Latest Odisha News

BREAKING NEWS

Yearly Archives

2022

ମା ଶାରଳାଙ୍କ ପୀଠରେ ରୀତିନୀତିରେ ଚାଲିଛି ମହାଷ୍ଟମୀ ପୂଜା

ଜଗତସିଂହପୁର : ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠରେ ରୀତିନୀତି ଅନୁସାରେ ଚାଲିଛି ମହାଷ୍ଟମୀ ପୂଜା। ଘଣ୍ଟଘଣ୍ଟା,ପ୍ରଖାଳ ଧ୍ୱନିରେ ପ୍ରକମ୍ପିତ ହେଉଛି ସାରା ଝଙ୍କଡ଼ ପୀଠ। ଚଣ୍ଡୀପାଠ ସହ ମନ୍ତ୍ରତନ୍ତ୍ର ପୂଜାରେ ମାଙ୍କ ପୂଜା ଚାଲୁଥିବା ବେଳେ ଏହି ଅଲୌକିକ ପୂଜାର ଦର୍ଶନ ପାଇଁ ମାଙ୍କ…

ସାହିତ୍ୟ ପ୍ରେମରେ ସାରା ଜୀବନ ବିତେଇବାକୁ ଚାହେଁ : ପଲ୍ଲବୀ ନାୟକ

ସମକାଳୀନ ଓଡ଼ିଆ ସାହିତ୍ୟର ଜଣେ ସୁପରିଚିତ ବ୍ୟକ୍ତିତ୍ୱ ପଲ୍ଲବୀ ନାୟକ । ଏକାଧାରରେ ଜଣେ କବୀ , ଗାଳ୍ପିକା ଏବଂ ଔପନ୍ୟାସିକା। ତାଙ୍କ କଲମ ମାଟିର କଥା କହେ, ଜନ- ଜୀବନର କଥା କହେ ପୁଣି ପ୍ରେମର କଥା କହେ । । ତାଙ୍କ ରଚିତ ପ୍ରତ୍ୟେକ କବିତା ତଥା ଗଳ୍ପ ପାଠକଙ୍କ ମନରେ ସୃଷ୍ଟି କରେ ଏକ ଭିନ୍ନ…

ମା ବିରଜାଙ୍କ ପୀଠରେ ମହାଷ୍ଟମୀ ପୂଜା

ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା । ସବୁଠି ଚାଲିଛି ମା ଙ୍କ ଆବାହନି। ମୃଣ୍ମୟୀ ଦେବୀ ମଣ୍ଡପ ରେ ଆଜି ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ମା ବିରଜା ଙ୍କ ପୀଠରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି। ଏଥିପାଇଁ ଆଜି ବଢି ଭୋରରୁ ଶ୍ରଦ୍ଧାଳୁ ମାଙ୍କ ପାଦ ସ୍ପର୍ଶ ଓ ମୁଖ ଦର୍ଶନ କରିବା…

କାର ଟାୟାର ବଦଳାଉଥିଲେ ସାବଧାନ ! ନୂଆ କହି ବ୍ୟବହୃତ ଟାୟାର କରୁଛନ୍ତି ବିକ୍ରି

ଓଡିଶା ସମ୍ବାଦ ବ୍ୟୁରୋ: କିଛି ଲୋଙ୍କର କାର୍ ପରିବର୍ତ୍ତନ ଏକ ନିଶା ଥାଏ। ଅନେକ ଲୋକେ ଆବଶ୍ୟକତା କାରଣରୁ କାରକୁ ସଂଶୋଧନ କରନ୍ତି ଏବଂ କିଛି ଲୋକେ ନିଜ ସଉକ ପାଇଁ କାରର ବିଭିନ୍ନ ଅଂଶ ବଦଳାନ୍ତି। ଯାନବାହାନରେ ଟାୟାର ପରିବର୍ତ୍ତନ କରିବା ବର୍ତ୍ତମାନ ସାଧାରଣ ହୋଇଗଲାଣି। ଅନେକ ଲୋକ ଏପରି…

କାର୍ ଭିତରୁ ମିଳିଲା ୩ କିଲୋ ୭ଶହ ଗ୍ରାମ ସୁନା ଓ ୧୮୦ କିଲୋ ରୁପା

ବ୍ରହ୍ମପୁର: ବ୍ରହ୍ମପୁରରୁ ୩ କିଲୋ ରୁ ଅଧିକ ସୁନା ଓ ୧୮୦ କିଲୋ ରୁପା ଜବତ। ତାମିଲନାଡ଼ୁରୁ ଏକ ସ୍କୋଡା କାରରେ ବିପୁଳ ପରିମାଣର ସୁନା ଓ ରୁପା ବ୍ରହ୍ମପୁରକୁ ଅଣାଯାଉଥିବା ବେଳେ ସୋରଳ ଜଙ୍କସନ୍‌ରୁ ଜବତ କଲା ଗୋଳନ୍ଥରା ପୋଲିସ  । ଏସପିଙ୍କ ନିର୍ଦେଶରେ ଗୋଳନ୍ଥରା ଥାନା ପୋଲିସର…

ଅପମିଶ୍ରିତ ମସଲା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, କେମିତି ଚିହ୍ନିବେ ଅସଲି ମସଲା ?

ଆଜିକାଲି ବଜାରରେ ଅପମିଶ୍ରିତ ମସଲାର ବ୍ୟବହାର ଅଧିକ ହେଉଥିବା ଦେଖାବାକୁ ମିଳୁଛି। ଏହି ଅପମିଶ୍ରିତ ମସଲା ଆମ ଶରୀର ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି କୁହାଯାଉଛି। ଏହି ମସାଲା ଆମ ଖାଦ୍ୟ ମାଧ୍ୟମରେ ଶରୀରରେ ପ୍ରବେଶ କରିବା ଦ୍ୱାରା ଅନେକ ଉପାୟରେ ସ୍ୱାସ୍ଥ୍ୟକୁ କ୍ଷତି କରନ୍ତି। ବେଳେବେଳେ ଏହି…

‘ଗଡ ଫାଦର’ ଟ୍ରେଲର ରିଲିଜ୍ ପରେ ଟଲିଉଡ଼ ପ୍ରତି ଆଗ୍ରହ ଦେଖାଇଲେ ଭାଇଜାନ

ମୁମ୍ବାଇ: ବଲୁଉଡ ଭାଇଜାନ ସଲମାନ ଖାନ ନିଜ କାମ ପାଇଁ ସର୍ବଦା ଚର୍ଚ୍ଚାର ଶୀର୍ଶରେ ଥାଆନ୍ତି। ଗୋଟେ ପଟେ ଚିରଞ୍ଜୀବୀଙ୍କ ସହ ଦକ୍ଷିଣ ଚଳଚ୍ଚିତ୍ର 'ଗଡ ଫାଦର'ର ଟ୍ରେଲର ଆସିଛି। ଅନ୍ୟପକ୍ଷରେ ବିଗ୍ ବସ୍ ୧୬ ଆରମ୍ଭ ହୋଇଯାଇଛି। ଏଭଳି ପରିସ୍ଥିତିରେ ସଲମାନ ଖାନ ଚାରିଆଡେ ବେଶ୍ ଚର୍ଚ୍ଚିତ। ଯଦିଓ…

ନିୟମିତ ଏକ ଚାମଚ ଘିଅ ସେବନ କଲେ ମିଳିଥାଏ ଅନେକ ଲାଭ

ଆପଣ ଦେଶର ଯେକୌଣସି ଘରକୁ ଯାଆନ୍ତୁ, ପ୍ରତ୍ୟେକଙ୍କ ଘରେ ସେମାନଙ୍କ ଭୋଜନରେ ଦେଶୀ ଘିଅ ଥିବା ନିଶ୍ଚିତ। ଦେଶୀ ଘିଅରେ ଗୋଟିଏ ନୁହେଁ ବରଂ ଅନେକ ଗୁଣ ରହିଛି। ଯାହା ଆମ ଶରୀରକୁ ଫିଟ୍ ରଖିବାରେ ସାହାଯ୍ୟ କରେ। ଯଦି ଆପଣ ଦେଶୀ ଘିଆ ଖାଉ ନାହାଁନ୍ତି, ତେବେ ଆଜିଠାରୁ ଖାଇବା ଆରମ୍ଭ କରିଦିଅନ୍ତୁ।…

ଶିକ୍ଷୟିତ୍ରୀଙ୍କୁ କାନ୍ଦି କାନ୍ଦି ବିଦାୟ ଦେଲେ ଛାତ୍ରଛାତ୍ରୀ

ନବରଙ୍ଗପୁର :  ଶିକ୍ଷୟତ୍ରୀଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା  । କାନ୍ଦି କାନ୍ଦି ଶିକ୍ଷୟିତ୍ରୀଙ୍କୁ ବିଦାୟ ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ  । ଦୀର୍ଘ 9 ବର୍ଷ ଧରି ଶିକ୍ଷୟତ୍ରୀଙ୍କ ଠାରୁ ସ୍ନେହ ମମତା ପାଇଥିବା ଗ୍ରାମବାସୀ ତାଙ୍କୁ ଛାଡିବାକୁ ଥିଲେ ନାରାଜ୍  । ଜଣେ କର୍ମଚାରୀ ନିଜର…

ଏହି ସବୁ ଖାଦ୍ୟ ଗଲବ୍ଲାଡର ପଥରର ମୂଳ କାରଣ

ଯକୃତ ପିତ ତିଆରି କରିଥାଏ । ପିତ ହେଉଛି ଏକ ହଳଦିଆ-ସବୁଜ ରଙ୍ଗର ତରଳ ଯାହା କ୍ଷୁଦ୍ରାନ୍ତ୍ରରେ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ପିତ୍ତାଶୟ ଯକୃତର ସେହି ଥଳୀ ଯେଉଁଥିରେ ପିତ ରହେ। ଏହାକୁ ଇଂରାଜୀରେ ଗଲବ୍ଲାଡଡର୍ ବା ପିତ୍ତାଶୟ ଥଳି କୁହାଯାଏ। ଗଲବ୍ଲାଡର୍ ଏକ ସମ୍ବେଦନଶୀଳ ଅଙ୍ଗ। ଯଦି…