Latest Odisha News

BREAKING NEWS

Yearly Archives

2022

ପର୍ଯ୍ୟଟନ ସହିତ ବୟନ ଓ ହସ୍ତଶିଳ୍ପ ଗ୍ରାମ ସଂଯୋଗୀକରଣ; ଓଡ଼ିଶାର ରଘୁରାଜପୁର ସାମିଲ

ଭୁବନେଶ୍ୱର: ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡିକୁ ହସ୍ତଶିଳ୍ପ କ୍ଲଷ୍ଟରରେ ସଂଯୁକ୍ତ କରାଯାଇଛି । "ପର୍ଯ୍ୟଟନ ସହିତ ବୟନ ଶିଳ୍ପ ସଂଯୋଗୀକରଣ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଭିତିଭୂମି ସହାୟତା ପ୍ରଦାନ କରାଯାଉଛି ବୋଲି ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ଏକ ସୂଚନା ମିଳିଛି । ଏଥିରେ…

ସାଫ ୨୦ ବର୍ଷରୁ କମ୍ ଚାମ୍ପିୟନଶିପ: ଶ୍ରୀଲଙ୍କାକୁ ହରାଇ ଭାରତ ଆରମ୍ଭ କଲା ବିଜୟ ଅଭିଯାନ

ଭୁବନେଶ୍ୱର:କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସାଫ ୨୦ ବର୍ଷରୁ କମ ଚାମ୍ପିୟନଶିପରେ ଭାରତୀୟ ଫୁଟବଲ ଦଳ ପ୍ରଥମ ବିଜୟ ହାସଲ କରିଛି । ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଭାରତ ୪-୦ ଗୋଲରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା । ଏହି ମ୍ୟାଚରେ ଭାରତ ସମ୍ପୂର୍ଣ୍ଣ ଭାବେ ଶୃଙ୍ଖଳିତ ପ୍ରଦର୍ଶନ କରିଥିଲା ।…

ଉଦ୍ଧବଙ୍କୁ ଆଉ ଏକ ଝଟକା, ଏକନାଥଙ୍କୁ ସମର୍ଥନ କଲେ ପୁତୁରା ନୀହାର

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଆଜି ଶକ୍ତ ଝଟକା ଲାଗିଛି । ଶୁକ୍ରବାର ତାଙ୍କ ପୁତୁରା ନିହାର ଠାକରେ ବିଦ୍ରୋହୀ ଗୋଷ୍ଠୀଙ୍କ ସହ ହାତ ମିଳାଇଛନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିବା ସହ ସମର୍ଥନ କରିଛନ୍ତି । ଉଦ୍ଧବଙ୍କ ବଡ ଭାଇ…

କଲେଜ କ୍ୟାମ୍ପସ୍‌ରେ ଛାତ୍ରୀଙ୍କୁ ସ୍ମାର୍ଟଫୋନ୍‌ ମନା; ଆପତ୍ତିଜନକ ଭିଡିଓ ଦେଖୁଛନ୍ତି

ବ୍ରହ୍ମପୁର: କଲେଜରେ ଛାତ୍ରୀ ଆପତ୍ତିଜନିକ ଭିଡିଓ ଦେଖୁଛନ୍ତି । ପାଠ ପଢୁ ନାହାନ୍ତି । କ୍ଲାସ ଭିତରେ ବି ଫୋନ୍ ବ୍ୟବହାର କରୁଛନ୍ତି । ପାଠ ପଢ଼ାରେ ବ୍ୟାଘାତ କରୁଛନ୍ତି । ଥରେ ଆପତ୍ତିଜନକ ଭିଡିଓ ଦେଖିବାକୁ ବେଳେ ଅଧ୍ୟାପିକା ବାରଣ କରିବାରୁ ଛାତ୍ରୀମାନେ ତାଙ୍କୁ ଆକ୍ରମଣ କରିଥିଲେ ।…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ଦିନକୁ ଦିନ ବଢୁଛି ଷ୍ଟାର କଳି।  ଭୁବନେଶ୍ୱର ସତ୍ୟବିହାର ଘର ବାଲକୋନୀରୁ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ପ୍ରକୃତି ।  ଘର ଛାତ ଉପରକୁ ଆସି  ଯେମିତି ବାବୁସାନ୍ କହିଥିଲେ ସେମିତି ପ୍ରକୃତି ମଧ୍ୟ କହିଲେ । ସମୟ ଆସିଲେ ସବୁ କିଛି କହିବି । କିଛି ଏଭଳି ଢଙ୍ଗରେ…

ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟଣା; ବାପା ପରେ ପୁଅ ମୃତ

ବ୍ରହ୍ମପୁର: ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଅଶୋକ ନାୟକଙ୍କ ଚିକିତ୍ସା ଅବସ୍ଥାରେ ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା। ଗତ ୨୫ ତାରିଖରେ ଏହି…

ରାଜ୍ୟଗୋଷ୍ଠୀ କ୍ରୀଡା: ଶିବାଙ୍କ ପଂଚରେ ପାକିସ୍ତାନର ସୁଲେମାନ ଧରାଶାୟୀ

ବର୍ମିଂହାମ: ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ବକ୍ସର ଶିବା ଥାପ୍ପା ପାକିସ୍ତାନର ସୁଲେମାନ ବାଲୋଚଙ୍କ ଧରାଶାୟୀ କରି ପୁରୁଷ ୬୩.୬ କିଗ୍ରା କାଟାଗୋରୀର ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି । ଏହି ଫାଇଟ ସମ୍ପୂର୍ଣ୍ଣ ଭାବେ ଏକତରଫା ହୋଇଥିଲା । ୫ ଥର ଏସୀୟ…

ନାଗା ଚୈତନ୍ୟଙ୍କ ଘର କିଣିଲେ ସାମନ୍ଥା

ହାଇଦ୍ରାବାଦ: ଦକ୍ଷିଣ ଭାରତ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୂ ହାଇଦ୍ରାବାଦରେ ଏକ ଘର କରିଛନ୍ତି । ଏହି ଘରେ ସେ ପୂର୍ବତନ ପତି ନାଗା ଚୈତନ୍ୟଙ୍କ ସହ ରହୁଥିଲେ । ଫିଲ୍ମ ପ୍ରଡ୍ୟୁସର ମୁରଲୀ ମୋହନ ଏକ ସାକ୍ଷାତକାରରେ ଏହି ଖୁଲାସା କରିଛନ୍ତି । ମୋର ଅନେକଗୁଡିଏ ସ୍ମୃତି ଏହି ଘର ସହିତ ଜଡିତ…

ଅନୁରାଗ କାଶ୍ୟପଙ୍କ ଫିଲ୍ମରେ ଅଭିନୟ କରିବେ ସନ୍ନି ଲିୟୋନୀ

ମୁମ୍ବାଇ: ଅନୁରାଗ କାଶ୍ୟପ ଖୁବ ଶୀଘ୍ର ସନ୍ନି ଲିୟୋନୀଙ୍କୁ ନେଇ ଏକ ଫିଲ୍ମ କରିବାକୁ ଯାଉଛନ୍ତି । ଏଥିନେଇ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଛି । ଅନୁରାଗଙ୍କ ସହ ସନ୍ନି ଏକ ଫଟୋ ଶେୟାର କରି କହିଛନ୍ତି, ମୋ ସ୍ୱପ୍ନ ସାକାର ହେବାକୁ ଯାଉଛି । ଅନୁରାଗଙ୍କ ଭଳି ଜଣେ ନିର୍ଦ୍ଦେଶକଙ୍କ ଫିଲ୍ମ କରିବା…

[ଦେଖନ୍ତୁ ଭିଡିଓ] କାଶୀପୁର ବ୍ଲକରେ ବେକାବୁ ହଇଜା । ପୁନର୍ବାର ସ୍ଥିତି ଅନୁଧ୍ୟାନ କଲେ ଆରଏମଆରସି ଟିମ୍

ରାୟଗଡ଼ା  : ରାୟଗଡ଼ା କାଶୀପୁର ବ୍ଲକରେ ଆତଙ୍କ ସୃଷ୍ଟି କରିଥିବା ହଇଜା ନିୟନ୍ତ୍ରଣ ହେଉନାହିଁ ।  ଆକ୍ରାନ୍ତ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ମୃତ୍ୟୁ ସଂଖ୍ୟା ୧୨ ହେଲାଣି । ତେଣୁ ପୁନର୍ବାର ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଛନ୍ତି RMRC ଟିମ୍ । ବିଭିନ୍ନ ଗାଁରେ ହଇଜା ଆତଙ୍କ ।…