Latest Odisha News

BREAKING NEWS

Yearly Archives

2022

ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ

 ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ ।  ୯୬ ବର୍ଷରେ ମହାରାଣୀ ଏଲିଜାବେଥ୍‌ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । https://twitter.com/RoyalFamily/status/1567928275913121792?s=20&t=envjlnVCcqy7jAVZ6XtFyQ ମହାରାଣୀଙ୍କ ପରିବାର ସଦସ୍ୟମାନେ ଏବେ…

୧୦୨୦ ଦିନର ଅପେକ୍ଷା ପରେ ଶେଷରେ ଶତକ ମାରିଲେ କୋହଲି

ଦୁବାଇ: ଭାରତୀୟ କ୍ରିକେଟ ପାଇଁ ଖୁସି ଖବର । ୧୦୨୦ ଦିନ ପରେ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଶେଷରେ ଶତକ ମାରିଛନ୍ତି । ଚଳିତ ଏସିଆ କପ କ୍ରିକେଟରେ ଭାରତ ବିଦା ହୋଇ ଯାଇଥିଲେ ମଧ୍ୟ ଆଫଗାନିସ୍ତାନ ବିପକ୍ଷ ଆଜିର ମୁକାବିଲା କୋହଲି ଏବଂ ଟିମ ଇଣ୍ଡିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଥିଲା…

ବିବାଦୀୟ ହଟ ସ୍ପ୍ରିଙ୍ଗସ ଅଂଚଳରୁ ପଛକୁ ହଟିଲେ ଭାରତ,ଚୀନ ସେନା

ନୂଆଦିଲ୍ଲୀ: ଭାରତ ଓ ଚୀନ ବିବାଦରେ ଆଜି ପ୍ରଥମ ଥର ପାଇଁ ସକାରାତ୍ମକ ଖବର ଆସିଛି । ଲଦାଖର ଗୋଗ୍ରା ହଟ ସ୍ପ୍ରିଙ୍ଗସ ଅଂଚଳରୁ ଗୁରୁବାର ଭାରତ ଏବଂ ଚୀନ ସେନା ପଛକୁ ହଟିଛନ୍ତି । ଉଭୟ ଦେଶ ମଧ୍ୟରେ ୧୬ତମ ମିଲିଟାରୀ ବୈଠକରେ ଡିସଏନଗେଜମେଂଟ ନେଇ ସହମତି ପ୍ରକାଶ ପାଇଥିଲା । ୨୦୨୦ ପୂର୍ବରୁ ଯେଉଁ…

କୁଇନ ଏଲିଜାବେଥ ଗୁରୁତର, ରାଜପରିବାରର ସମସ୍ତ ବ୍ୟକ୍ତି ପଂହଚିଲେ

ଲଣ୍ଡନ: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତା ପ୍ରକଟ କରିଛନ୍ତି ଚିକିତ୍ସା କରୁଥିବା ଡାକ୍ତର । ୯୬ ବର୍ଷୀୟ ମହାରାଣୀ ଏବେ ଗୁରୁତର ଓ ଏଥିପାଇଁ ରାଜପରିବାରର ସମସ୍ତ ସଦସ୍ୟ ସ୍କଟଲାଣ୍ଡରେ ପଂହଚିଛନ୍ତି । ବକିଂଘାମ ପ୍ୟାଲେସ ପକ୍ଷରୁ ଏ ନେଇ ସୂଚନା…

ପେନସନ କାଗଜପତ୍ର ପାଇଁ ୧୦ ହଜାର ଲାଞ୍ଚ ନେଲା ବେଳେ ଦୁଇ ଗିରଫ

ବ୍ରହ୍ମପୁର:ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍‌ସନ୍‌ ସଂପର୍କିତ କାଗଜପତ୍ର କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁଇଜଣଙ୍କୁ ଧରିଛି ବ୍ରହ୍ମପୁର ଭିଜିଲାନ୍ସ। ସେମାନେ ହେଲେ ଗଞ୍ଜାମ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ ସହାୟକ ସୁଶିଲ​‌ କୁମାର ପଟ୍ଟନାୟକ…

ମନ୍ଦିର ଦର୍ଶନ ପାଇଁ ଅନଲାଇନରେ ମିଳିବ ଟିକେଟ

ଭୁବନେଶ୍ୱର: ମନ୍ଦିର ଦର୍ଶନ ପାଇଁ  ଅନଲାଇନରେ ମିଳିବ ଟିକେଟ  । ଓଡିଶାରେ ଭଗବାନଙ୍କର ଦର୍ଶନ ଲାଗି ଆଗ୍ରହ ରହିଥିବା ଭକ୍ତମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ହେବ। ଦେଶବିଦେଶ ର ଭକ୍ତ ମାନେ ମନ୍ଦିର ଦର୍ଶନ ସହ ପୂଜା ଓ ପ୍ରସାଦ ସେବନ ପାଇଁ ଅନଲାଇନ ପୋର୍ଟାଲ ମାଧ୍ୟମରେ ଆଗୁଆ ଟିକେଟ…

କେଆରକେ ଜୀବନ ପ୍ରତି ଅଛି ବିପଦ, ଅଭିଷେକଙ୍କୁ ସାହାଯ୍ୟ ମାଗିଲେ ପୁଅ

ମୁମ୍ବାଇ: ବିବାଦୀୟ କ୍ରିଟିକ୍ସ ଓ ଅଭିନେତା କମାଲ ରଶିଦ ଖାଁଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଦର୍ଶାଇ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ସମେତ ଦେବେନ୍ଦ୍ରେ ଫଡନାଭିସ ଓ ରିତେଶ ଦେଶମୁଖଙ୍କୁ ସାହାଯ୍ୟ ମାଗିଛନ୍ତି । ମୁମ୍ବାଇର କେତେକ ଲୋକ ମୋ ବାପାଙ୍କୁ ମାରିବା ପାଇଁ ଷଡଯନ୍ତ୍ର ରଚୁଛନ୍ତି ବୋଲି…

ସ୍ୱଧାର ଗୃହରୁ ଦୁଇ ଜଣ ନାବାଳିକା ନିଖୋଜ

ରାୟଗଡ଼ା: ରାୟଗଡ଼ା ସହରରେ ଥିବା ସେହ୍ନ ସ୍ୱଧାର ଗୃହରୁ ୨ ଜଣ ନାବାଳିକା ନିଖୋଜ ହୋଇ ଯାଇଛନ୍ତି । ସ୍ୱଧାର ଗୃହରେ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ହସ୍ତକ୍ଷେପ ପରେ ରାୟଗଡ଼ା ଥାନାରେ ୨ ନାବାଳିକା ନିଖୋଜ ନେଇ ଏତଲା…

କଟକରୁ କର୍ତ୍ତବ୍ୟପଥ: ଇଣ୍ଡିଆ ଗେଟରେ ନେତାଜୀ ସୁଭାଷ ବୋଷ

ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଇଣ୍ଡିଆ ଗେଟ ନିକଟରେ ଶୋଭା ପାଉଛନ୍ତି ନେତାଜୀ ଶୁଭାଷ ବୋଷ । ସ୍ବାଧୀନତାର 75 ବର୍ଷ ପରେ ନେତାଜୀଙ୍କୁ ଦେଶ ପକ୍ଷରୁ ମିଳିଛି ବଡ଼ ସମ୍ମାନ । କଟକ ଓଡ଼ିଆ ବଜାରରେ ଜନ୍ମ…

ପୁରୁଷ ହକି ବିଶ୍ୱକପ୍, ପୁଲ ଡିରେ ଭାରତ

ଭୁବନେଶ୍ୱର : ଓଡ଼ିଶାରେ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍ । ୨୦୨୩ରେ ପୁରୁଷ ହକି ବିଶ୍ୱକପ୍ ଓଡ଼ିଶାରେ ହେବ ବୋଲି ଆଜିଠାରୁ ଘୋଷଣା ହୋଇଛି । ଭୁବନେଶ୍ୱର ଲୋକସେବା ଭବନ କନଭେନସନ ସେଣ୍ଟରରେ ହୋଇଛି ଡ୍ର ସେରମନି। ବିଶ୍ୱକପ୍ ପାଇଁ  ଆଜି ପୁଲ୍ ଘୋଷଣା କରାଯାଇଛି। ମୋଟ୍ ୪ଟି ପୁଲରେ…