Latest Odisha News

BREAKING NEWS

Yearly Archives

2022

ଅର୍ପିତାଙ୍କ ଦେଢ କୋଟିର ଏଲଆଇସି ପ୍ରିମିୟମ ଦେଉଥିଲେ ପାର୍ଥ: ଇଡି

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାରେ ଇଡି ଚାର୍ଜସିଟ୍ ଦାଖଲ କରିଛି। ଆଉ ଏହି ଚାର୍ଜଶିଟରେ ତଦନ୍ତକାରୀ ସଂସ୍ଥା ଯେଉଁ ତଥ୍ୟ ଉପସ୍ଥାପନ କରିଛି ଯଦି ତାହା ସତ ବୋଲି କୋର୍ଟରେ ପ୍ରମାଣିତ ହେବ ତାହେଲେ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ…

ନିଜ ଜୀବନକୁ ନେଇ ଖୁସିନଥିଲେ ଲେଖି ଆତ୍ମହତ୍ୟା କଲେ ଅଭିନେତ୍ରୀ

ଚେନ୍ନାଇ: ତାମିଲ ଅଭିନେତ୍ରୀ ପୌଲିନ୍ ଜେସିକା ଓରଫ୍ ଦୀପାଙ୍କ ଆତ୍ମହତ୍ୟା। ସେ ଚେନ୍ନାଇସ୍ଥିତ ଭିରୁଗମ୍ବାକମ ମଲ୍ଲିକା ଭେନ୍ୟୁରେ ଥିବା ନିଜ ଆପାର୍ଟମେଣ୍ଟରେ ରବିବାର ରାତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ୨୯ ବର୍ଷିୟ ଦୀପା ଆନ୍ଧ୍ର ପ୍ରଦେଶ ବାସିନ୍ଦା। ତେବେ ତାଙ୍କ ମୃତ୍ୟୁର ଅସଲ…

ଟି୨୦ କ୍ରିକେଟ ସିରିଜ: ବିଶ୍ୱ ଚାମ୍ପିୟନକୁ ଭେଟିବ ଏକ ନମ୍ବର ଟିମ

ମୋହାଲୀ: ଆଜିଠାରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟି୨୦ କ୍ରିକେଟ ସିରିଜ ଆରମ୍ଭ ହେବ । ଟି୨୦ ବିଶ୍ୱକପ ପୂର୍ବରୁ ଏହି ମୁକାବିଲା ଉଭୟ ଦଳ ପାଇଁ ଟିମ କମ୍ବିନେଶନ ପ୍ରସ୍ତୁତ ପାଇଁ ବେଶ ଜରୁରୀ । ବିଶ୍ୱଚାମ୍ପିୟନ ଏବଂ ଏକ ନମ୍ବର ଟିମ ମଧ୍ୟରେ ମୁକାବିଲା ଦେଖିବାକୁ ସମସ୍ତେ ବ୍ୟଗ୍ରତା ସହକାରେ…

ଝାରସୁଗୁଡ଼ାରେ ବାଇପାସ ରାସ୍ତା ପାଇଁ ୫୮୭ କୋଟି ମଞ୍ଜୁର

ଝାରସୁଗୁଡା: ଶିଳ୍ପର ସହର ଝାରୁସୁଗୁଡାରେ ଭାରିଯାନ ପାଇଁ ଟ୍ରାଫିକ ସମସ୍ୟା ଉପୁଜୁଥିଲା। ଏଥିପାଇଁ ଏକ ବାଇପାସ ରୋଡ୍ ତିଆରି କରିବାକୁ ଦାବି ହେଉଥିଲା। ଏବେ ଏହି ବାଇପାସ ରୋଡ୍ ପାଇଁ ଅନୁମତି ମିଳିଛି। ବୁଢ଼ିପଦର ଠାରୁ ବାହାରି ପତ୍ରାପାଲି ଠାରେ ଭାୟା ତାଳପଟିଆ ଦେଇ ରାସ୍ତା ତିଆରି କରିବାକୁ…

ଓଲଟିପଡିଲା ବସ୍, ୧୯ ତୀର୍ଥଯାତ୍ରୀ ଆହତ

ଯାଜପୁର: ଓଲଟି ପଡିଲା ତୀର୍ଥଯାତ୍ରୀ ବସ୍। ଉତ୍ତରପ୍ରଦେଶରୁ ଆସିଥିବା ଆସିଥିବା ତୀର୍ଥଯାତ୍ରୀ ବସ୍ ଯାଜପୁର ନିକଟରେ ଦୁର୍ଘଟଣାର ଶିକାର ହୋଇଛି। ଏଥିରେ ୧୯ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଯାଜପୁରର ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଆହତଙ୍କ…

ଶିକ୍ଷାର ଅସମାନତା ସମାଜକୁ ‘ବିଭାଜନ’ କରୁଛି: ଜାତିସଂଘ ମହାସଚିବ

ନୂଆଦିଲ୍ଲୀ: ଶିକ୍ଷା ବ୍ୟବସ୍ଥା ଏବେ ବିପଦରେ। ସମାଜକୁ ପରିବର୍ତ୍ତନ କରିବା ପରିବର୍ତ୍ତେ ଶିକ୍ଷା ଏବେ ବିଭାଜନକାରୀ ଭାବେ ଏକ ମାଧ୍ୟମ ପାଲଟିଯାଉଛି। ଜାତିସଂଘର ମହାସଚିବ ଆଣ୍ଟୋନିଆ ଗୁଟେରସ୍ ଏପରି କହିଛନ୍ତି। ଜାତିସଂଘ ମୁଖ୍ୟ ଶିକ୍ଷା ଉପରେ ଏକ ସ୍ୱତନ୍ତ୍ର ସମ୍ମିଳନୀ ଡାକିଥିଲେ। ଏହି…

କବାଡ଼ି ଖେଳାଳିଙ୍କୁ ଶୌଚାଳୟରେ ଦିଆଗଲା ମଧ୍ୟାହ୍ନ ଭୋଜନ

ଲକ୍ଷ୍ନୌ: କବାଡ଼ି ଖେଳାଳିଙ୍କୁ ଅସମ୍ମାନ। ଶୌଚାଳୟରେ ଖେଳାଳିଙ୍କୁ ଦିଆଗଲା ମଧ୍ୟାହ୍ନ ଭୋଜନ। ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ସାହାରନପୁରସ୍ଥିତ ଡକ୍ଟର ଭୀମରାଓ ଆମ୍ବେଦକର ଷ୍ଟାଡିୟମରେ। କବାଡ଼ି ଖେଳାଳିଙ୍କୁ ଶୌଚାଳୟରେ ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ଭିଡିଓ ଏବେ ସାମ୍ନାକୁ…

ରାଜନୈତିକ ଚାନ୍ଦା ଜରିଆରେ କଳାଟଙ୍କା ବ୍ୟବହାର ରୋକିବାକୁ ନିର୍ବାଚନ ଆୟୋଗର ବଡ଼ ପ୍ରସ୍ତାବ

ନୂଆଦିଲ୍ଲୀ: ରାଜନୈତିକ ଦଳମାନଙ୍କୁ ମିଳୁଥିବା ଚାନ୍ଦା ବାବଦରେ ନିୟମ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ନିର୍ବାଚନ କମିଶନ। ଏ ନେଇ ଆଇନ ମନ୍ତ୍ରାଳୟକୁ ଏକ ସୁପାରିଶ କରିଛନ୍ତି। ଯେଉଁଥିରେ ନଗଦ ରାଶିର ପରିଣାମ ସର୍ବାଧିକ ଟଙ୍କା ୨୦ ହଜାରରୁ ୨ ହଜାର କରିବାକୁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରୀୟ…

ଦୀର୍ଘ ଦୁଇ ଘଣ୍ଟା ଧରି କୋର୍ଟ ହେପାଜତରେ ରହିଲେ ସପ୍ନା ଚୌଧୁରୀ

ଲକ୍ଷ୍ନୌ: ଅଡୁଆରେ ପଡିଲେ ନୃତ୍ୟ କଳାକାର ସପ୍ନା ଚୌଧୁରୀ। ନିଜର ଏକ କାର୍ଯ୍ୟକ୍ରମ ବାତିଲ କରି ଟିକେଟ୍ ଟଙ୍କା ଫେରସ୍ତ ନକରିବା ମାମଲାରେ ସପ୍ନା ସୋମବାର ପ୍ରାୟ ଦୁଇ ଘଣ୍ଟା ଧରି କୋର୍ଟ ହେପାଜତରେ ରହିଥିଲେ। ଭବିଷ୍ୟତରେ ସେ ଅଦାଲତ ଶୁଣାଣିରେ ହାଜର ହୋଇ ସହଯୋଗ କରିବା ସର୍ତ୍ତରେ କୋର୍ଟ…

ଇମ୍ରାନ ଖାନଙ୍କୁ ଅଣ-ମୁସଲିମ କହିବା ପଡିଲା ମହଙ୍ଗା, ପାକିସ୍ତାନ ମନ୍ତ୍ରୀଙ୍କ ବିରୋଧରେ ମାମଲା

ଲାହୋର: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଣ-ମୁସଲିମ କହିବା  ଏବଂ ତାଙ୍କ ପ୍ରତି ଧାର୍ମିକ ଘୃଣାଭାବ ସୃଷ୍ଟି କରିଥିବା ନେଇ ଅଭିଯୋଗ। ଏନେଇ ସୋମବାର ପଞ୍ଜାବ ପ୍ରଦେଶ ସରକାରର ପାକିସ୍ତାନ ମୁସଲିମ ଲିଗ ନବାଜ (ପିଏମଏଲ-ଏନ)ର ଦୁଇ ବରିଷ୍ଠ ମନ୍ତ୍ରୀ ଏବଂ ଏକ ଟିଭି…