Latest Odisha News

BREAKING NEWS

Yearly Archives

2022

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ

ଭୁବନେଶ୍ବର: ଶେଷରେ ଜେଲ୍ ଯାଇଛନ୍ତି ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ତାଙ୍କ ଜାମିନ ଆବେଦନ  ଖାରଜ ହୋଇଥିବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।  ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଜାମିନ ଆବେଦନ କରିଥିଲେ ମଧ୍ୟ ତାହା ଗ୍ରହଣଯୋଗ୍ୟ ହୋଇନାହିଁ ।…

ଡୋପ ଟେଷ୍ଟରେ ଧରାପଡି ସାମୟିକ ବାସନ୍ଦ ହେଲେ ପୂର୍ବତନ ଏକ ନମ୍ବର ଟେନିସ ଖେଳାଳି

ଲଣ୍ଡନ: ଦି ଇଂଟରନ୍ୟାଶନାଲ ଟେନିସ ଇଂଟିଗ୍ରିଟି ଏଜେନ୍ସି (ଆଇଟା) ବିଶ୍ୱର ପୂର୍ବତନ ମହିଳା ଏକ ନମ୍ବର ଖେଳାଳି ସାଇମନ ହାଲେପଙ୍କୁ ସାମୟିକ ଭାବେ ବାସନ୍ଦ କରିଛି । ରୋମାନିଆର ଏହି ୩୧ ବର୍ଷୀୟା ଖେଳାଳିଜଣଙ୍କ ଶରୀରରୁ ନିଷିଦ୍ଧ ଡ୍ରଗ୍ସର ମାତ୍ରା ମିଳିଥିଲା । ୟୁଏସ ଓପନ ଅବସରରେ ତାଙ୍କଠାରୁ…

ଏମିତି ଚାଲିଛି ସ୍ୱାସ୍ଥ୍ୟସେବା, ମୋବାଇଲ୍ ଲାଇଟରେ ଅଟୋ ଭିତରେ ରୋଗୀଙ୍କୁ ଦେଲେ ଇଞ୍ଜେକ୍ସନ୍

ନିଆଳି: ରାଜଧାନୀରୁ ମାତ୍ର ୪୦ କିଲୋମିଟର ଦୂର । ମାତ୍ର ରୋଗୀଙ୍କୁ ମିଳୁନି ମୌଳିକ ସ୍ୱାସ୍ଥ୍ୟ ସୁବିଧା । ଗୁରୁତର ରୋଗୀଙ୍କୁ ଅଟୋରେ ଇଞ୍ଜେକ୍ସନ୍ ଓ ସାଲାଇନ୍ ଚଢ଼ାଇ ରେଫର୍ କରି ଦେଉଛନ୍ତି ଡାକ୍ତର । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଅନ୍ଧାର…

ସ୍ବାମୀଙ୍କ ପରେ ମୃତା ସ୍ତ୍ରୀଙ୍କ ହେଲା ଚକ୍ଷୁଦାନ

ବ୍ରହ୍ମପୁର: ବ୍ରହ୍ମପୁର ସହର ଚନ୍ଦ୍ରମା ସାହିର ଭି.ଭିରାମ୍ମାଙ୍କ ଶୁକ୍ରବାର ଅପରାହ୍ନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଚକ୍ଷୁଦାନ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏମକେସିଜିର ଚକ୍ଷୁ ବିଭାଗର ମୁଖ୍ୟ ଡା.ସୁଚିତ୍ରା…

ଟି୨୦ରେ ଭାରତର ଏକ ନମ୍ବର ଅଧିନାୟକ ହେବା ପାଇଁ ରୋହିତଙ୍କ ନିକଟରେ ସୁଯୋଗ

ମେଲବୋର୍ଣ୍ଣ: ଟି୨୦ କ୍ରିକେଟରେ ଭାରତର ଏକ ନମ୍ବର ଅଧିନାୟକ ହେବା ପାଇଁ ରୋହିତ ଶର୍ମାଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ ରହିଛି । ଚଳିତ ଟି୨୦ ବିଶ୍ୱକପରେ ରୋହିତଙ୍କୁ ୭ଟି ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ । ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ୭୨ ମ୍ୟାଚରୁ ୪୧ ବିଜୟ ହାସଲ କରିଛି ।…

ସମ୍ଭାବ୍ୟ ବାତ୍ୟା ନେଇ ଗଞ୍ଜାମରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌

ବ୍ରହ୍ମପୁର: ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଗଞ୍ଜାମ ଜିଲା ଉପରେ ପଡ଼ିବ ନାହିଁ। ତଥାପି ସତର୍କତାମୂଳକ ପଦକ୍ଷେପ ଭାବେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌ କରିଛନ୍ତି ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ହେଡକ୍ବାର୍ଟରେ ରହିବାକୁ ନିର୍ଦେଶ ଦେଇଛନ୍ତି। ସମ୍ତ ଛୁଟିକୁ ବାତିଲ୍‌…

ବାତ୍ୟା ‘ସିତ୍ରଙ୍ଗ’ ପାଇଁ ୮ ଜିଲ୍ଲା ସଜାଗ, ୨୬ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କଲେ SRC

ଭୁବନେଶ୍ୱର: ଓଡ଼ିଶା ଉପକୂଳ ଦେଇ ବାତ୍ୟା ଯିବନି । କିନ୍ତୁ ପ୍ରଭାବରେ ଉପକୂଳର କିଛି ଜିଲ୍ଲାରେ ବର୍ଷା ସହ ପବନ ହେବ । ବାତ୍ୟା ‘ସିତ୍ରଙ୍ଗ’ ଓଡ଼ିଶା ଉପକୂଳ ଛୁଇଁବାର ଆଶଙ୍କା ନଥିଲେ ମଧ୍ୟ ପ୍ରଶାସନ ସଜାଗ ରହିଛି । ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ୮ ଜିଲ୍ଲାକୁ ସଜାଗ କରାଯାଇଥିବା…

୯ ଦଫା ଦାବିରେ ଦଣ୍ଡ ପ୍ରଣାମ ପଦଯାତ୍ରା କଲା ଡ୍ରାଇଭର ମହାସଂଘ

କାମାକ୍ଷାନଗର : ଡ୍ରାଇଭର ମହାସଂଘ ପକ୍ଷରୁ ୯ ଦଫା ଦାବି ପୂରଣ ନେଇ ଦଣ୍ଡ ପ୍ରଣାମ ପଦଯାତ୍ରା । ରାଜ୍ୟର ସମସ୍ତ ବ୍ଲକରେ ୯ ଦଫା ଦାବି ପୂରଣ ନେଇ ନିଆରା ପ୍ରତିବାଦ ଦେଖିବାକୁ ମିଳିଛି । କାମାକ୍ଷାନଗର ହନୁମାନ ବଜାର ଠାରୁ ଆରମ୍ଭ କରି ଦଣ୍ଡ ପ୍ରଣାମ ପଦଯାତ୍ରାରେ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ…

ଟି୨୦ ବିଶ୍ୱକପ : ଚୂଡାନ୍ତ ହେଲା ସୁପର ୧୨ ଟିମ, ଏଥର ହେବ ପ୍ରକୃତ ମୁକାବିଲା

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟର ସୁପର ୧୨ ଲାଇନ ଅପ ଚୂଡାନ୍ତ ହୋଇଯାଇଛି । ୨୨ ଅକ୍ଟୋବରରୁ ବିଶ୍ୱକପ ଦ୍ୱିତୀୟ ପର୍ଯ୍ୟାୟ ଅଥବା ପ୍ରକୃତ ମୁକାବିଲା ଆରମ୍ଭ ହେବ । ଗ୍ରୁପ ୧ରେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଆୟର୍ଲାଣ୍ଡ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ଏବଂ ଗ୍ରୁପ ୨ରେ…