Latest Odisha News

BREAKING NEWS

Yearly Archives

2022

ଫିଲ୍ମ ‘ଭେଡିଆ’କୁ ନେଇ କାହିଁକି ଟ୍ରୋଲ ହେଲେ ବରଣୁ ଧଓ୍ୱନ ?

ମୁମ୍ବାଇ: ବରୁଣ ଧୱନଙ୍କ ଫିଲ୍ମ 'ଭେଡିଆ'ର ଟ୍ରେଲର ରିଲିଜ ହୋଇଛି। ୨ ମିନିଟ ୫୫ ସେକେଣ୍ଡର ଟ୍ରେଲରରେ ବରୁଣ ଧୱନ ଏକ ଭେଡିଆରେ ପରିଣତ ହୋଇଥିବା ଦେଖିବାକୁ ମିଳୁଛି। ବରୁଣଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ କ୍ରିତି ସାନନ୍, ଅଭିଷେକ ବାନାର୍ଜୀ ଏବଂ ଦୀପକ ଡୋବ୍ରିଆଲ୍ ପ୍ରମୁଖ ଭୂମିକାରେ ଅଭିନୟ…

ଗୋଳିଆ ହେଉଛି କୋଟିଆ ସ୍ଥିତି: ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଆସି ଘରେ ଘରେ କଲେ ସରକାରୀ ଯୋଜନାର ପ୍ରଚାର

କୋରାପୁଟ: କୋଟିଆକୁ ନିଜ ଦଖଲକୁ ନେବା ପାଇଁ ଗୋଟିଏ ପରେ ଗୋଟିଏ ଜଟିଳ ପରିସ୍ଥିତି ସୃଷ୍ଟି କରୁଛି ପଡ଼ୋଶୀ ଆନ୍ଧ୍ର ପ୍ରଦେଶ। ନିକଟରେ କୋଟିଆବାସୀଙ୍କୁ ଆକର୍ଷିତ କରିବାକୁ ଆନ୍ଧ୍ର ଖେଳିଥିଲା ‘ଗିରିଜନ କାର୍ଡ’। ଏପରି କରି ସୁଲଭ ଦରରେ ବିପିଏଲ ହିତାଧିକାରୀଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ…

‘ଓୟୋ’ ଏବଂ ‘ଏମଏମଟି-ଗୋ’ କୁ ୩୯୨ କୋଟି ଟଙ୍କାର ଜୋରିମାନା

ଓଡ଼ିଶା ସମ୍ବାଦ ବ୍ୟୁରୋ: ବଜାରରେ ନିଜର ସ୍ଥିତିର ଭୁଲ ଫାଇଦା ଉଠାଇବା ଓ ପ୍ରତିଯୋଗିତାର ନିୟମ ଉଲ୍ଲଂଘନ କରିବା ପାଇଁ ଅନଲାଇନ୍ ଟ୍ରାଭେଲ ଏବଂ ହସ୍ପିଟିଲିଟି କ୍ଷେତ୍ର କମ୍ପାନୀ ବିରୋଧରେ ପ୍ରତିଯୋଗିତା ଆୟୋଗ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସିସିଆଇ ମେକ୍ ମାଇ ଟ୍ରିପ୍- ଗୋଆଇବିବୋ…

କୋଇଲା ଭିତରୁ ମିଳିଲା ନିଖୋଜ ଯୁବକଙ୍କର ଶବ

ଝାରସୁଗୁଡା : କୋଇଲା ଭିତରୁ ନିଖୋଜ ଯୁବକର ଶବ ଉଦ୍ଧାର କରାଯାଇଛି । ପଶ୍ଚିମବଙ୍ଗ ରାଜ୍ୟର ମୂଳ ବାସିନ୍ଦା ହୋଇଥିବା ବେଳେ ଝାରସୁଗୁଡା ତେଲିଭଟ୍ଟା କବରସ୍ଥାନ ପଡ଼ାରେ ରହୁଥିଲା । ଗତ ୭ ତାରିଖରୁ ଯୁବକ ଜଣକ ନିଖୋଜ ହୋଇଥିବା ବେଳେ  ଗତ ୧୧ ତାରିଖରେ ନିଖୋଜ ସମ୍ପର୍କରେ ଝାରସୁଗୁଡା ସଦର ଥାନାରେ…

ଦିଲ୍ଲୀକୁ ଦୈନିକ ୨ ଲକ୍ଷ ଲିଟର କ୍ଷୀର ଯୋଗାଇବ ପଞ୍ଜାବ, ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

ଚଣ୍ଡିଗଡ଼: ପଞ୍ଜାବର ଦୁଗ୍ଧ ଉତ୍ପାଦନକାରୀଙ୍କ ପାଇଁ ଖୁସି ଖବର। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଉଦଘାଟନ କରିଛନ୍ତି। ଭେରକା ପ୍ଲାଣ୍ଟରେ ଦୁଗ୍ଧ ପ୍ରକ୍ରିୟାକରଣ ଏବଂ ବଟର ପ୍ଲାଣ୍ଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଏହା ଦ୍ୱାରା ଦୁଗ୍ଧ…

ଖଡଗେ କଂଗ୍ରେସ ସଭାପତି, ରାହୁଲ ଗାନ୍ଧୀଙ୍କ ଭୂମିକା କ’ଣ ରହିବ?

ନୂଆଦିଲ୍ଲୀ: ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହେବା ପରେ ଦୀର୍ଘ 24 ବର୍ଷ ପରେ ଦଳର ନେତୃତ୍ବ ଅଣ ଗାନ୍ଧୀ ନେତାଙ୍କ ହାତକୁ ଯାଇଛି। ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷ ଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ବେଶ ଗୁରୁତ୍ବ ବହନ…

ବିଜେପି ସହ ଯୋଗାଯୋଗରେ ଅଛନ୍ତି ନୀତିଶ କୁମାର: ପିକେ

ପାଟଣା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ସହ ଯୋଗାଯୋଗରେ ଅଛନ୍ତି ଏବଂ ଯଦି ରାଜନୈତିକ ପରିସ୍ଥିତି ସେପରି କିଛି ଉପୁଜେ ତେବେ ସେ ବିଜେପି ସହିତ ପୁଣିଥରେ ମେଣ୍ଟ କରିପାରନ୍ତି। ଏହା କହିଛନ୍ତି ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର । ତେବେ ଜେଡିୟୁ ଏହାକୁ ବିଭ୍ରାନ୍ତିକର ମତ…

ବାରଣାସୀରୁ ଧରାପଡିଲା ଆଇଏସ୍ଆଇଏସ ଅପରେଟିଭ୍

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ୨୪ ବର୍ଷୀୟ ଆଇଏସଆଇଏସ ଅପରେଟିଭକୁ ବାରଣାସୀରୁ ଗିରଫ କରିଛି। ଅଭିଯୁକ୍ତ ଜଣକ ବାସିତ କଲାମ ସିଦ୍ଦିକି ବୋଲି ଜଣାପଡିଛି। ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ଅଫ୍ ଇରାକ ଏବଂ ସିରିଆ (ଆଇଏସ୍ଆଇଏସ୍) ସମ୍ବନ୍ଧରେ ପଞ୍ଜୀକୃତ…

ଦକ୍ଷିଣ-ପୂର୍ବ ପାର୍ଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ହେଲା ଲଘୁଚାପ

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ପାର୍ଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ।ଅକ୍ଟୋବର ୨୨ ସକାଳ ସୁଦ୍ଧା ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅବପାତରେ ପରିଣତ ହେବ ଏବଂ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା…

ଅର୍ଦ୍ଧନଗ୍ନ ଫଟୋ ଦେଲେ ବ୍ରାଇଡାଲ୍ ମେକ ଅପ୍ ମାଗଣା, ମିଳିବ ୧୨ ହଜାର ଟଙ୍କା?

ଭୁବନେଶ୍ୱର: ବ୍ରାଇଡାଲ ମେକ ଅପ୍ । ଯୁବତୀ ମାନେ ବିବାହ କରିବା ପୂର୍ବରୁ ଆଜିକାଲି ବ୍ରାଇଡାଲ ମେକ ଅପ୍ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଯାହାର ଦାମ ମଧ୍ୟ ଅଧିକ ରହିଥାଏ। ଏପରି ସ୍ଥିତିରେ ବିଜ୍ଞାପନ ଜରିଆରେ କୁହାଯାଇଛି ଆଗୁଆ ଅର୍ଦ୍ଧନଗ୍ନ ଫଟୋ ଦେଲେ ବ୍ରାଇଡାଲ୍ ମେକ ଅପ୍ ମାଗଣା…