Latest Odisha News

BREAKING NEWS

Yearly Archives

2022

ବ୍ରହ୍ମପୁରରେ ମାଙ୍କୁ ମେଲାଣି

ବ୍ରହ୍ମପୁର: ବର୍ଷା ମାଡ଼ ସତ୍ତ୍ବେ ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାର ମାଁ ଦୁର୍ଗାଙ୍କ ପୂଜା ଶେଷ ହୋଇଯାଇଛି। ଶୁକ୍ରବାର ଭସାଣି ପର୍ବ ଆରମ୍ଭ ହୋଇଯାଇଛି। ବ୍ରହ୍ମପୁର ମହାନଗର ନିଗମ ତରଫରୁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ସହରର ୪୦ଟି ସ୍ଥାନରେ ପୂଜା ଆୟୋଜନ ହୋଇଥିବା ବେଳେ ୪ଟି ସ୍ଥାନରେ…

ନବଜାତର ମୃତ୍ୟୁ ପରେ ଆଖି ବୁଜିଲା ନାବାଳିକା ମାଆ

ଫୁଲବାଣୀ: ନବଜାତ ପରେ ଆଖି ବୁଜିଲା ନାବାଳିକା ମାଆ । ଚିକିତ୍ସାଧୀନ ଅବସ୍ଥାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । କିଛିଦିନ ତଳେ ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ରାଙ୍ଗାପୁର ଆବାସିକ ବିଦ୍ୟାଳୟର ଜଣେ ଛାତ୍ରୀ ଗର୍ଭବତୀ ଥିବା ଜଣାପଡ଼ିଥିଲା । ଏନେଇ ଥାନାରେ ଏତଲା ଦେଇଥିଲେ…

ରିଲିଜ ହେଲା ୱେବ ସିରିଜ ‘କ୍ରିମିନାଲ୍ ଜଷ୍ଟିସ୍: ଅଧୁରା ସଚ୍ଚ’ ର ଶେଷ ଏପିସୋଡ୍

ମୁମ୍ବାଇ: ୱେବ ସିରିଜ ପ୍ରେମୀଙ୍କ ଦୀର୍ଘଦିନର ଅପେକ୍ଷା ଅନ୍ତ ଘଟିଛି। ଅକ୍ଟୋବର ୭ ତାରିଖରେ ଡିଜନି ପ୍ଲସ ହଟଷ୍ଚାରର ୱେବ ସିରିଜ 'କ୍ରିମିନାଲ୍ ଜଷ୍ଟିସ୍: ଅଧୁରା ସଚ୍ଚ' ର ଶେଷ ଏପିସୋଡ୍ ରିଲିଜ୍ ହୋଇଛି। ଏହି ସିରିଜକୁ ଲୋକେ ବହୁତ ପସନ୍ଦ କରିଥିଲେ। କିନ୍ତୁ ଏହି ସିରିଜଟି ସମ୍ପୂର୍ଣ୍ଣ ଭାବେ…

ଦିନକରେ ୫୯ ଜୁଆଡ଼ିଙ୍କୁ ଧରି ଦୁଇ ଲକ୍ଷ ଜବତ କଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ଦଶହରା ଠାରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ଜୁଆ ଖେଳ ପ୍ରଚୁର ପରିମାଣରେ ଚାଲିଥାଏ। ଏହା ବେଆଇନ୍‌ ହୋଇଥିବା ଯୋଗୁ ବର୍ତ୍ତମାନ ଧରପଗଡ଼କୁ ଜୋର୍‌ଦାର୍‌ କରିଛି ବ୍ରହ୍ମପୁର ପୋଲିସ। ବୁଧବାର ଗୋଟିଏ ଦିନରେ ପୋଲିସ ୫୯ଜଣ ଜୁଆଡ଼ିଙ୍କୁ ଧରିବା ସହିତ ସେମାନଙ୍କ ପାଖରୁ…

ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ‘ବ୍ଲାକମେଲିଂ’ କରୁଥିବା ଯୁବତୀ ଅର୍ଚ୍ଚନା !

ଭୁବନେଶ୍ୱର: ନେତା, ପୁଲିସ ଏବଂ ପ୍ରଯୋଜକଙ୍କୁ ବ୍ଲାକମେଲିଂ କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଭୁବନେଶ୍ବର ସତ୍ୟ ବିହାରର ଅଞ୍ଚଳର ମହିଳା ଅର୍ଚ୍ଚନା ନାୟକ। ନିକଟରେ ପ୍ରଯୋଜକ ଅକ୍ଷୟ ପରିଜା ଆଣିଥିବା ବ୍ଲାକମେଲିଂ ଅଭିଯୋଗରେ ସଂପୃକ୍ତ ଯୁବତୀଙ୍କ ଲିଙ୍କ୍ ରହିଥିବା ସୂଚନା ରହିଛି।…

ବ୍ୟବସାୟୀଙ୍କ ଘରେ ପଶି ଲୁଟ୍‌ କଲେ ୬ଜଣ ଦୁର୍ବୁତ୍ତ

କାମାକ୍ଷାନଗର : ବ୍ୟବସାୟୀଙ୍କ ଘରୁ ନଗଦ ୭ ଲକ୍ଷ ଟଙ୍କା ସହ ୧୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍‌  । ଢେଙ୍କାନାଳ ଜିଲ୍ଲା ପରଜଙ୍ଗରେ ଥିବା ବ୍ୟବସାୟୀ ବିନୟ କୁମାର ସାହୁଙ୍କ ଘରୁ ହୋଇଛି ଲୁଟ । ଦୁର୍ବୁତ୍ତ ମାନେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଗୋଟିଏ ଘର ଭିତରେ ପରିବାର ଲୋକଙ୍କୁ ବନ୍ଦୀ…

ସୌଭାଗ୍ୟବତୀ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ବାପା ମାଆଙ୍କ ପ୍ରଥମ ସନ୍ତାନ ସେ। ହେଲେ ଝିଅଟା। ସେ କାଳରେ ଝିଅଟା ବୋଲି କହିଲେ, ସମସ୍ତଙ୍କ ନାକ ଟେକି ହେଇଯାଉଥିଲା। ଲୋକେ ନାହିଁ ନଥିବା କଥା କହୁଥିଲେ। ନାହି ନାଡ଼ କଟା ନହଉଣୁ ଗାଁ ମାଇପେ ହୁରି ପକାଇ ଦେଉଥିଲେ, ସେ ଅମୁକ ଲୋକର…

ବିମାନ ବନ୍ଦରରୁ ୨୭ କୋଟିର ଘଡି ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ବିମାନ ବନ୍ଦରରେ କଷ୍ଟମ ବିଭାଗର ଅଧିକାରୀମାନେ ଜଣେ ଭାରତୀୟ ଯାତ୍ରୀଙ୍କ ଠାରୁ କିଛି ଘଣ୍ଟା ଜବତ କରିଛନ୍ତି। ୨୮.୧୭ କୋଟି ଟଙ୍କାର ସାମଗ୍ରୀ ଜବତ କରିଛି । ଜବତ ସାମଗ୍ରୀ ଭିତରେ ଏକ ଘଣ୍ଟା ରହିଛି। ଯାହାର ଦାମ କେବଳ ୨୭ କୋଟି ଟଙ୍କା ମୂଲ୍ୟର ରହିଛି। ଏହି ଘଡ଼ିର ଫଟୋ ଏବେ…

ଟିମ ଇଣ୍ଡିଆ ପାଇଁ ରାହୁ ସାଜିଛି ବିଶ୍ରାମ

ପୁରୀ: ୨୦୦୭ ପ୍ରାରମ୍ଭିକ ସଂସ୍କରଣ ପରେ ୧୫ ବର୍ଷ ହେବ କ୍ରିକେଟପ୍ରେମୀ ଭାରତର ଟି୨୦ ବିଶ୍ୱକପ ବିଜୟକୁ ଚାତକ ପରିି ଚାହିଁ ବସିଛନ୍ତିି । ପଦ୍ମ ଘୁଂଚି ଘୁଂଚି ଯାଉଛି.... ଅଥଚ କପ ହାତକୁ ଆସୁନି । ଅଧିନାୟକ ବଦଳଠାରୁ ଆରମ୍ଭ କରି ଖେଳାଳିଙ୍କୁ ଏଥିପାଇଁ ଯଥେଷ୍ଟ ବିଶ୍ରାମ ଦିଆଯାଇଛି । ତଥାପି…