Latest Odisha News

BREAKING NEWS

Yearly Archives

2022

ଆଣ୍ଟିଅକ୍ସିଡାଣ୍ଟ କ’ଣ, ଏହା ଶରୀରରେ କିପରି କାର୍ଯ୍ୟ କରେ ?

ଓଡିଶା ସମ୍ବାଦ ବ୍ୟୁରୋ: ଯେତେବେଳେ ଆମ ସ୍ୱାସ୍ଥ୍ୟ ବିଷୟରେ କୌଣସି କଥା ଆଲୋଚନା କରାଯାଏ ସେତେବେଳେ ଆଣ୍ଟିଅକ୍ସିଡାଣ୍ଟର ନାମ ନିଶ୍ଚିତ ଭାବେ ନିଆଯାଏ। ସୁସ୍ଥ ରହିବା ପାଇଁ ଖାଦ୍ୟରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଥିବା ଖାଦ୍ୟକୁ ଆମ ଥାଳିରେ ଅନ୍ତର୍ଭୁକ୍ତ କରିଥାଉ। ଫଳ କିମ୍ବା ପନିପରିବା ଖାଇବା…

ଥାଇଲାଣ୍ଡ ଡେ କେୟାରରେ ପୂର୍ବତନ ପୋଲିସ ଅଫିସରଙ୍କ ନାରକୀୟ କାଣ୍ଡ, ୩୪ ମୃତ

ବ୍ୟାଙ୍କକ: ଥାଇଲାଣ୍ଡରେ ଜଣେ ପୂର୍ବତନ ପୋଲିସ ଅଫିସରଙ୍କ ନାରକୀୟ କାଣ୍ଡ ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି । ପାନ୍ୟା କାମ୍ରାବ ନାମକ ଏହି ବ୍ୟକ୍ତିଜଣଙ୍କ ଏକ ଡେ କେୟାର ସେଂଟରରେ ପ୍ରବେଶ କରି ମନଇଚ୍ଛା ଗୁଳି ଚାଳନା କରିଥିଲେ । ଏଥିରେ ୨୨ ଶିଶୁଙ୍କ ସମେତ ୩୪ଜଣଙ୍କ ମୃତ୍ୟୁ ଘଟିଥିଲା ।…

ଭାରତକୁ ୨୫୦ ରନର ଟାର୍ଗେଟ ଦେଲା ସାଉଥ ଆଫ୍ରିକା

ଲକ୍ଷ୍ନୌ: ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୨୫୦ ରନର ଟାର୍ଗେଟ ଦେଇଛି ସାଉଥ୍ ଆଫ୍ରିକା।  ନିର୍ଦ୍ଧାରିତ ୪୦ ଓଭରରେ ୪ ୱିକେଟ ହରାଇ ୨୪୯ ରନ କରିବାକୁ ସକ୍ଷମ ହୋଇଛି ସାଉଥ ଆଫ୍ରିକା। ଲକ୍ଷ୍ନୌରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ବର୍ଷା ପାଇଁ ବିଳମ୍ଭରେ ଖେଳ ଆରମ୍ଭ ହୋଇଥିଲା । ବର୍ଷାବାଧିତ…

ପରମ୍ପରା ଓ ବିରତ୍ଵ ର ନିଆରା ପର୍ବ “ଲାଖମରା “

ରାୟଗଡ଼ା : ରାଜ ରାଜୁଡ଼ା ଶାସନ ଚାଲିଗଲାଣି କିନ୍ତୁ ଏବେ ମଧ୍ୟ କିଛି ଅଞ୍ଚଳରେ ସେହି ସମୟର ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ସେଠିକା ଅଧିବାସୀ ।  ସେହି ସମୟର କିଛି ପାରମ୍ପରିକ କ୍ରୀଡା, ନୃତ୍ୟ ଏବେ ମଧ୍ୟ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଦଶହରା ବାସୀ ଦିନ ପାଳନ କରାଯାଏ "ଲାଖମରା " ପର୍ବ…

ଲେମ୍ବୁ ଓ ମହୁ ମିଶ୍ରଣ ପିଇବା ବେଳେ ରୁହନ୍ତୁ ସତର୍କ, ଆୟୁର୍ବେଦ ବିଶେଷଜ୍ଞ କହିଛନ୍ତି ଏହାର କାରଣ

ଓଡିଶା ସମ୍ବାଦ ବ୍ୟୁରୋ: ଅଧିକାଂଶ ଲୋକେ ପ୍ରତିଦିନ ସକାଳୁ ମହୁ ଏବଂ ଲେମ୍ବୁ ପାଣି ପିଇବାକୁ ପସନ୍ଦ କରନ୍ତି। ସକାଳେ ଖାଲି ପେଟରେ ଲେମ୍ବୁ ପାଣି ଏବଂ ମହୁ ଖାଇବା ଦ୍ୱାରା କେବଳ ଓଜନ ହ୍ରାସ ହୁଏ ନାହିଁ ବରଂ ଏହା ଆମ ଶରୀରକୁ ମଧ୍ୟ ଭିତରୁ ଡିଟକ୍ସ କରିଥାଏ। ଲେମ୍ବୁ ହେଉଛି ଭିଟାମିନ୍-ସିର ଏକ…

ପୁରୀରେ କଂଗ୍ରେସର ମିଶ୍ରଣ ପର୍ବ, ଯୋଗଦେଲେ ଶତାଧିକ ବ୍ୟକ୍ତି

ପୁରୀ: ପୁରୀରେ ପେଂଠକଟା ନିକଟରେ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶତାଧିକ ବ୍ୟକ୍ତି ଦଳରେ ଯୋଗ ଦେଇଛନ୍ତି । ରାଜ୍ୟ ଏବଂ କେନ୍ଦ୍ର ସରକାର ଜନସାଧାରଣଙ୍କ ନିକଟରୁ ଦୂରେଇ ଯାଉଛନ୍ତି । କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ବୋଲି ସେମାନେ କହିଛନ୍ତି । ଯୁବ କଂଗ୍ରେସର ଜିଲ୍ଲାସ୍ତରୀୟ…

ନିଶ୍ଚେତକ ନଦେଇ ଆହତ ଅଜଗର ସାପର ହେଲା ସିଟି ସ୍କାନ୍

ଭୁବନେଶ୍ୱର: ବିଶ୍ୱର ବିଭିନ୍ନ ସ୍ଥାନରେ ନିଶ୍ଚେତକ ଦିଆଯାଇ ସିଟି ସ୍କାନ୍ ହୋଇଥାଏ । କିନ୍ତୁ ଆହତ ଅଜଗରକୁ ଆନେସ୍ଥସିଆ ନଦେଇ ଦେଢ଼ଘଣ୍ଟା କାଳ ସିଟି ସ୍କାନ୍ କରାଯାଇଛି । ଓୟୁଏଟି ଭେଟରିନାରୀ କଲେଜ ସର୍ଜରୀ ଓ ରେଡିଓଲୋଜି ବିଭାଗ ପ୍ରଫେସର ଡାକ୍ତର ଇନ୍ଦ୍ରମଣି ନାଥଙ୍କ ନେତୃତ୍ୱରେ ମଡର୍ନ ହେଲଥ…

ପିଲାଙ୍କୁ କଫ ସିରପ ଦେଲେ ହୁଏ ଏପରି ସମସ୍ୟା, ଜାଣନ୍ତୁ କଣ କୁହନ୍ତି ଡାକ୍ତର

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରାୟତଃ ଆମକୁ କାଶ ହେଲେ ତୁରନ୍ତ କଫ ସିରପ ନେବାକୁ ପସନ୍ଦ କରୁ। ଭାରତର ଯେକୌଣସି ମେଡିକାଲ ଷ୍ଟୋରରୁ କଫ ସିରପ ସହଜରେ କିଣାଯାଇପାରିବ। କିନ୍ତୁ ନିକଟରେ ବାହାରିଥିବା WHO ରିପୋର୍ଟ ଏକ ସତର୍କ ସୂଚନା ଜାରି କରିଛି। ଗାମ୍ବିଆରେ କଫ ସିରପରୁ ୬୬ଜଣ ପିଲାଙ୍କ ମୃତ୍ୟୁ…

ମହାପ୍ରଭୁଙ୍କର ବାଳ ଧୂପ ଓ ରାଧା ଦାମୋଦର ବେଶ 

ପୁରୀ : କାର୍ତ୍ତିକ ମାସରେ ଶ୍ରୀଜୀଉଙ୍କର ରାଧା ଦାମୋଦର ବେଶ ହୋଇଥାଏ। ଏହି ବେଶ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ। ଏହି ବେଶରେ ମହାପ୍ରଭୁଙ୍କ ପାଖରେ ବିଶେଷ ଭୋଗ ଲାଗିଥାଏ ଯାହା ବାଳ ଧୂପ ନାମରେ ପରିଚିତ।ସକାଳ ଧୂପ ପରେ ବାଳଧୂପ ନୀତିରେ ସାଧାରଣତଃ କୋରା , ଦୋଭଜା , ଲିଆ , ଅଦା , ଖଇ , ନଡିଆ ,…