Latest Odisha News

BREAKING NEWS

Yearly Archives

2022

ଅଜଣା ରୋଗକୁ ନେଇ ଭୟରେ ଛାତ୍ରଛାତ୍ରୀ ! ଛାଡିଲେ ସ୍କୁଲ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ୍ କୋଲା କୋଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଅଜଣା ରୋଗ ଭୟ  ।  ତିନି ଦିନ ମଧ୍ୟରେ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ 22 ଜଣ ଛାତ୍ର ଛାତ୍ରୀ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି । ଏହାକୁ ନେଇ ଏବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ…

ବିଜେପିକୁ ଯିବେ କି ଅଶୋକ ଚୈାହାନ?

ମୁମ୍ବାଇ: ଜାମ୍ମୁକାଶ୍ମୀରର ବରିଷ୍ଠ ନେତା ଗୁଲାମନବୀ ଆଜାଦ କଂଗ୍ରେସରୁ ଇସ୍ତପା ଦେବା ଚର୍ଚା ଥମିନାହିଁ । ଏବେ ମହାରାଷ୍ଟ୍ର କଂଗ୍ରେସରେ ସୃଷ୍ଟି ହେଲାଣି ଫାଟ । ସରକାର ଭାଙ୍ଗିବା ପରେ କଂଗ୍ରେସର ବରିଷ୍ଠ ନେତା କଂଗ୍ରେସ ଛାଡିବାକୁ ଚିନ୍ତା କରୁଥିବା ଚର୍ଚା ହେଉଛି ।  ରାଜ୍ୟର ପୂର୍ବତନ…

ରାଷ୍ଟ୍ରୀୟ ସିନେମା ଦିବସରେ ୭୫ ଟଙ୍କାରେ ଉପଲବ୍ଧ ହେବ ଟିକେଟ

ମୁମ୍ବାଇ: ସେପ୍ଟମ୍ବର ୧୬ରେ ସାରା ଦେଶରେ ରାଷ୍ଟ୍ରୀୟ ସିନେମା ଦିବସ ପାଳିତ ହେବ । ଏହି ଅବସରରେ ଭାରତୀୟ ଜନତାଙ୍କ ପାଇଁ ଏକ ସ୍ପେଶାଲ ଅଫର ରଖାଯାଇଛି । ମଲଟିପ୍ଲେକ୍ସ ଆସୋସିଏସନ ଅଫ ଇଣ୍ଡିଆ ପକ୍ଷରୁ ଜାରୀ କରାଯାଇଥିବା ଏହି ଅଫରରେ ସମଗ୍ର ଦେଶରେ ସମସ୍ତ ହଲର ଟିକେଟ ମୂଲ୍ୟ ୭୫ ଟଙ୍କା…

କିମ୍‍ସ ଓଡ଼ିଶାର ଶ୍ରେଷ୍ଠ ମେଡିକାଲ କଲେଜ

ଭୁବନେଶ୍ୱର : କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ୍‍ ସାଇନ୍‍ସେସ୍‍ (କିମ୍‍ସ) ମେଡିକାଲ୍‍ କଲେଜ ରାଜ୍ୟର ଶ୍ରେଷ୍ଠ ମେଡିକାଲ କଲେଜ ଏବଂ ସମଗ୍ର ଭାରତର ଘରୋଇ ମେଡିକାଲ୍‍ କଲେଜ ଭାବେ ୧୬ତମ ସ୍ଥାନରେ ରହିଛି । ନିକଟରେ ‘ଦି ଉଇକ’ ପତ୍ରିକା ଏବଂ ହଂସ ରିସର୍ଚ୍ଚ ପକ୍ଷରୁ କରାଯାଇଥିବା…

ଶ୍ରୀମନ୍ଦିରରେ ସଂସ୍କାର ପ୍ରସଙ୍ଗ: କେବେ କାର୍ଯ୍ୟକାରୀ ହେବ ସୁପ୍ରିମକୋର୍ଟଙ୍କ ଆଦେଶ ?

ପୁରୀ: କୋଟିକୋଟି ହିନ୍ଦୁଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ । ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ସେଥିପାଇଁ ହଜାରହଜାର ଭକ୍ତ ଶ୍ରୀମନ୍ଦିରକୁ ଆସିଥାନ୍ତି  । ତେବେ ପୁରୀ ଆସିବା ବେଳେ ଅନେକ ଶ୍ରଦ୍ଧାଳୁ ଭିନ୍ନ ଅଭିଯୋଗ କରିଯାଇଥାନ୍ତି । ଶ୍ରଦ୍ଧାଳୁଙ୍କ ଅଭିଯୋଗ ଆଜିର ନୁହଁ ବର୍ଷ…

ଗୁଜରାଟ ଦଙ୍ଗା ମାମଲା: ତିସ୍ତାଙ୍କୁ ମିଳିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ: ଗୁଜରାଟ ଦଙ୍ଗା ମାମଲାରେ ତିସ୍ତା ସୀତଳୱାଡାଙ୍କୁ ସୁପ୍ରିମକୋର୍ଟ ଶୁକ୍ରବାର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ୨୦୦୨ ଦଙ୍ଗାରେ ତିସ୍ତା ନିରୀହ ଲୋକଙ୍କୁ ଫସାଇବା ପାଇଁ ନକଲି ପ୍ରମାଣପତ୍ର ଉପସ୍ଥାପନ କରି ଷଡଯନ୍ତ୍ର ରଚିଥିଲେ । ସୁପ୍ରିମକୋର୍ଟ ତାଙ୍କ ପାସପୋର୍ଟ ସରେଣ୍ଡର…

ବାପାଙ୍କ ଶ୍ରାଦ୍ଧ ଦିନ ବିଚାରପତି ପୁଅଙ୍କ ଆତ୍ମହତ୍ୟା

ଯାଜପୁର (ହିମାଂଶୁ କୁମାର ପାଢ଼ୀ): କଟକ ପୋକସୋ ଅଦାଲତ ବିଚାରପତି ସୁବାସ କୁମାର ବିହାରୀ ଆତ୍ମହତ୍ୟା କରିଛନ୍ତି। କଟକ ସ୍ଥିତ ସରକାରୀ ବାସଭବନରେ ଆଜି ଅପରାହ୍ନରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କିଛି ଦିନ ଧରି ସେ ଅବସାଦରେ ଥିଲେ। ତାଙ୍କ ଘର ଯାଜପୁର ସଦର ଥାନା ଭୁବନେଶ୍ୱର ପୁର…

ଭୂତିଆଙ୍କୁ ହରାଇ ଚୌବେ ହେଲେ ଏଆଇଏଫଏଫର ନୂତନ ସଭାପତି

ନୂଆଦିଲ୍ଲୀ: ଷ୍ଟାର ଫୁଟବଲ ଖେଳାଳି ବାଇଚୁଙ୍ଗ ଭୂତିଆଙ୍କୁ ହରାଇ ୪୫ ବର୍ଷୀୟ କଲ୍ୟାଣ ଚୌବେ ସର୍ବଭାରତୀୟ ଫୁଟବଲ ମହାସଂଘ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ୮୫ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଏକ ଖେଳାଳି ସଭାପତି ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି । ପୂର୍ବତନ ଗୋଲକିପର ଚୌବେ…

ତାନ୍ତ୍ରିକକୁ କାହିଁକି ହତ୍ୟା କଲା ଯୁବକ?

ଯାଜପୁର (ହିମାଂଶୁ କୁମାର ପାଢ଼ୀ): ଯାଜପୁର, ସୁକିନ୍ଦା ଥାନା ବନ୍ଧଗାଁ ରେ ଅଭାବନୀୟ ଘଟଣା। ପ୍ରତିଶୋଧ ପରାୟଣ ହୋଇ ଜଣେ ତାନ୍ତ୍ରିକଙ୍କୁ ହାଣି ଦେଲେ ଯୁବକ। ଘଟଣାସ୍ଥଳରେ ତାନ୍ତ୍ରିକଙ୍କ ମୃତ୍ୟୁ ଘଟିଛି। ତାନ୍ତ୍ରିକଙ୍କୁ ହାଣିବା ପରେ ସୁକିନ୍ଦା ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ଯୁବକ।…

ସରକାରୀ ଜମିରେ ରାଜ କରୁଛନ୍ତି ଠିକାଦାର, ଅଭିଯୋଗ ପରେ ଉପଜିଲ୍ଲାପାଳ ଦେଲେ ତଦନ୍ତ ନିର୍ଦ୍ଦେଶ

କାମାକ୍ଷାନଗର (ହରେକ୍ରିଷ୍ଣ ରାଉତ): ସ୍କୁଲ ପାଲଟିଛି ଠିକା ସଂସ୍ଥାର ଶିବିର। ସରକାରୀ ଜମିରେ ନିଜର ଯାନ୍ତ୍ରୀକ ମେସିନ ରଖି ଚଳାଇଛନ୍ତି ବ୍ଯବସାୟ। ସ୍ଥାନୀୟ ପ୍ରଶାସନ ସବୁ ଦେଖିଥିଲେ ବି ସବୁ ଦେଖି ନଦେଖିଲା ଭଳି ପଳାଇ ଯାଉଛନ୍ତି। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମକୁଆକାଟେଣୀ…