Latest Odisha News

BREAKING NEWS

Yearly Archives

2022

ଭାଷା ଭାଗବତ : ଉତ୍ସବ ପାଳନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅନ୍ନ ଖାଉଛୁଁ ପ୍ରତିଦିନ ବର୍ଷକେ ଦିନଟେ ସମ୍ମାନ ଜଣାଇ ଉତ୍ସବ ପାଳନ କରିବା ଶୁଦ୍ଧ ଅପମାନ ଯେ ଯାହା ନିଅଂତି ନିଷ୍ପତ୍ତି କେହି ନ ଭାବି ଅବା ଚିଂତି ଯେହେତୁ ମାନିନେଉଥାଂତି ଦୁର୍ବଳ ହୁଏ ବ୍ୟକ୍ତି, ଜାତି…

ରାଷ୍ଟ୍ରପତି ଆସନରୁ ଦ୍ରୌପଦୀ ମୁର୍ମୁଙ୍କୁ ବଦଳାଇବାକୁ ଆବେଦନ, କୋର୍ଟ ଶୁଣାଇଲେ ରାୟ

ନୂଆଦିଲ୍ଲୀ: ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭାବେ ବଦଳାଇବାକୁ ସୁପ୍ରିମକୋର୍ଟରେ ଆବେଦନ। ଆବେଦନକାରୀ ହେଉଛନ୍ତି କିଶୋର ଜଗନ୍ନାଥ ସାୱନ୍ତ। ସେ ନିଜକୁ ପରିବେଶବିତ୍ ବୋଲି କହିଛନ୍ତି। ସାୱନ୍ତଙ୍କ ଦ୍ବାରା ଦାଖଲ ହୋଇଥିବା ଆବେଦନରେ ଦର୍ଶାଯାଇଛି ଯେ ତାଙ୍କୁ ନିକଟରେ ହୋଇଥିବା ରାଷ୍ଟ୍ରପତି…

ଭାଇଜାନ ଡେଙ୍ଗୁ ଜ୍ବରରେ ଆକ୍ରାନ୍ତ, ଚିନ୍ତାରେ ଫ୍ୟାନ୍ସ

ମୁମ୍ବାଇ: କଲର୍ସ ଟିଭିର ଲୋକପ୍ରିୟ ରିଆଲିଟି ସୋ ବିଗ୍ ବସ୍ 16 ପାଇଁ ଭାଇଜାନ ଓରଫ ସଲମାନ ଖାନ ଏବେ ହେଡ ଲାଇନରେ ରହିଛନ୍ତି। ଏଥିସହିତ ଦବଙ୍ଗ ଷ୍ଟାର ନିଜ ଫିଲ୍ମ ସୁଟିଂ ଉପରେ ଧ୍ୟାନ ଦେଉଛନ୍ତି। ଏହି ସମୟରେ ଏକ ବିବ୍ରତ କରିବା ଭଳି ଖବର ସାମ୍ନାକୁ ଆସିଛି। ଏହି ଖବର ତାଙ୍କ ସ୍ୱାସ୍ଥ୍ୟ ସହିତ…

ସମର୍ଥକ ଆସିଲେ, ସହଯୋଗୀ ଆସିଲେନି, ଏକା ଏକା ଅପରାଜିତା?

ଭୁବନେଶ୍ୱର: ରାଜ୍ୟ ବିଜେପିରେ ଏକା ଏକା ଅପରାଜିତା! ଇଣ୍ଟର ପାର୍ଲିଆମେଣ୍ଟାରି ୟୁନିଅନ୍‌(ଆଇପିୟୁ)ରେ ଭାରତର ପ୍ରାର୍ଥୀ ହୋଇ ବିଜୟ ହୋଇ ଭାୟା ଦିଲ୍ଲୀ ଭୁବନେଶ୍ବର ଫେରିଲେ। ରାଜ୍ୟର କୋଣ ଅନୁକୋଣରୁ ଯଦିଓ ଅପରାଜିତଙ୍କ ସମର୍ଥକ ଆସିଥିଲେ କିନ୍ତୁ ତାଙ୍କ ସହଯୋଗୀ ବିମାନ ବନ୍ଦରକୁ ନଆସିବା…

ଚାରି ବର୍ଷ ପରେ ପାକିସ୍ତାନ FATF ଗ୍ରେ ତାଲିକାରୁ ବାହାରିଲା

ପ୍ୟାରିସ: ପାକିସ୍ତାନ ଫାଇନାଂସିଆଲ ଆକ୍ସନ ଟାକ୍ସ ଫୋର୍ସ (FATF) 'ଧୂସର ତାଲିକାରୁ' ବାହାରିଛି । ଆତଙ୍କବାଦକୁ ସହଯୋଗ କରିବା, ମନି ଲଣ୍ଡରିଂ ବ୍ୟବସ୍ଥାରେ ତ୍ରୁଟି ପାଇଁ ପାକିସ୍ତାନ ପ୍ୟାରିସ୍ ଭିତ୍ତିକ ଏଫଏଟିଏଫ ର ର ଧୂସର ତାଲିକାରେ ଚାରି ବର୍ଷ ହେଲା ରହି ଆସିଥିଲା । ଏହି ଗ୍ରେ…

ହେଟ୍ ସ୍ପିଚ୍ ମାମଲା: କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ

ନୂଆଦିଲ୍ଲୀ: ଘୃଣାସୃଷ୍ଟିକାରୀ ବୟାନକୁ ନେଇ ସୁପ୍ରିମକୋର୍ଟ କଡା ନିର୍ଦେଶ ଦେଇଛନ୍ତି । ଯେଉଁମାନେ ଧର୍ମନାମରେ ଦେଶକୁ ବିଭାଜିତ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଉପରେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ । ନହେଲେ ଏହା ଅଦାଲତ ଅବମାନନା ଧରାଯିବ ବୋଲି ସୁପ୍ରିମକୋର୍ଟ…

ରାୟଗଡ଼ା ଜିଲ୍ଲାପାଳଙ୍କୁ ଜାତୀୟ ଜନଜାତି କମିସନଙ୍କ ସମନ : ଅନୁପସ୍ଥିତ ପରେ ଜାରି ହୋଇପାରେ ଓ୍ବାରେଣ୍ଟ୍

ରାୟଗଡ଼ା:  ଜାତୀୟ ଜନଜାତି କମିସନଙ୍କ ନୋଟିସ ସତ୍ଵେ ହାଜର ନହେବା ମହଙ୍ଗା ପଡିପାରେ ରାୟଗଡ଼ା ଜିଲ୍ଲାପାଳଙ୍କୁ । ସୂଚନା ଅନୁସାରେ ଉତ୍କଳ ଆଲୁମିନା କାରଖାନା ନିକଟରେ ଥିବା ଡିମୁଣ୍ଡି ଗ୍ରାମବାସୀଙ୍କ ଏକ ପିଟିସନର ଶୁଣାଣି ପାଇଁ ଜାତୀୟ ଜନଜାତି କମିସନ ରାୟଗଡ଼ା ଜିଲ୍ଲାପାଳଙ୍କୁ ସମନ ଜାରି…

୬ଟି ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ, ହିତାଧିକାରୀଙ୍କ ପତ୍ନୀ ହୋଇପାରିବେ ପାଣି ପଞ୍ଚାୟତରେ ସାମିଲ

ଭୁବନେଶ୍ୱର: ୬ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ପାଣି ପଞ୍ଚାୟତ ଆଇନରେ ସଂଶୋଧନକୁ ମଞ୍ଜୁରୀ ମିଳିଛି । ପାଣି ପଞ୍ଚାୟତରେ ମେଗା ଉଠାଜଳସେଚନକୁ ମିଶାଇଦିଆଯିବାକୁ ନିଷ୍ପତ୍ତି…

ଟେରାକୋଟା ପ୍ରଦର୍ଶନୀ ଆଉ ଗୋଟିଏ ଦିନ ବଢ଼ିଲା

ଭୁବନେଶ୍ୱର: ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଟେରାକୋଟା ପ୍ରଦର୍ଶନୀକୁ ଆଉ ଗୋଟିଏ ଦିନ ବଢ଼ାଇ ଦିଆଯାଇଛି । ଦର୍ଶକ ଓ ଗ୍ରାହକମାନଙ୍କ ଆଗ୍ରହ ଓ ଉତ୍କଣ୍ଠାକୁ ଦୃଷ୍ଟିରେ ରଖି ଏହି ଟେରାକୋଟା ପ୍ରଦର୍ଶନୀକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଥିବା କୁହାଯାଇଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ…

ଓସିଏ ସଭାପତି ହେବେ ପ୍ରଣବ ପ୍ରକାଶ ଦାସ

କଟକ: ଓସିଏ ସଭାପତି ହେବେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ତାଙ୍କ ବିରୋଧରେ କେହି ନାମାଙ୍କନ ପତ୍ର ଦାଖଲ କରିନଥିବାରୁ ଓଡ଼ିଶା କ୍ରିକେଟ ଆସୋସିଏସନର ସଭାପତି ହେବାକୁ ଯାଉଛନ୍ତି ପ୍ରଣବ ପ୍ରକାଶ ଦାସ । ଏକମାତ୍ର ପ୍ରାର୍ଥୀ ଭାବେ ସେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ପୂର୍ବରୁ…