଜାତିର କଇଁଛ ଉଦ୍ଧାର ।  ଯାଜପୁର ରୋଡ ବନ ବିଭାଗ ଦ୍ୱାରା ଉଦ୍ଧାର ଏହି ବିରଳ କଇଁଛ ଉଦ୍ଧାର କରାଯାଇଛି l ସୂଚନା ଅନୁଯାୟୀ, କଟକ ବନଖଣ୍ଡ ଅଧିକାରୀ ଡ଼ ସଞ୍ଜୟ କୁମାର ସ୍ୱାଇଁ  କୌଣସି ସୂତ୍ରରୁ ତରପଦା ଗାଁରେ ଏକ ବିରଳ ପ୍ରଜାପତିର…

ପଦ୍ମପୁର ପାଇଁ ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ

ଭୁବନେଶ୍ୱର : ଜୋର ଧରିଲାଣି ପଦ୍ମପୁର ବିଧାନସଭା ଉପନିର୍ବାଚନ ତାତି । ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ । ଦଳ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ଘୋଷଣା ହୋଇଛି । ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା ବାକି ରହିଛି ।…

ସରକାରୀ ଜମିକୁ ନେଇ ସଂଘର୍ଷ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ହତ୍ୟା

ଖୋର୍ଦ୍ଧା : ଶରଧାପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣକ ହେଲେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନ୍ଦ୍ରନାଥ ବଳିୟାର ସିଂହ। ଅଭିଯୋଗ ଅନୁଯାୟୀ, ଗତ…