Latest Odisha News

BREAKING NEWS

Yearly Archives

2022

ଭୁବନେଶ୍ୱରରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପ୍ରଦର୍ଶନୀ

ଭୁବନେଶ୍ବର: "ବିଭାଜନ ବିଭୀଷିକା ସ୍ମୃତି ଦିବସ" ଅବସରରେ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ଏକ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେଉଁ ମାନଙ୍କର ତ୍ୟାଗ ତପସ୍ୟା ବଳରେ ଆମକୁ…

ସଲମାନ ରଶିଦଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି

ନ୍ୟୁୟର୍କ: ପ୍ରଖ୍ୟାତ ଲେଖକ ସଲମାନ ରଶିଦଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହୋଇଛି । ତାଙ୍କଠାରୁ ଭେଂଟିଲେଟର ବାହାର କରି ଦିଆଯାଇଥିବା ବେଳେ ସେ କଥା ହେବା ଆରମ୍ଭ କରିଛନ୍ତି । ଦିନେ ତଳେ ସଲମାନଙ୍କ ଏକ କାର୍ଯ୍ୟକ୍ରମ ଅବସରରେ ୨୪ ବର୍ଷୀୟ ହାଦି ମତାର ତାଙ୍କୁ ଛୁରୀରେ…

ଲାଲ ସିଂ ଚଢ଼ାକୁ ପ୍ରଶଂସା କରି ଫସିଗଲେ ହ୍ରିତିକ

ମୁମ୍ବାଇ: ଅମୀର ଖାଁଙ୍କ ଲାଲ ସିଂ ଚଢ଼ାକୁ ପ୍ରଶଂସା କରି ଫସିଲେ ହ୍ରିତିକ ରୋଶନ । ହ୍ରିତିକଙ୍କ ଆଗାମୀ ଫିଲ୍ମ ବିକ୍ରମବେଧାକୁ ସୋସିଆଲ ମିଡିଆରେ ବୟକଟ କରାଯିବା ଆରମ୍ଭ ହୋଇଛି । ଏପରିକି ବୟକଟବିକ୍ରମବେଧା ଏବେ ଟ୍ରେଣ୍ଡ କରିବାରେ ଲାଗିଛି । ଅମୀରଙ୍କ ଫିଲ୍ମ ଦର୍ଶକ ନାପସନ୍ଦ କରିବା ପରେ ଏହା…

ସର୍ଜନା ମନସ୍କ ଲେଖକମାନଙ୍କ ପାଇଁ ପୁରସ୍କାର ମାପଦଣ୍ଡ ନୁହେଁ : ନିରଞ୍ଜନ ନାୟକ

ଓଡ଼ିଶା ସାହିତ୍ୟରେ ତରୁଣ ପୀଢ଼ିର ଜଣେ ଅଗ୍ରଣୀ ଲେଖକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ନିରଞ୍ଜନ ନାୟକ । ସ୍ତମ୍ଭ , ଗଳ୍ପ , କବିତା ଫିଚର, ଓ ଗବେଷଣାତ୍ମକ ନିବନ୍ଧ ରଚନା ଭଳି ଓଡ଼ିଆ ସାହିତ୍ୟର ବିବିଧ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ବିପୁଳ ପାଠକୀୟ ଆଦୃତି ଲାଭ…

ବର୍ଷା ପାଣି ଘରେ ପଶିଲା, ପାଣିରେ ବୁଡ଼ି ୩୫ ଦିନର ଶିଶୁ ମୃତ୍ୟୁ

ଖୋର୍ଧା: ଲଗାଣ ବର୍ଷାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଖୋର୍ଧାରୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବର୍ଷା ପାଣି ଘରେ ପଶିଯାଇଥିବା ବେଳେ ଶୋଇଥିବା ବେଳେ ପାଣିରେ ବୁଡ଼ି ୩୫ ଦିନର ଶିଶୁର ଅକାଳ ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା…

୨ ବାଂଲାଦେଶୀ ଆତଙ୍କୀଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ରବିବାର ୨ ବାଂଲାଦେଶୀ ଆତଙ୍କବାଦୀଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ କେତେକ ପାସପୋର୍ଟ ଓ ବାଂଲାଦେଶ ମନ୍ତ୍ରଣାଳୟର ୧୦ ନକଲି ଷ୍ଟାମ୍ପ ଜବତ କରାଯାଇଛି । ଏହି ୨ଜଣଙ୍କ ନାମ ହେଲା ମହମ୍ମଦ ମୁସ୍ତାଫା ଓ ମହମ୍ମଦ ହୁସେନ । ୧୫ ଅଗଷ୍ଟ ପୂର୍ବରୁ ରାଜଧାନୀ ସୁରକ୍ଷା…

“ଓଡ଼ିଶା ଖୋଲୁନି ହୀରାକୁଦ ଗେଟ୍; ଛତିଶଗଡ଼ରେ ବନ୍ୟା ପରିସ୍ଥିତି”

ଭୁବନେଶ୍ୱର: ହୀରାକୁଦରେ ଗେଟ୍ ଖୋଲାଯାଉନି, ତେଣୁ ଛତିଶଗଡ଼ରେ ଭୟଙ୍କର ବନ୍ୟା ପରିସ୍ଥିତି । ଛତିଶଗଡ଼ ସରକାରର ମୁଖ୍ୟ ଯନ୍ତ୍ରୀ ରାକେଶ କୁମାର ନଗେରିଆ ଏହି ଅଭିଯୋଗ କରିଛନ୍ତି । ନଗେରିଆ କହିଛନ୍ତି ଯେ- ହୀରାକୁଦ କର୍ତ୍ତୃପକ୍ଷ ଠିକ୍ ଭାବେ ଗେଟ୍ ଖୋଲୁନାହାନ୍ତି ବୋଲି ଛତିଶଗଡ଼ରେ…

ଓଡ଼ିଶାରେ ବନ୍ୟା ପାଇଁ ଛତିଶଗଡ ଦାୟୀ କି? ଜବାବ ରଖିଲେ ଏସଆରସି

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାନଦୀରେ ଉପରମୁଣ୍ଡରେ ଲଗାଣ ବର୍ଷା ପରେ ରାଜ୍ୟରେ ମହାନଦୀ ଏବଂ ଏହାକୁ ସଂଲଗ୍ନ ହୋଇଥିବା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଛତିଶଗଡ ଉପରମୁଣ୍ଡରେ ରହିଛି । ତେଣୁ ତଳିଆ ଅଞ୍ଚଳକୁ ପାଣି ଆସୁଥିବାରୁ ବନ୍ୟା ପରିସ୍ଥିତି ଉପୁଜୁଛି ବୋଲି କୁହାଯାଉଛି। ଏପରି ସ୍ଥିତିରେ…

ସ୍ୱାଧୀନତା ଦିବସ ଓ ଗଣତନ୍ତ୍ର ଦିବସ ମଧ୍ୟରେ ପାର୍ଥକ୍ୟ କ’ଣ ? ଜାଣନ୍ତୁ ଇତିହାସ ଓ ମହତ୍ତ୍ୱ

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳୁଛି ଆଜାଦୀ କା ଅମୃତ ମହତ୍ସୋବ । ୧୯୪୭ ଅଗଷ୍ଟ ୧୫ରେ ଭାରତ, ଇଂରେଜ ଅଧୀନରୁ ମୁକ୍ତ ହୋଇ ସ୍ୱାଧୀନ ହୋଇଥିଲା । ସ୍ୱାଧୀନତା ପରେ ଏହି ଦିନକୁ ସ୍ୱତନ୍ତ୍ରତା ଦିବସ ରୂପେ ପାଳନ କରାଯାଉଛି । ଦେଶରେ ଧୁମଧାମରେ ଅଗଷ୍ଟ ୧୫ ସହ ଜାନୁଆରୀ…

ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସୁଛି: ଏସଆରସି

ଭୁବନେଶ୍ୱର: ଳଘୁଚାପ ଜନିତ ପ୍ରବଳ ବର୍ଷା ପରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ତେଣୁ ଆଗାମୀ ଦିନରେ ବନ୍ୟା ଆଶଙ୍କା ରହିଛି। ଉପୁଜିଥିବା ସ୍ଥିତି ଏବଂ ସମ୍ଭାବିତ ପାଣିପାଗ ରିପୋର୍ଟକୁ ଦେଖିଲେ ଏବେ ଏକ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବ ବୋଲି ଏସଆରସି କହିଛନ୍ତି।…