Latest Odisha News

BREAKING NEWS

Yearly Archives

2022

ୟୁକ୍ରେନରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିପାରେ ଋଷ, ପୁଟିନ୍ ଥଟ୍ଟା କରୁ ନଥିବା କହିଲେ ବାଇଡେନ୍

ନୂଆଦିଲ୍ଲୀ: ଶୀତଳ ଯୁଦ୍ଧ ପରେ ପ୍ରଥମଥର ବିଶ୍ୱ ପରମାଣୁ ଯୁଦ୍ଧର ଦ୍ୱାର ଦେଶରେ ଛିଡ଼ା ହୋଇଛି । ଆଉ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସମସ୍ତଙ୍କ ଆଶଙ୍କା ବଢ଼ିବାରେ ଲାଗିଛି । ଏଭଳି ସ୍ଥଳେ ଗୁରୁବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍…

ସାଧାରଣ ପାତ୍ରକୁ ଐତିହାସିକ ପାତ୍ର ଭାବି ୭୪ କୋଟି ଟଙ୍କାରେ କରାଗଲା ନିଲାମ

ଓଡ଼ିଶା ସମ୍ବାଦ ବ୍ୟୁରୋ: କଥାରେ ଅଛି ଭାଦ୍ୟଦେବୀ ପ୍ରସନ୍ନ ହେଲେ ଘରେ ଧନ ଦଉଲତରେ ଭରି ଦିଅନ୍ତି । କେତେବେଳେ କେଉଁ ବାଟ ଫିଟିଯାଏ ତାହା କେହିଁ ଜାଣିନଥାନ୍ତି। ସାମାନ୍ୟ ଘରର କମ ମୂଲ୍ୟର ଏକ ପାତ୍ର ବିକ୍ରି କରିବାକୁ ଯାଇ ସେ କୋଟି କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି। ଏପରି ଏକ ଘଟଣା…

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ହାତରେ ବଡ ପ୍ରମାଣ! ୩୫ଟି ସ୍ଥାନରେ ରେଡ୍

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜି ପଞ୍ଜାବ ଓ ହାଇଦ୍ରାବାଦର ୩୫ଟି ସ୍ଥାନରେ ଇଡି ରେଡ୍ କରିଛି । ବିଭିନ୍ନ ସୂତ୍ରରୁ ମିଳିଥିବା ତଥ୍ୟ ଆଧାରରେ ପଚରାଉଚରା କରିବା ବେଳେ ଇଡି କିଛି ନୂଆ ତଥ୍ୟ ପାଇଛି। ଏହାପରେ ମଦ ବ୍ୟବସାୟୀ ଏବଂ ମଦ କମ୍ପାନୀ ଆଦିରେ ରେଡ୍ କରିଛି ଇଡି।…

ଧାମନଗର ଉପନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ, ପ୍ରକାଶ ପାଇଲା ବିଜ୍ଞପ୍ତି

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିସହ ଆଜିଠୁ ନାମାଙ୍କନ ଦାଖଲ ଆରମ୍ଭ ହୋଇଛି । ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଅକ୍ଟୋବର ୧୪ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ । ୧୫ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ,…

ପୁଲିସ, ନେତା ଓ ପ୍ରଯୋଜକଙ୍କ ଅଶ୍ଳୀଳ ଭିଡିଓ ଭର୍ତ୍ତି ପେନ୍ ଡ୍ରାଇଭ୍ ଜବତ

ଭୁବନେଶ୍ୱର: ନେତା, ପୋଲିସ ଏବଂ ପ୍ରଯୋଜକଙ୍କ ଅଶ୍ଲୀଳ ଭିଡିଓ ଭର୍ତ୍ତି ପେନ୍ ଡ୍ରାଇଭ ଜବତ । ଦୀର୍ଘ ଦିନ ଧରି ଜଣେ ବିବାହିତା ମହିଳା ଏହି ସବୁ ପଦ ପଦବୀରେ ଥିବା ଲୋକଙ୍କୁ ନିଜ ଜାଲରେ ଫସାଇ ବ୍ଲାକେମଲିଂ କରୁଥିଲେ। ଶେଷରେ ଗତକାଲି ରାତିରେ ଖଣ୍ଡଗିରି ପୋଲିସ ଏହି ମହିଳାଙ୍କୁ ଗିରଫ କରିଛି।…

ରୋଡ ଟ୍ରିପ୍ ନିଶା, କାର ଯୋଗେ ଆମେରିକାରୁ ପଞ୍ଜାବ ପହଞ୍ଚିଲେ ଲଖବିନ୍ଦର

ଓଡ଼ିଶା ସମ୍ବାଦ ବ୍ୟୁରୋ: ବୁଲା ବୁଲି କରିବାକୁ ପ୍ରାୟ ସମସ୍ତେ ଭଲ ପାଅନ୍ତି। ରୋଡ୍ ଟ୍ରିପ୍ ହେଲେ ତ' ତା ମଜା ଆହୁରି ନିଆରା। ହେଲେ ଆମେ ଆଖପାଖ ସ୍ଥାନକୁ ଯାଇ ରୋଡ ଟ୍ରିପର ଆନନ୍ଦ ଉଠାଇଥାଉ। କିନ୍ତୁ ଯାଇ ଯାଇ କେତେ ବାଟ ଯାଇପାରିବା ? ଅତି କମରେ ଗୋଟିଏ ସହରରୁ ଅନ୍ୟ ସହରକୁ ଅଥବା ଗୋଟିଏ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୨୭)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ପ୍ରଥମେ ତୁ ଆଗ ନିଜକୁ ଚିହ୍ନ, ନିଜକୁ ଭଲ ପାଆ ,ନିଜକୁ ବିଶ୍ବାସ କର ,ନିଜକୁ ଆଗ ସମୟ ଦେ ଆସ୍ଥା ତାପରେ ଆଉ କାହାକୁ । ପାଗଳୀଙ୍କ ଭଳି ହନା । ନିମି ଅପା କଥାକୁ ଗଣ୍ଠି ଧନ କର ଦେଖିବୁ ନିଜକୁ ଜିତିବା ସହିତ ସଂସାର କୁ ଜିତିବୁ…

କବିତା : କଟକ

ଶୈଳବାଳା ରାମ  କେମିତି ଯେ ମାଲିକାନା ଲଦିଚାଲୁ ମୋ' ସପନରେ, ଉଡାଣରେ, ଜାତକରେ ମୁଁ ଯେତେ ଝାଡୁଥାଏ ଧୂଳି ସରସର ସେଇ ଚନ୍ଦନ ଚର୍ଚ୍ଚିତା ଦିଶେ କାଇଁ ଦାଉଦାଉ ତୋ ଭଳି ପାଶୋରି ଯିବି ବୋଲି ପିଠି କଲି ଭୂଲିଲି ବାଡ଼ି ଅଗଣା ଫିଙ୍ଗିଲି ଚାଉଳ ଆଞ୍ଜୁଳି ଡାହାଣ ପଟ ଚଉରାହେଲୁ…

ଭାଷା ଭାଗବତ : ଭାଷାର ପ୍ରବାହ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯେହେତୁ ଭାଷା ମନ-ଝର କେଉଁଠି ଗତିପଥ ତା'ର ହୁଏନି ପୂର୍ବନିର୍ଧାରିତ ପ୍ରବାହ ହୁଏ ଅବିରତ ଉଚ୍ଚ ଶିଖରେ ଜାତ ହୋଇ ନିମ୍ନ ଆଡ଼କୁ ଯାଏ ବହି ହୁଅଇ ଦୀର୍ଘ ଓ ବିସ୍ତୃତ ଜଳଭାଗରେ ହୁଏ ଲୁପ୍ତ ଭାଷାର ଏପରି ସ୍ବଭାବ…

‘ଲୁଣ’ ବିବାଦ: ରାଷ୍ଟ୍ରପତିଙ୍କୁ ଟାର୍ଗେଟ କରି ଅଡୁଆରେ କଂଗ୍ରେସ ନେତା

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ଦୁଇଦିନିଆ ଗୁଜରାଟ ଗସ୍ତରେ ଯାଇଥିଲେ । ସେଠାରେ ସେ ସାବରମତି ଆଶ୍ରମ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ।  ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଅଭିଭାଷଣ ଦେଇ କହିଥିଲେ ଗୁଜରାଟରେ 76 ପ୍ରତିଶତ ଲୁଣ ଉତ୍ପାଦନ ହେଉଛି । ଏହା…