Latest Odisha News

BREAKING NEWS

Yearly Archives

2022

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୬ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: ପୁଣି ବର୍ଷା । ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପ୍ରଭାବରେ ରାଜ୍ୟର ବିଭିନ୍ନ…

ଦୁର୍ଗାପୂଜା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର, ଚାଲିଛି ମହାନବମୀ ପୂଜା

ପୁରୀ: ଦୁର୍ଗାପୂଜା ପାଇଁ ଉତ୍ସବ ମୁଖରିତ ଶ୍ରୀକ୍ଷେତ୍ର। ଆଜି ଶ୍ରୀକ୍ଷେତ୍ରରେ କ୍ଷେତ୍ରାଧୀଶ୍ଵରୀ ମା ବିମଳାଙ୍କ ସହ ବିଭିନ୍ନ ପୀଠରେ ପାଳିତ ହେଉଛି ପବିତ୍ର ମହାନବମୀ। ଷୋଡଶ ଉପଚାର ସହ ମାଙ୍କର ଗୁପ୍ତପୂଜା ଚାଲିଛି। ମହାଷ୍ଟମୀରେ ମା ଵିମଳାଙ୍କ ନିକଟରେ ଛାଗ ବଳୀ ପଡିବାର ପରମ୍ପରା ରହିଛି।…

ରାଉରକେଲାରେ ଗଡିବ ‘ମୋ ବସ’

ରାଉରକେଲା : ରାଜ୍ୟର ଅନ୍ୟତମ ପ୍ରମୁଖ ସହର ରାଉରକେଲାରେ ଗଡିବ ‘ମୋ ବସ’ । ଆସନ୍ତା ଡିସେମ୍ବର ସୁଦ୍ଧା ମୋ ବସ ସେବା ଆରମ୍ଭ ହେବାକୁ ଯାଉଛି  । ଟୁର୍‌ ଅପରେଟରଙ୍କ ଜରିଆରେ କ୍ରୁଟ୍‌(କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍‌ସ୍‌ପୋର୍ଟ) ଏହି ସେବା ଯୋଗାଇଦେବ ବୋଲି କ୍ରୁଟ୍‌ ପକ୍ଷରୁ…

ବାୟୁସେନାରେ ସାମିଲ୍ ହେଲା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହେଲିକପ୍ଟର ‘ପ୍ରଚଣ୍ଡ’

ନୂଆଦିଲ୍ଲୀ: ‘ପ୍ରଚଣ୍ଡ’ ଦେଖାଇବ ପରାକ୍ରମ । ରାଡାରକୁ ଦେବ ଚକମା । ବାୟୁସେନାରେ ସାମିଲ୍ ହୋଇଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଲାଇଟ୍ କମ୍ବାଟ୍ ହେଲିକପ୍ଟର ‘ପ୍ରଚଣ୍ଡ’ । ଯୋଧପୁରରେ ବାୟୁସେନାରେ ‘ପ୍ରଚଣ୍ଡ’କୁ ସାମିଲ୍ କରାଯାଇଛି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଲାଇଟ୍ କମ୍ବାଟ୍…

ବିମାନରେ ବୋମା, ଦିଲ୍ଲୀରେ ଅବତରଣ ପାଇଁ ମିଳିଲାନି ଅନୁମତି; ପିଛା କରୁଛି ସୁଖୋଇ ବିମାନ

ନୂଆଦିଲ୍ଲୀ: ଇରାନର ଏକ ବିମାନରେ ବୋମା ଥିବା ନେଇ ସୂଚନା ମିଳିବା ପରେ ଆତଙ୍କ ଖେଳି ଯାଇଛି । ଭାରତୀୟ ବାୟୁସୀମାରେ ବିମାନଟି ଉଡ଼ୁଥିବା ବେଳେ ବୋମା ଥିବା ଖବର ଆସିଥିଲା । ଫଳରେ ଦିଲ୍ଲୀରେ ବିମାନ ଅବତରଣ ନେଇ ଅନୁମତି ଦିଆଯାଇ ନଥିଲା । ସୂଚନା ପରେ ଭାରତୀୟ ବାୟୁସେନା ହାଇ ଆଲର୍ଟରେ ରହିଛି ।…

ଆସୁଛି ଦଶହରା, ଝଲସୁଛି ଗାଁଠୁ ସହର

କାମାକ୍ଷାନଗର: ଓଡ଼ିଶାର ଗଣପର୍ବ ଦଶହରାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଠାରୁ ସହର । ମାଆଙ୍କ ଧରାବତରଣ ପରେ ଜନାରଣ୍ୟ ପାଲଟିଛି କାମାକ୍ଷାନଗର । ଢେଙ୍କାନାଳର ଗଣପର୍ବ ଭିତରେ କାମାକ୍ଷାନଗରର ଦଶହରା ପର୍ବ ସମଗ୍ର ଜିଲ୍ଲାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ରଙ୍ଗାରଙ୍ଗ ଆଲୋକ…

ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ୬ରେ ଭୋଟ୍ ଗଣତି

ଭୁବନେଶ୍ୱର: ନଭେମ୍ବର ୩ରେ ହେବ ଧାମନଗର ଉପନିର୍ବାଚନ । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା ହୋଇଛି । ଉପନିର୍ବାଚନ ନେଇ ଅକ୍ଟୋବର ୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୧୪ ତାରିଖ ସୁଦ୍ଧା ନାମାଙ୍କନ, ୧୭ ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇ ପାରିବ…

ମାଆଙ୍କୁ ଛାଡ଼ି ନିଆଁରେ ଜଳିଗଲା ସବୁକିଛି, ୫ ଜଣଙ୍କ ମୃତ୍ୟୁ

ଭଦୋହି: ନିଆଁର ଆଁରେ ଜଳି ଯାଇଛି ସବୁକିଛି । ପୂଜା ପେଣ୍ଡାଲ୍ ଛାରଖାର୍ ହୋଇ ଯାଇଥିବା ବେଳେ କେବଳ ମାଆଙ୍କ ମୂର୍ତ୍ତି ରହିଛି । ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ନିଆଁ ଲାଗି ଯାଇଥିଲା । ଦେଖୁ ଦେଖୁ ନିଆଁ ବ୍ୟାପିଯାଇ ସବୁକିଛି…

୨୦୨୩ ଅଗଷ୍ଟରେ ବିଏସଏନ୍ଏଲ୍ ଆଣିବ ୫ଜି ସେବା 

ବିଏସଏନ୍ଏଲ୍ ୟୁଜର୍ସଙ୍କ ପାଇଁ ଆସିଲା ବଡ଼ ଖବର  ।  ବିଏସଏନ୍ଏଲ୍ ପ୍ଲାନ ରେ ଉପଲବ୍ଧ ହେବ ୫ଜି ସେବା  । ଏୟାରଟେଲ୍ ଏବଂ ଜିଓ ର ଚିନ୍ତା ବଢାଇବ ବିଏସଏନ୍ଏଲ୍ର ଡାଟା ସୁବିଧା  । ଏୟାରଟେଲ୍ ଏବଂ ଜିଓ ପ୍ଲାନ୍ ଅପେକ୍ଷା ଗ୍ରାହକଙ୍କୁ ଶସ୍ତାରେ ଯୋଗାଇେଦବ ବିଏସଏନ୍ଏଲ୍ ପ୍ଲାନ। କାରଣ ବିଏସଏନ୍ଏଲ୍…

ଦିନ ଗୋଟାଏ ଯାଏ ଖୋର୍ଦ୍ଧା, ପୁରୀ ସହ ୧୧ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: ୧୩ ଜିଲ୍ଲାକୁ ବର୍ଷା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଦିନ ଗୋଟାଏ ଯାଏ ୧୩ଟି ଜିଲ୍ଲାରେ ବର୍ଷା ହୋଇପାରେ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଛି । ଏଥିସହ ଭଦ୍ରକ, କେନ୍ଦ୍ରାପଡ଼ା,…