Latest Odisha News

BREAKING NEWS

Yearly Archives

2022

ଘରେ ପଡ଼ିଛି ସ୍ତ୍ରୀର ରକ୍ତ ଜୁଡୁବୁଡ଼ୁ ମୃତଦେହ, ୨ ଛୁଆଙ୍କୁ ନେଇ ଫେରାର୍ ସ୍ୱାମୀ

ନବରଙ୍ଗପୁର: ସ୍ତ୍ରୀକୁ ମାରିଲା… ୨ ଛୁଆଙ୍କୁ ନେଇ କୁଆଡ଼େ ପଳାଇଲା ସ୍ୱାମୀ । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଖିଡ଼ିଙ୍ଗଗୁଡ଼ା ଗାଁରେ ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀ କେଉଁ ଆଡ଼େ ଫେରାର୍ ହୋଇ ଯାଇଥିବା ଅଭିଯୋଗ ହୋଇଛି । ମାଆକୁ ମାରିବା ପରେ ୨ ଛୁଆକୁ ନେଇ ପଳାଇଥିବା ଅଭିଯୋଗ…

ଭାରତ-ଆଫଗାନିସ୍ତାନ ମ୍ୟାଚ୍ ପୂର୍ବରୁ ଦୁବାଇ ଷ୍ଟାଡିୟମ୍ ନିକଟରେ ଅଗ୍ନିକାଣ୍ଡ

ଦୁବାଇ: ଏସିଆ କପ୍-୨୦୨୨ରେ ଭାରତ ଆଜି ଅନ୍ତିମ ମ୍ୟାଚ୍ ଖେଳିବ । ଦୁବାଇ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷରେ ଭାରତ ମ୍ୟାଚ୍ ଖେଳିବାକୁ ଥିବା ବେଳେ ମ୍ୟାଚ୍ ପୂର୍ବରୁ ବଡ଼ ଦୁର୍ଘଟଣା ଘଟିଛି । ଷ୍ଟାଡିୟମର ପ୍ରବେଶ ଫାଟକ ନିକଟରେ ନିଆଁ ଲାଗି ଯାଇିଛି । ଭାରତ-ଆଫଗାନିସ୍ତାନ ଟି-ଟ୍ୱେଣ୍ଟି…

ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତ ଲୁଟିନେଲେ ୮୦ ହଜାର ଟଙ୍କା

କାମାକ୍ଷାନଗର: ଦିନ ଦ୍ୱିପ୍ରହରରେ ଲୁଟ୍ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁ ଜଡ଼ାପାଳ ନିକଟରୁ ୮୦ ହଜାର ଟଙ୍କା ଲୁଟ୍ ହୋଇଛି । ଜଣେ ଔଷଧ ହୋଲସେଲ କର୍ମଚାରୀଙ୍କ ଠାରୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଲୁଟର ଶିକାର…

ବନ୍ୟା କ୍ଷୟକ୍ଷତି ରିପୋର୍ଟର ଶ୍ୱେତପତ୍ର ପ୍ରକାଶ କରନ୍ତୁ ସରକାର

ଭୁବନେଶ୍ୱର : ବନ୍ୟା ପାଇଁ ରାଜ୍ୟ ସରକାର ଦାୟୀ । ସରକାର ବନ୍ୟା କ୍ଷୟକ୍ଷତି ଆକଳନରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି  । ରାଜ୍ୟ ସରକାର କେତେବେଳେ, କେଉଁ ଅଧିକାରୀମାନେ, କେଉଁ କେଉଁ ବନ୍ୟାଂଚଳ ପରିଦର୍ଶନ କରି ଏବଂ କେଉଁ ତଥ୍ୟ ଆଧାରରେ ୧୨୮ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ? ମିଛ…

ଫକୀର ମୋହନ ନାହାକଙ୍କ ୩ଟି ପୁସ୍ତକ ଉନ୍ମୋଚିତ

ଫକୀର ମୋହନ ନାହାକଙ୍କ ୩ଟି ପୁସ୍ତକ ଉନ୍ମୋଚିତ ମୋହାଲି : ପଞ୍ଜାବର ମୋହାଲି ସ୍ଥିତ ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟ ପରିସରରେ ସାମ୍ବାଦିକତା ଓ ଗଣଯୋଗାଯୋଗ ପ୍ରତିଷ୍ଠାନର ବିଭାଗୀୟ ମୁଖ୍ୟ ଫକୀର ମୋହନ ନାହାକଙ୍କ ରଚିତ 'ଓଡ଼ିଶା ସମ୍ବାଦ'ର 'ଗାଁ କଥା' ସ୍ତମ୍ଭରେ ପ୍ରକାଶିତ ତୀରତରଙ୍ଗ…

ପ୍ରଥମ ଓଡ଼ିଆ ସାହିତ୍ୟିକ ଭାବରେ ‘ଇଣ୍ଡିଆ ବୁକ ଅଫ ରେକର୍ଡ଼ସ’ ରେ ଉଦୟନାଥ ସାହୁ

ଭୁବନେଶ୍ୱର : ଓଡ଼ିଆ, ବଙ୍ଗଳା ଓ ଅସମିୟା ଭାଷାରେ ଲିଖିତ ମହାଭାରତ ଓ ଶ୍ରୀମଦ ଭାଗବତର ତୁଳନାତ୍ମକ ଅଧ୍ୟୟନ ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡସ-୨୦୨୨ ରେ ପ୍ରଥମ ଓଡ଼ିଆ ସାହିତ୍ୟିକ ଭାବରେ ଉଦୟନାଥ ସାହୁ ସ୍ଥାନ ପାଇଛନ୍ତି। ଶାରଳା ମହାଭାରତ ଓ ସଂସ୍କୃତ ମହାଭାରତର ତୁଳନାତ୍ମକ ଅଧ୍ୟୟନ କରିବା ସହ…

ଦର୍ଶକଙ୍କୁ ଆକୃଷ୍ଟ କରୁଛି ଫିଲ୍ମ ‘କଠପୁତଲୀ’, ପସନ୍ଦ କରୁଛନ୍ତି ମର୍ଡର ମିଷ୍ଟ୍ରି

ମୁମ୍ବାଇ: ବଲିଉଡ଼କୁ ଲାଗିଛି 'ଫ୍ଲପ୍' ଗ୍ରହଣ । ଯେଉଁ ବଲିଉଡ଼ କୋଟି କୋଟି ଟଙ୍କାର ବିଜନେସ କରୁଥିଲା, ଏବେ ଭୟଙ୍କର କ୍ଷତିରେ ରହିଛି । ଅନେକ ଫିଲ୍ମକୁ ଦର୍ଶକ ମୁହଁ ମୋଡି ଦେଇଛନ୍ତି । ଷ୍ଟାର ହିରୋଙ୍କ ପିଲ୍ମ ବି ପିଟି ହୋଇ ଯାଇଛି ବକ୍ସ ଅଫିସରେ । ବକ୍ସ ଅଫିସରେ ବଲିଉଡ୍ ସେଭଳି କିଛି…

ପାକିସ୍ତାନ ସମୁଦ୍ର ଭଳି ଦିଶୁଛି, ଆମକୁ ଟ୍ରିଲିୟନ୍ ଟଙ୍କା ଦରକାର: ପାକିସ୍ତାନ ପ୍ରଧାନମନ୍ତ୍ରୀ

କରାଚି: ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟା । ଉଜାଡ଼ି ଦେଇଛି ସବୁକିଛି । ଜଳ ପ୍ରଳୟରେ ମୃତ୍ୟୁସଂଖ୍ୟା ୧୩୫୦କୁ ବୃଦ୍ଧି ପାଇଛି । ପାକିସ୍ତାନର ଏଭଳି ଦୁଃସ୍ଥିତିରେ ପୁଣି ଥରେ ଭାବପ୍ରବଣ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ । ଅନ୍ତର୍ଜାତୀୟ ସମୁଦାୟକୁ ସାହାଯ୍ୟ ମାଗି କହିଛନ୍ତି,…

ଏମକେସିଜି ସୁପର ସ୍ପେସିଆଲିଟି କୋଠାରୁ ଖସିଲା ସିଲିଂ

ବ୍ରହ୍ମପୁର: ପୁଣି ଥରେ ବିବାଦକୁ ଆସିଛି ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ। ସୁପର ସ୍ପେସିଆଲିଟି କୋଠାର ପଞ୍ଚମ ମହଲାରେ ଗୁରୁବାର ଛାତରୁ ସିଲିଂ ଖସି ଯାଇଛି। ତେବେ ସିଲିଂ ଖସିବା ସମୟରେ ସେଠାରେ କେହି ନଥିଲେ। ଏଣୁ କାହାରି କୌଣସି ପ୍ରକାର…

ଜମ୍ମୁ-କାଶ୍ମୀରରେ ଭୂମିକମ୍ପ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରରେ ଭୂମିକମ୍ପ  । ଜମ୍ମୁ-କାଶ୍ମୀର କଟରାରେ ୩.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ  । ଏଏନଆଇ ପକ୍ଷରୁ ସୂଚନା ମୁତାବକ ଆଜି ସକାଳ ୭ଟା ୫୨ ମିନିଟ୍‌ରେ  କଟରାରେ ଭୂମିକମ୍ପ ହୋଇଥିଲା ।…