ଆର୍ଥିକ ସଙ୍କଟ ବେଳେ ଦେଶ ଛାଡି ପଳାଇଥିବା ଗୋଟାବାୟ ରାଜପାକ୍ସେ ଶ୍ରୀଲଙ୍କା ଫେରିଲେ
କଲୋମ୍ବା: ଆର୍ଥିକ ସଙ୍କଟ ବେଳେ ଦେଶ ଛାଡି ପଳାଇଥିବା ପୂର୍ବତନ ରାଷ୍ଟ୍ରପତି ଗୋଟାବାୟ ରାଜପାକ୍ସେ ଶ୍ରୀଲଙ୍କା ଫେରିଛନ୍ତି । ଶୁକ୍ରବାର ଦିନ ସେ ନିଜ ଦେଶକୁ ଫେରିଛନ୍ତି। କଲମ୍ବୋରେ ଥିବା ଏକ ବିମାନବନ୍ଦର ଅଧିକାରୀ କହିଛନ୍ତି ଯେ ସେ ପ୍ରାୟ ୭ ସପ୍ତାହ ପରେ ସେ ଶ୍ରୀଲଙ୍କା ଫେରିଛନ୍ତି।…