ସୁଯୋଗ ଦେଇକି ଦେଖ
ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
ବୈଜୟନ୍ତୀ ମହାପାତ୍ର ଯେଉଁଦିନ ବିଶ୍ୱବିଦ୍ୟାଳୟରେ ନାଁ ଲେଖାଇଲା ଏମ୍.ଏ. ପଢ଼ିବା ପାଇଁ, ସେଦିନ ତା ଗାଁର କେତେ ସ୍ତ୍ରୀ ଲୋକ କେତେ କେତେ କଥା କହିଲେ। କିଏ କହିଲା, ଅନନ୍ତ ମହାପାତ୍ର ତା ଝିଅକୁ ପାଠ ପଢ଼ଉଛି, ସତେ ଯେମିତି ସିଏ କଣ ଗୋଟେ…