ଆଗାମୀ ଯୁଦ୍ଧ ପାଇଁ କଂଗ୍ରେସର ନୂଆ ସେନାପତି କେତେ ପ୍ରସ୍ତୁତ?
ନୂଆଦିଲ୍ଲୀ: ୨୪ ବର୍ଷ ପରେ କଂଗ୍ରେସ ଗାନ୍ଧୀ ପରିବାର ବାହାରୁ ନୂଆ ସଭାପତି ପାଇଛି । ସବୁଠାରୁ ପୂରାତନ ଏହି ଦଳରେ ୮୦ ବର୍ଷୀୟ ମଲ୍ଲିକାର୍ଜୁନ ଖଡ଼ଗେ ଏବେ କଂଗ୍ରେସର ନୂଆ ସେନାପତି । ତାଙ୍କ ସାମନାରେ ୨୦୨୪ ନିର୍ବାଚନ ବଡ଼ ଯୁଦ୍ଧ ଥିବାବେଳେ ହିମାଚଳ ପ୍ରଦେଶ ଓ ଗୁଜରାଟ ନିର୍ବାଚନ ମଧ୍ୟ ବଡ଼…