ଦୁର୍ଗମବାସୀଙ୍କୁ ସହାୟ ହେଲା ହେଲ୍ପ ଇଣ୍ଡିଆ
ବ୍ରହ୍ମପୁର: ଦୁର୍ଗମ ଅଞ୍ଚଳରେ ଆଜି ମଧ୍ୟ ଲୋକଙ୍କ ଦୁଃଖ କହିଲେ ନସରେ। କେଉଁଠି ପହଂଚିବାକୁ ଭଲ ରାସ୍ତାଟିଏ ନାହିଁ ତ’ କେଉଁଠି ପିଇବାକୁ ପାଣି ଟୋପାଏ ମିଳୁନି। କେଉଁଠି ଆଲୁଅ ବ୍ୟବସ୍ଥା ନାହିଁ। ଆଉ କେଉଁଠି ସ୍ୱାସ୍ଥ୍ୟ, ଶିକ୍ଷା, ସବୁକ୍ଷେତ୍ରରେ ଅବହେଳିତ ହୋଇ ଯାଇଛି। ଏଭଳି ପରିସ୍ଥିତିରେ…