Latest Odisha News

BREAKING NEWS

Yearly Archives

2022

ଭାରତୀୟ ସେନାରେ ସାମିଲ୍ ହେବ କ୍ଷେପଣାସ୍ତ୍ର ‘ପ୍ରଳୟ’, ଚୀନ ସୀମାରେ ହେବ ମୁତୟନ

ନୂଆଦିଲ୍ଲୀ: ନଜର ରଖିବ, ଅମାନିଆ ହେଲେ ନିମିଷକେ ଧ୍ୱଂସ କରି ଦେବ । ଏଲଏସିରେ ଚୀନକୁ ନେଇ ବିବାଦ ଭିତରେ ଭାରତୀୟ ସେନା ‘ପ୍ରଳୟ’ ବାଲିଷ୍ଟିକ ମିସାଇଲକୁ ସୀମାରେ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି । ଭାରତୀୟ ସେନାର ଏହି ନିଷ୍ପତ୍ତି ଚୀନ ମନରେ ଭୟ ସଞ୍ଚାର କରିଥିବା କୁହାଯାଉଛି । ୧୫୦ରୁ…

ମୋ ସ୍ୱାମୀଙ୍କୁ ହତ୍ୟା କରାଯାଇଛି-ମୃତ ଗୋବିନ୍ଦଙ୍କ ପତ୍ନୀ

ବଲାଙ୍ଗିର: ସେ ବହୁତ ଷ୍ଟ୍ରଙ୍ଗ ଲୋକଥିଲେ । ସେ କେବେ ବି ଆତ୍ମହତ୍ୟା କରିପାରିବେ ନାହିଁ । ତାଙ୍କୁ ହତ୍ୟା କରାଯାଇଛି । ଏମିତି ଅଭିଯୋଗ ଆଣିଛନ୍ତି ମୃତ ଗୋବିନ୍ଦ ସାହୁଙ୍କ ପତ୍ନୀ । ଗୋବିନ୍ଦ ସାହୁ ଗତକାଲି ରାତି ୧୧ଟାରେ ଘରକୁ ଫୋନ କରିଥିଲେ । ଭଲମନ୍ଦ ପଚାରି ବୁଝିଥିଲେ । ହେଲେ ତାଙ୍କ…

ଅର୍ଚ୍ଚନା ହନିଟ୍ରାପ୍ ମାମଲା, ଆସିଲା ଫରେନ୍ସିକ ଆନାଲିସିସ୍ ରିପୋର୍ଟ

ଭୁବନେଶ୍ୱର: ହନିଟ୍ରାପ୍, ବ୍ଲାକମେଲ୍ ଓ ବ୍ଲାକମନି । ଡିଜିଟାଲ୍ ଡିଭାଇସରୁ ମିଳିଲା ପ୍ରମାଣ । କାହାକୁ ବ୍ଲାକମେଲ୍ କରୁଥିଲେ ନାଗ-ଚାନ୍ଦ ଦମ୍ପତି ? ଆଉ କିଏ ଥିଲା ଅର୍ଚ୍ଚନାଙ୍କ ନାଗୁଣୀ ନଜରରେ ? ଲେଡି ବ୍ଲାକମେଲର ଅର୍ଚନା ନାଗ ମାମଲାରେ ଜବତ ଡିଜିଟାଲ୍ ଡିଭାଇସର ଫରେନ୍ସିକ ରିପୋର୍ଟ ଆସିଛି…

ଏହିସବୁ ଦେଶରେ ଗଡ଼ିନାହିଁ ଟ୍ରେନ, ଭାରତର ପଡ଼ୋଶୀ ମଧ୍ୟ ଲିଷ୍ଟରେ ସାମିଲ

ନୂଆଦିଲ୍ଲୀ : ଦୂର ସ୍ଥାନକୁ ଯାତ୍ରା କରିବା ସମୟରେ ଆମେ ସାଧାରଣତଃ ଟ୍ରେନକୁ ଅଧିକ ପସନ୍ଦ କରିଥାଉ । କାରଣ ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ଫ୍ଳାଇଟ ପରେ ଲୋକେ ଟ୍ରେନ ଉପରେ ହିଁ ନିର୍ଭର କରିଥାନ୍ତି.. ସେମିତିରେ ଫ୍ଳାଇଟରେ ଯିବା ସମସ୍ତଙ୍କ ପାଇଁ ସମ୍ଭବ ହୋଇନଥାଏ । କାରଣ ଏଥିରେ ଅଧିକ…

ସୋସିଆଲ୍ ପ୍ରୋଗ୍ରେସ ଇଣ୍ଡେକ୍ସରେ କେଉଁ ରାଜ୍ୟକୁ କେଉଁ ଟାୟାର, ଇଏସି-ପିଏମ୍ ତଥ୍ୟ ଜାରି

ନୂଆଦିଲ୍ଲୀ : ସମାଜରେ ଲୋକେ କିପରି ରହୁଛନ୍ତି, କେତେ ସୁଯୋଗ ପାଉଛନ୍ତି ସେସବୁକୁ ବି ଜାତୀୟ ସ୍ତରରେ ନିର୍ଦ୍ଧାରଣ କରାଯାଉଛି । ଏପରି ଅଭିଯାନ ଚଳାଇଛି ଇକୋନମିକ ଆଡଭାଇଜରି କାଉନସିଲ – ପ୍ରାଇମ ମିନିଷ୍ଟର ବା EAC-PM । ଆଜି EAC-PM ରାଜ୍ୟ ଓ ଜିଲ୍ଲାଗୁଡିକର ସୋସିଆଲ ପ୍ରୋଗ୍ରେସ ଇଣ୍ଡେକ୍ସ…

ଗୋବିନ୍ଦ ସାହୁକୁ  ଷଡ଼ଯନ୍ତ୍ର କରି ମାରି ଦିଆଗଲା କହି ସିବିଆଇ ତଦନ୍ତ ଦାବି କଲେ ସାଲୁଜା

ଭୁବନେଶ୍ୱର : ଗୋବିନ୍ଦ ସାହୁଙ୍କୁ ଷଡଯନ୍ତ୍ରରେ ମାରି ଦିଆଯାଇଛି । ଆଜି ସେ କୋର୍ଟରେ ହାଜର ହୋଇଥାନ୍ତେ । ମହାଲିଙ୍ଗ କଲେଜର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଏକ ଚର୍ଚ୍ଚିତ ମାମଲା । ମମିତା ମେହେର ହତ୍ୟା ମାମଲାରେ ବିଜେଡିର ମନ୍ତ୍ରୀ, ବିଧାୟକ ସମ୍ପୃକ୍ତ ଥିଲେ । ତେଣୁ ତାଙ୍କୁ ଷଡ଼ଯନ୍ତ୍ର…

5T ଟି ସ୍କୁଲ, ହେଲେ ପିଲାଙ୍କ ପାଇଁ ଘର ନାହିଁ

ହାଟଡିହି:୫ଟି ସ୍କୁଲ । ହେଲେ ଗୋଟିଏ ବି ଟି ଏଠି ଦେଖିବାକୁ ମିଳେନି ।  ଇଂରେଜ ଅମଳର ଏହି ବିଦ୍ୟାଳୟଟି ବର୍ତ୍ତମାନ ତାର ଅସ୍ତିତ୍ବ ହରାଇବାକୁ ଯାଉଛି  ।  ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଛି ହେଲେ ଏ ସ୍କୁଲରେ ପାଠ ପଢିବାକୁ ଶ୍ରେଣୀ ଗୃହ  ନାହିଁ । ବାରଣ୍ଡାରେ ବସି ପାଠ…

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ,ଏକାଡେମୀ ପୁରସ୍କାର ଓ କବିଚନ୍ଦ୍ର କାଳିଚରଣ ଯୁବପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବ

ଭୁବନେଶ୍ୱର : ଓଡିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ୨୦୨୧ ଓ ୨୦୨୨ ବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଏକାଡେମୀ ପୁରସ୍କାର ଓ କବିଚନ୍ଦ୍ର କାଳିଚରଣ ଯୁବପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନୃତ୍ୟ,ସଙ୍ଗୀତ, ନାଟକ ଓ ଲୋକ କଳା କ୍ଷେତ୍ରରେ ବିଶେଷ ଅବଦାନ ଥିବା…

ଗୋବିନ୍ଦ ସାହୁ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି

ଭୁବନେଶ୍ୱର: ଜେଲରେ କେମିତି ଆଖି ବୁଜିଲା ଗୋବିନ୍ଦ ସାହୁ ? କିଛି ଷଡ଼ଯନ୍ତ୍ର ଥିଲା କି ? ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିବା ପରେ ସିବିଆଇ ତଦନ୍ତ ପାଇଁ ବିରୋଧୀ ଦାବି କରୁଛନ୍ତି । ଏହାରି ଭିତରେ ମାମଲାର ଗମ୍ଭୀରତାକୁ ବିଚାରକୁ ନେଇ…