Latest Odisha News

BREAKING NEWS

Yearly Archives

2022

ଭାରତରେ ମଲ୍ ରୋଡ କାହିଁକି ନିର୍ମାଣ ହୋଇଛି? ଜାଣନ୍ତୁ ରୋଚକ ତଥ୍ୟ

ଓଡିଶା ସମ୍ବାଦ ବ୍ୟୁରୋ: ହିଲ୍ ଷ୍ଟେସନରେ କାହିଁକି ମଲ୍ ରୋଡ କାହିଁକି ରହିଛି ତାହା ଆପଣମାନେ ସମସ୍ତେ ଜାଣିଛନ୍ତି। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ସେଗୁଡ଼ିକ କାହିଁକି ତିଆରି ହେଲା ? ଏଠାରେ ଆମେ ଆପଣଙ୍କୁ କହିବୁ କାହିଁକି ମଲ୍ ରାସ୍ତା ନିର୍ମାଣ ହେଲା ଏବଂ ଯାହା ଭାରତରେ ସବୁଠାରୁ…

ମାଛ ଧରୁଥିବା ବେଳେ ଜଳିଗଲା ବୋଟ୍, ଅଳ୍ପେକ ବର୍ତ୍ତିଲେ ୧୦ ମତ୍ସ୍ୟଜୀବୀ

ଭଦ୍ରକ: ଏପିଜେ ଅବଦୁଲ କାଲାମ ଦ୍ୱୀପ ନିକଟରେ ଜଳିଗଲା ମାଛ ଧରୁଥିବା ବୋଟ୍ । ଅଳ୍ପକେ ବର୍ତ୍ତିଲେ ୧୦ ଜଣ ମତ୍ସ୍ୟଜୀବୀ । ସୂଚନା ଅନୁସାରେ, ଧାମରା ଦୋଇସିଙ୍ଗାର କିଛି ଧିବର ମାଛ ମାରିବାକୁ ସମୁଦ୍ରକୁ ଯାଇଥିଲେ । ମତ୍ସ୍ୟଜୀବୀ ମାନେ ଏପିଜେ ଅବଦୁଲ କାଲାମ ଦ୍ୱୀପ ନିକଟରେ ମାଛ ମାରିବା ବେଳେ…

ଦୂର୍ଗା ପୂଜାରେ ହାଡ଼ିଆ ଭୂତକୁ ଆବାହନ

ପୁରୀ : ଶାରଦୀୟ ଦୁର୍ଗା ପୂଜା ଅବସରରେ ପୂଜା ପାଉଛନ୍ତି ଭୂତ  । ପୁରୀରେ ଦେଖିବାକୁ ମିଳିଛି ଏହି ନିଆରା ପ୍ରଥା  । ତେବେ ଏହି ଭୂତର ନାଁ ବି ଅଛି । ନାଁ ତାର ହାଡ଼ିଆ ଭୂତ।ଏହି ଭୂତ ମୂର୍ତ୍ତିକୁ ଦେଖିଲେ ମନରେ ଭୟ ସଞ୍ଚାର ହୋଇଥାଏ । ଶ୍ରୀକ୍ଷେତ୍ରରେ ଯେବେ ଦଶହରାରେ ଦେବୀଙ୍କୁ ଚଣ୍ଡୀପାଠ…

ସମ୍ବଲପୁର ମହିଳାଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋ

ସମ୍ବଲପୁର: ବେଶୀ ଦିନ କଥା ନୁହେଁ, ସମ୍ବଲପୁର ଜିଲା ହୀରାକୁଦ ଗ୍ରାମର ନିଳିମା ସାହୁ ତାଙ୍କର ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବାକୁ ସଂଘର୍ଷ କରୁଥିଲେ । କିନ୍ତୁ ଦିନେ ତାଙ୍କ ପାଇଁ ଏବଂ ତାଙ୍କ ଭଳି ପରିବାରଗୁଡିକ ନିମନ୍ତେ ଜୀବନରେ ପରିବର୍ତ୍ତନ ଆସିଲା । ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଏକ ୟୁନିଟ୍‍…

କାଶୀପୁର ଦେଖିଛ ?

ଡାକ୍ତର ଅଭୟ ଦାଶ ଓଡ଼ିଆ ,କହିଲେ ଯେମିତି ଆମେ ନିଆଁରେ ମୁତିଛୁ ! କ'ଣ କରିଦେଲୁକି? ନିଇତି ଶୁଣୁଛୁ କଳାହାଣ୍ଡି, କାଶୀପୁର। ଟାକୁଆ ଖେଚେଡି,ପିଲା ବିକ୍ରି। ମୁଁ ବି ଦେଖିନି, ଦେଖିବା ସୁଯୋଗ ପାଇନି। ପେଟ ପାଇଁ ଜୀବନର ପଚାଶବର୍ଷ ବିତାଇ ଦେଲିଣି ଦିଲ୍ଲୀ ନଗରୀରେ। ସରକାରୀ ଚାକିରି…

କିନ୍ନର ଭୂମିକାରେ ନଜର ଆସିବେ ସୁସ୍ମିତା ସେନ

ମୁମ୍ବାଇ: ଦୀର୍ଘଦିନ ପରେ ବଡ଼ ପରଦାରେ ନଜର ଆସିବେ ଅଭିନେତ୍ରୀ ସୁସ୍ମିତା ସେନ। ସେ ପୁଣି କିନ୍ନର ଲୁକରେ। ଅଭିନେତ୍ରୀ ସୁସ୍ମିତା ସେନ୍ ଗୁରୁବାର ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଆଗାମୀ ଚଳଚ୍ଚିତ୍ର 'ତାଲି'ର ପ୍ରଥମ ଲୁକ୍ ସେୟାର କରିଛନ୍ତି। ଚଳଚ୍ଚିତ୍ର 'ତାଲି' କିନ୍ନର ଗୌରୀ ସାୱନ୍ତଙ୍କ…

ଆସନ୍ତା ୧୧ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ପୁଣି ଆନ୍ଦୋଳନ

ଭୁବନେଶ୍ୱର: ପ୍ରତିଶ୍ରୁତି, ପ୍ରତୀକ୍ଷାର ଅନ୍ତ ନହେଲେ ପୁଣି ଆନ୍ଦୋଳନ ତେଜିବ । ଆସନ୍ତା ୧୧ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ପୁଣି ଆନ୍ଦୋଳନ ଚେତାବନୀ ଦେଇଛି ରାଜ୍ୟ ସରକାରଙ୍କ ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ । ରାଜ୍ୟ ସରକାର ଅକ୍ଟୋବର ୧୧ ସୁଦ୍ଧା ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ…

ଭସାଣିରେ ଭାସିଗଲେ ୫୦ରୁ ଊର୍ଦ୍ଧ୍ବ ଲୋକ, ୮ ମୃତ

କୋଲକାତା : ମା‘ଙ୍କ ଭସାଣି ସମୟରେ ବଡ଼ ଅଘଟଣ  । ପବିତ୍ର ବିଜୟାଦଶମୀ ଦିନ ଉତ୍ତର ପଶ୍ଚିମବଙ୍ଗର ଜଲପାଇଗୁଡ଼ି ଜିଲ୍ଲାର ମାଲ ନଦୀରେ ଜଗତଜନନୀ ମା’ ଦୁର୍ଗାଙ୍କ ଭସାଣ ହୋଇଥିଲା  । ନଦୀରେ ବୁଡ଼ ପକାଇବା ସମୟରେ ପ୍ରଖର ସ୍ରୋତରେ କିଛି ଲୋକ ଭାସିଯାଇଥିଲେ । ଫଳରେ ମାଲ ନଦୀରେ ୮ ଜଣଙ୍କ…

ଚାଲିଛି ଭସାଣ, ପୁଣି ଆରବର୍ଷକୁ ଆସିବେ ମାଆ

କଟକ: ଶାରଦୀୟ ଦୁର୍ଗା ପୂଜା ସରିଛି । ଏବେ ମାଆଙ୍କ ବାହୁଡ଼ା ବେଳ । ବିଜୟା ଦଶମୀରେ ରାବଣ ପୋଡ଼ି ସହ ଆନନ୍ଦନର ପର୍ବ ଶେଷ ହୋଇଛି । ଗୁରୁବାର ସକାଳୁ କଟକ ସହରରେ ଗୋଟିଏ ପରେ ଗୋଟିଏ ମେଢ଼ ଭସାଣି ଶୋଭାଯାତ୍ରାରେ ସାମିଲ୍ ହେଉଛନ୍ତି । ମାଆଙ୍କୁ ବିଦାୟ ବେଳରେ ଇନ୍ଦ୍ର ଦେବ ବି ଆକାଶରୁ…

ଗାଡି ଧକ୍କାରେ ବାଇକ ଆରୋହୀଙ୍କର ମୃତ୍ୟୁ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ-ଜିରାଳ ପୂର୍ତ୍ତ ବିଭାଗ ରାସ୍ତାର ଦାନପଶି ଛକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଘଟଘଟିଆ ଗାଁର ମୋହନ ନାୟକ । ମୋହନ ନିଜ ବାଇକ ଯୋଗେ କାମାକ୍ଷାନଗର ଯାଉଥିବା ବେଳେ…