ଅନୁବାଦ କବିତା : ପଚିଶ ବରଷ ପରେ
ମୂଳ ରଚନା : ଜୀବନାନନ୍ଦ ଦାଶ
ଶେଷଥର ଦେଖା ଯେବେ ହୋଇଥିଲା
ସେଇ ପ୍ରାନ୍ତରରେ କହିଥିଲି
" ଆଉ ଦିନେ ଏଇ ସମୟରେ,
ନିଶ୍ଚୟ ଆସିବ ତୁମେ
ଆସିବାର ଇଚ୍ଛା ଯଦି ଥାଏ
ପଚିଶ ବରଷ ପରେ ।"
ଏଇ କଥାକୁ କହି, ଘରକୁ ମୁଁ ଫେରି ଆସିଥିଲି
ତା'ପରେ ଅନେକ ଥର ଜହ୍ନ ଓ ତାରାମାନେ
ଫେରିଗଲେ ସେଇ…