Latest Odisha News

BREAKING NEWS

Yearly Archives

2022

ଦକ୍ଷିଣ ଆଫ୍ରିକାକୁ ୧୩ ରନରେ ହରାଇଲା ନେଦରଲାଣ୍ଡ, ସେମିଫାଇନାଲରେ ଟିମ୍‌ ଇଣ୍ଡିଆ

ଆଡିଲେଡ୍‌ : ପୁଣି ସାଉଥ ଆଫ୍ରିକା ପାଇଁ ଲକ୍ କାମ ଦେଇନି । ଟ୍ବେଣ୍ଟି -20 ବିଶ୍ବକପରେ ଆଜିର ରୋମାଞ୍ଚକର ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି ନେଦରଲାଣ୍ଡ । କ୍ରିକେଟରେ ସବୁ ଅନିଶ୍ଚିତ ଏହା ପୁଣି ପ୍ରମାଣିତ ହୋଇଛି । ଭାରତକୁ ହରାଇଥିବା ସାଉଥ ଆଫ୍ରିକା ଆଜି ନେଦରଲ୍ୟାଣ୍ଡଠାରୁ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୭)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ବହୁତ ଭାବିଲା ଆସ୍ଥା .... ! ସମ୍ଭବଙ୍କୁ ପଚାରି ଦିଅନ୍ତା ତା' ସହିତ ଏମିତି କାହିଁକି କଲେ !?କିନ୍ତୁ ଜିଭ ଅଗରେ ରହିବା କଥା କୁ କେମିତି କଣ୍ଠସ୍ଥ କରାଯାଏ ସେକଥା ବେଶ୍ ଭଲ ଭାବରେ ଜଣା ତାକୁ ! କହିବ କହିବ ହେଇ ଦିନେ, ଦୁଇ…

କବିତା : ଛାଇ ଅନ୍ଧାର

ମିରିନା ମହାନ୍ତି ଯେତେବେଳେ ମୁଁ ଅନ୍ଧାରକୁ ଫୁଲଟିଏ ଫିଙ୍ଗିଲି ହଜାଇ ବସିଲି, ନିଃଶ୍ବାସ, ବିଶ୍ବାସ। । ଚଉଦିଗ ମହମହ ବାସୁଥିଲା। ମଧୁମାଳତୀର ବାସ ଗୋଳେଇ ହୋଇ ଯାଉଥିଲା ଶୂନ୍ଯତାରେ। ତୁମ ନରମ ଆଲିଙ୍ଗନର ମତୁଆଲା ପଣରେ ହାରିଯାଉଥିଲା ପବନ। ଆକାଶ ଭର୍ତ୍ତି…

ବିଜେପି ବନାମ ଆଞ୍ଚଳିକ ଦଳ ଲଢ଼େଇ: ଆଜି ଆସିବ ଫଳାଫଳ

ନୂଆଦିଲ୍ଲୀ: ଦେଶର ରାଜନୀତିରେ ଏବେ ବିଜେପି ବନାମ ଆଞ୍ଚଳିକ ଦଳରେ ରାଜନୈତିକ ଲଢ଼େଇ ଚାଲିଛି । ନିର୍ବାଚନକୁ ନେଇ ସବୁଦଳ ଏବେ ବେଶ ସତର୍କ ହୋଇଯାଇଛନ୍ତି । ଜିତିବା ପାଇଁ ରାତି ଦିନ କରି ଲଢ଼େଇ କରୁଛନ୍ତି । ଏଭଳି ସ୍ଥିତିରେ ଆସନ୍ତା ଗୁଜରାଟ , ହିମାଚଳ ନିର୍ବାଚନ ପୂର୍ବରୁ ଏହି ଉପନିର୍ବାଚନ…

ଭାଷା ଭାଗବତ : ବୋଧ ଓ ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କର୍ମ ସାଧନା କରି କୃତି ଛାଡ଼ିଯାଏ କର୍ମିଷ୍ଠ ବ୍ୟକ୍ତି ତାହା ହିଁ ଦେଇପାରେ ତୃପ୍ତି ସହିତ ସମୂହ ସ୍ବୀକୃତି ବୋଧ ନ ଥିଲେ ପ୍ରାପ୍ତ ଜ୍ଞାନ କେବଳ ସ୍ମୃତି ସଂକଳନ ମନେ ରଖୁଁ ଓ ଭୁଲିଯାଉଁ ବୋଧ ସଂଭାଳି ଜିଇଁଥାଉଁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ବାଇଶି ପାହାଚ ଆଲୋଚନା ଭିତରେ ସେଠାରେ ଅଧିଷ୍ଠିତ ଦେବା ଦେବୀଙ୍କ ସମ୍ପର୍କରେ ସୂଚନା ଦେବା ନିହାତି ଆବଶ୍ୟକ। ପୁଣି ଶୈବ ଓ ବୈଷ୍ଣବ ଧାରା ଯେଉଁଠି ସମାନ…

ଅଲଗା ହେବେ କି ସାନିଆ-ସୋଏବ ?

ନୂଆଦିଲ୍ଲୀ: ଭାରତର ଟେନିସ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟର ସୋଏବ ମଲିକଙ୍କ ସମ୍ପର୍କ ଭାଙ୍ଗିବାକୁ ଯାଉଛି ବୋଲି ଗୁଜବ ଜୋର ଧରିଛି । ପାକିସ୍ତାନୀ ମିଡିଆରୁ ଏହି ଖବର ପ୍ରସାରିତ ହେବା ପରେ ଏବେ ଏ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରେମ ସମ୍ପର୍କ ଗଢ଼ି ଉଠିବା ପରେ ଉଭୟ ୨୦୧୦ରେ…

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଲା ସାଂସଦଙ୍କ ଟ୍ବିଟ୍

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଲୋକଙ୍କ ମଧ୍ୟରେ ବାରମ୍ବାର ଦାବି ହେଉଛି। ଆଉ ଦାବି ମୁତାବକ କୌଣସି କାମ ହେଉନଥିବାରୁ ଚଳିତ ସପ୍ତାହରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଆନ୍ଦୋଳନକୁ ଆଉ ଟିକିଏ ଗତି ଦେଇଛି। ଏପରି କରି ରାଜ୍ୟ ସରକାରଙ୍କ ଉପରେ ଚାପ…

ଆଥଲେଟଙ୍କୁ ନିଷିଦ୍ଧ ଡ୍ରଗ୍ସର ଇଂଜେକସନ ଦେଇ ଫସିଲେ କୋଚ ମିକି, ୪ ବର୍ଷ ବାସନ୍ଦ

ନୂଆଦିଲ୍ଲୀ: ନ୍ୟାଶନାଲ ଆଂଟି ଡୋପିଂ ଡିସିପ୍ଲିନାରୀ ପ୍ୟାନେଲ ମୁମ୍ବାଇର ଆଥଲେଟିକ କୋଚ ମିକି ମେଞ୍ଜେସଙ୍କୁ ୫୦,୦୦୦ ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିବା ସହ ୪ ବର୍ଷ ବାସନ୍ଦ କରିଛନ୍ତି । ମିକିଙ୍କ ନିକଟରୁ ଉଦୀୟମାନ ଆଥଲେଟ କୀର୍ତି ଭୋଇଟେ ପ୍ରଶିକ୍ଷଣ ନେଉଥିଲେ । ମିକି ଇଂଜେକସନ…

ରାତି ପାହିଲେ ଭୋଟ ଗଣତି, ବିଜେପି ଗଡ଼ ବଜାୟ ରଖିବ ନା ବିଜେଡି ଛଡାଇନେବ!

ଧାମନଗର:  ଧାମନଗର ଉପନିର୍ବାଚନରେ କିଏ ଜିତିବ ତାକୁ ନେଇ ଗତ କିଛି ଦିନ ହେଲା ଚର୍ଚା ଜୋର ଧରିଛି । ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ ହୋଇ ରହିଛି । ବିଜେପି କହୁଛି ତାଙ୍କ ପ୍ରାର୍ଥୀ ଜିତିବ, ବିଜେଡି କହୁଛି ତାଙ୍କ ପ୍ରାର୍ଥୀ ଜିତିବ । ସେପଟେ ସ୍ବାଧୀନ ପ୍ରାର୍ଥୀ ରାଜୁ ଦାସ…