Latest Odisha News

BREAKING NEWS

Yearly Archives

2022

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ : ଜାଭେଲିନ ଥ୍ରୋୟର ଅନ୍ନୁ ରାନୀ ପ୍ରଥମ ଭାରତୀୟ ମହିଳା ଭାବେ ପ୍ରବେଶ କଲେ ଫାଇନାଲରେ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟସ୍ତରରେ ଭାରତୀୟ ଆଥଲେଟଙ୍କ ପ୍ରଦର୍ଶନରେ ସୁଧାର ଘଟିବାରେ ଲାଗିଛି । ଚଳିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ପ୍ରଥମ ଭାରତୀୟ ମହିଳା ଜାଭେଲିନ ଥ୍ରୋୟର ଭାବେ ଅନ୍ନୁ ରାନୀ ଫାଇନାଲରେ ପ୍ରବେଶ କରିଛନ୍ତି । ଗ୍ରୁପ ବି ଯୋଗ୍ୟତା ପର୍ଯ୍ୟାୟରେ ସେ ୫୯.୬୦ ମିଟର ଦୂରତାକୁ…

୧୦୮ ବର୍ଷ ପରେ ଇତିହାସ ରଚିଲେ ପୂଜାରା

ଲଣ୍ଡନ: ଚଳିତ କାଂଉଟି କ୍ରିକେଟରେ ଚେତେଶ୍ୱର ପୂଜାରାଙ୍କ ଚମତ୍କାର ପ୍ରଦର୍ଶନ ଜାରୀ ରହିଛି । ସସେକ୍ସ ପକ୍ଷରୁ ଖେଳୁଥିବା ପୂଜାରା ୧୦ଟି ଇନିଂସରେ ୩ଟି ଦ୍ୱିଶତକ ମାରି ସାରିଲେଣି । ଏହା ବ୍ୟତୀତ ୧୭୦ ଓ ୧୦୯ ରନର ଇନିଂସ ମଧ୍ୟ ଖେଳିଛନ୍ତି । ୧୧୮ ବର୍ଷ ପରେ ସେ ସସେକ୍ସ ପକ୍ଷରୁ ଗୋଟିଏ ସିଜନରେ…

କିଏ ଯିବେ ରାଇସିନା ହିଲ୍ ? ରାଷ୍ଟ୍ରପତି ନିର୍ବାଚନ ଭୋଟ୍ ଗଣତି ଜାରି

ନୂଆଦିଲ୍ଲୀ: ଦ୍ରୌପଦୀ ମୁର୍ମୁ ନା ଯଶୱନ୍ତ ସିହ୍ନା ? କିଏ ଯିବେ ରାଇସିନା ହିଲ୍ ? ରାଷ୍ଟ୍ରପତି ପଦ ପାଇଁ ୧୮ ତାରିଖରେ ହୋଇଥିବା ନିର୍ବାଚନର ଆଜି ଭୋଟ୍ ଗଣତି ଚାଲିଛି । ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନା ଓ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲେ…

ଉତ୍ସବ ମୁଖର ମୟୂରଭଞ୍ଜ ଦ୍ରୌପଦୀଙ୍କ ପାଇଁ ୫୦ କୁଇଣ୍ଟାଲ ଲଡୁ

 ବାରିପଦା :  ଆଜି ଆସିବ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ। ସମର୍ଥନ ଦୃଷ୍ଟିରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇପାରନ୍ତି ମୟୂରଭଞ୍ଜର ଝିଅ ଦ୍ରୌପଦୀ ମୁର୍ମୁ। ନିର୍ବାଚନରେ ବାଜିମାତ୍ କଲେ ଦେଶର ମହାମହିମ ହେବେ ଜଣେ ଓଡ଼ିଆ ଝିଅ। ତେବେ ନିର୍ବାଚନୀ ଫଳାଫଳ ଘୋଷଣା ପୂର୍ବରୁ ଖୁବ୍ ଉତ୍ସାହିତ…

ଆଜି ବି ରାଜ୍ୟରେ ୧୧୦୦ ଉପରେ ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଗତକାଲି ୧୧୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୯୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୯୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୯୭ ଜଣ…

ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷା, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର : ଗୁରୁବାରଠାରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ଅଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ । ସ୍ଥାନେ ସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ପରବର୍ତ୍ତୀ ୧୪ ଘଣ୍ଟା ଅର୍ଥାତ୍‌ ଶୁକ୍ରବାର ସକାଳରୁ ଶନିବାର ପର୍ଯ୍ୟନ୍ତ ଜଗତ୍‌ସିଂହପୁର, ପୁରୀ,…

ଜୀବନ ଯୁଦ୍ଧରେ ହାରିଗଲେ ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର

ଭୁବନେଶ୍ୱର: କର୍କଟ ସହ ଲଢ଼ୁଥିଲେ, ହେଲେ ଜୀବନ ଯୁଦ୍ଧରେ ହାରିଗଲେ । ବୁଧବାର ବିଳମ୍ବିତ ରାତିରେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କ ବିୟୋଗ ଘଟିଛି । ବିଳମ୍ବିତ ରାତିରେ ରାଜେଶ୍ୱରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ପ୍ରଥମେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୦  ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରତ୍ନସିଂହାସନ ପରେ ସବୁଠାରୁ ମହତ୍ୱପୂର୍ଣ୍ଣ ମଣ୍ଡପ ହେଲା ବ୍ରହ୍ମlସନ ବା ମୁକ୍ତି ମଣ୍ଡପ। ପ୍ରଥମେ ଏହାର ସ୍ୱରୂପ ସ୍ତମ୍ଭ ଓ ଛାତ ବିହୀନ ମୁକ୍ତ ଥିଲା…

ଭାଷା ଭାଗବତ : ସାମୂହିକ କ୍ଷତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୪ ସମୟ ସରେ ଲେଖି ପଢ଼ି ଭାଷାଟେ ଯାଉଥାଏ ବଢ଼ି ଅଳପ ଗପ, ଗୀତ ଗଢ଼ି ଆଗକୁ ରଖି ଦେଉଁ ଛାଡ଼ି ପଢ଼ାଲେଖାରୁ ପ୍ରାପ୍ତ ଜ୍ଞାନ ନ କଲେ ସ୍ବଭାବ ଗଠନ ସ୍ମୃତିରେ ରହି ସଂରକ୍ଷିତ କରିପାରେନି ବେଶି ହିତ ଜ୍ଞାନର ଅପ୍ରୟୋଗ ଯୋଗୁଁ ଯେଉଁ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୪୭)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ସନ୍ଧ୍ୟା ଆଗମନରେ ଉଭୟ ପକ୍ଷରୁ ଯୁଦ୍ଧ ବିରତିର ଘୋଷଣା କରାଗଲା। ସେହି ରାତ୍ରୀ ଅସୁରମାନଙ୍କର ଉଲ୍ଲାସର ସୀମା ନାହିଁ। ମେଘନାଦ ଆଜି ବୀର ଲକ୍ଷ୍ମଣଙ୍କୁ ଆସନ୍ନ ମୃତ୍ୟୁମୁଖରେ ଛାଡ଼ି ଆସିଛନ୍ତି। ବିଜୟର ସମ୍ଭାବନା ସୁନିଶ୍ଚିତ।…