Latest Odisha News

BREAKING NEWS

Yearly Archives

2022

ସ୍କୁଲ ବସରେ ଲାଗିଲା ନିଆଁ। ବଡ ଦୁର୍ଘଟଣାରୁ ବର୍ତ୍ତିଲେ ୨୧ ଛାତ୍ରଛାତ୍ରୀ

ଦିଲ୍ଲୀ  : ଅଳ୍ପକେ ବିପଦରୁ ବର୍ତ୍ତିଗଲେ ଛାତ୍ରଛାତ୍ରୀ।  ରାଜଧାନୀ ଦିଲ୍ଲୀରେ ରୋହିଣୀ ଅଞ୍ଚଳରେ ଦ୍ୱିପ୍ରହରରେ ବଡ ଦୁର୍ଘଟଣା ଘଟିଛି । ଏଥିରେ ଅନେକ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ରୋହିଣୀ ଅଞ୍ଚଳର ସେକ୍ଟର-୭ରେ ଏକ ବେସରକାରୀ ସ୍କୁଲ ବାଲଭାରତୀର ବସରେ ଅଚାନକ ନିଆଁ…

[ଦେଖନ୍ତୁ ଭିଡିଓ] ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଗର୍ବ: ପ୍ରବାସୀ ଓଡ଼ିଆଙ୍କ ସହ ପାରମ୍ପରିକ ନୃତ୍ୟରେ ଝୁମିଲେ…

ଦିଲ୍ଲୀ : ପ୍ରଥମ ଓଡ଼ିଆ ଏବଂ ଦେଶର ପ୍ରଥମ ଜନଜାତି ମହିଳା ଭାବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବାକୁ ଯାଉଛନ୍ତି । ଏହି ଅବସରରେ ଦିଲ୍ଲୀରେ ବସବାସ କରୁଥିବା ବିଶିଷ୍ଟ ବ୍ୟକ୍ତିବିଶେଷ ଓ ପ୍ରବାସୀ ଓଡ଼ିଆ ଭାଇ-ଭଉଣୀମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…

ଭାରତ ବିରୋଧୀ ୭୪୭ଟି ୱେବସାଇଟ ଏବଂ ୯୪ ୟୁଟ୍ୟୁବ ଚ୍ୟାନେଲ ନିଷିଦ୍ଧ

ନୂଆଦିଲ୍ଲୀ: ଭାରତ ବିରୋଧୀ ମିଛ ଖବର ଏବଂ ସୂଚନା ପ୍ରସାରଣ କରୁଥିବା ୭୪୭ଟି ୱେବସାଇଟ ଏବଂ ୯୪ ୟୁଟ୍ୟୁବ ଚ୍ୟାନେଲକୁ ନିଷିଦ୍ଧ ଗତ ୨୦୨୧-୨୨ରେ ନିଷିଦ୍ଧ କରାଯାଇଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଗୁରୁବାର ସଂସଦରେ ଏହି ସୂଚନା ଦେଇଛନ୍ତି । ପ୍ରଶ୍ନକାଳରେ ଏକ…

ଶ୍ରୀଲଙ୍କାରେ ହେବନି ଏସିଆ କପ କ୍ରିକେଟ

କଲମ୍ବୋ: ଶ୍ରୀଲଙ୍କା କ୍ରିକେଟ ବୋର୍ଡ ବର୍ତମାନ ପରିସ୍ଥିତିରେ ଏସିଆ କପ ଆୟୋଜନ କରିବା ସମ୍ଭବପର ନୁହେଁ ବୋଲି ଏସିଆନ କ୍ରିକେଟ କାଉନସିଲକୁ ବିଧିବଦ୍ଧ ଭାବେ ଜଣାଇ ଦେଇଛି । ଶ୍ରୀଲଙ୍କାରେ ଆର୍ଥୀକ ଓ ରାଜନୈତିକ ସଙ୍କଟ ଚାଲିଛି । ଦେଶରେ ଅସ୍ଥିରତା ଲାଗି ରହିଥିବା ବେଳେ ଏତେ ବଡ ଟୁର୍ଣ୍ଣାମେଂଟ…

[ଦେଖନ୍ତୁ ଭିଡିଓ] କାଶୀପୁରର ୨୦ ଗାଁକୁ ବ୍ୟାପିଲାଣି ହଇଜା, ଗାଁ ଗାଁ ବୁଲି ସ୍ଥିତି ପରଖିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାୟଗଡ଼ା: କାଶୀପୁରରେ ବ୍ୟାପୁଛି ହଇଜା । ସଚେତନତା ସତ୍ତ୍ୱେ ଡାଇରିଆ ନିୟନ୍ତ୍ରଣକୁ ଆସୁନି । ଗୋଟିଏ ପରେ ଗୋଟିଏ ଗାଁକୁ ହଇଜା ବ୍ୟାପୁଥିବା ବେଳେ ୮ ଜଣଙ୍କ ଜୀବନ ଗଲାଣି । ଯାଞ୍ଚରୁ ଜଣାପଡ଼ିଛି ଦୂଷିତ ପାଣି ପାଇଁ ହଇଜା ବ୍ୟାପୁଛି । ଆଜି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର…

ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପୂର୍ବରୁ ଉତ୍ସବମୁଖର ରାଇରଙ୍ଗପୁର

ରାଇରଙ୍ଗପୁର: ମାଟିର ମହିଳା ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପୂର୍ବରୁ ରାଇରଙ୍ଗପୁର ଉତ୍ସବମୁଖର ହୋଇଯାଇଛି । ରଙ୍ଗ ଖେଳ, ବାଣ, ବାଦ୍ୟ, ବାଜା ସାଙ୍ଗକୁ ପାରମ୍ପରିକ ନୃତ୍ୟରେ ଦୁଲୁକୁଛି ରାଇରଙ୍ଗପୁର ରାସ୍ତା । ପୁରା ଜିଲ୍ଲା ବାସୀ ମଉଜ ମନରେ ଅଛନ୍ତି । ରାଇରଙ୍ଗପୁର ସହର ଏବଂ ଦ୍ରୌପଦୀଙ୍କ ଘର…

ଫର୍ମ ଫେରି ପାଇବା ପାଇଁ ଜିମ୍ବାୱେ ବିପକ୍ଷରେ ଖେଳି ପାରନ୍ତି କୋହଲି !

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଫର୍ମ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଟି୨୦ ବିଶ୍ୱକପ ପୂର୍ବରୁ କୋହଲି ମଧ୍ୟ ଫର୍ମକୁ ଫେରିବା ପାଇଁ ବ୍ୟଗ୍ର ହୋଇ ଉଠିଛନ୍ତି । ରିପୋର୍ଟ ମୁତାବକ କୋହଲି ଜିମ୍ବାୱେ ବିପକ୍ଷ ସିରିଜ ଖେଳିବାକୁ ଚାହୁଁଛନ୍ତି ।…

[ଦେଖନ୍ତୁ ଭିଡିଓ] ରାଷ୍ଟ୍ରପତି ନିର୍ବାଚନ: ପ୍ରଥମ ରାଉଣ୍ଡ ଫଳାଫଳରେ ମୁର୍ମୁ ଆଗୁଆ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନର ପ୍ରଥମ ରାଉଣ୍ଡ ଫଳାଫଳ ଆସିଛି । ପ୍ରଥମ ରାଉଣ୍ଡରେ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ମିଳିଛି ୨୦୮ ଭୋଟ୍ । ସମୁଦାୟ ଭୋଟ୍‌ରୁ ୧୫ଟି ଭୋଟ୍ ନାକଚ ହୋଇଥିବା ଜଣାପଡ଼ିଛି ।…

ପୁରୀରୁ ୨୬୭ ଗ୍ରାମର ବ୍ରାଉନସୁଗର ଜବତ, ୫ ମହିଳାଙ୍କ ସହ ନିଶା ବେପାରୀ ଗିରଫ

ପୁରୀ: ଶ୍ରୀକ୍ଷେତ୍ରରେ ବଢ଼ୁଛି ନିଶା କାରବାର । ମାଧ୍ୟମ ସାଜିଛନ୍ତି ମହିଳା । ମହିଳାଙ୍କୁ ଢାଲ କରି ନିଶା କାରବାର କରୁଛନ୍ତି ମାଫିଆ । ପୁରୀ ବାସେଳି ଥାନା ଅନ୍ତର୍ଗତ ନୋଳିଆ ସାହି ଅଞ୍ଚଳରୁ ୨୭୬ ଗ୍ରାମ ବ୍ରାଉନସୁଗର ଜବତ କରିଛି ପୋଲିସର ସ୍ପେଶାଲ୍ ସ୍କ୍ୱାଡ୍ । କାରବାରରେ ସମ୍ପୃକ୍ତ ନୋଳିଆ…

ଘୁମୁସର ବନଖଣ୍ଡରେ ଦନ୍ତା ହାତୀ ମୃତଦେହ ଜବତ, ଦାନ୍ତ ଚୋରି

ବ୍ରହ୍ମପୁର: ଗଞ୍ଜାମ ଜିଲା ଉତ୍ତର ଘୁମୁସର ବନଖଣ୍ଡରେ ଏବେ ଅସୁରକ୍ଷିତ ହୋଇପଡ଼ିଛନ୍ତି ଦନ୍ତା ହାତୀ।ବୁଧବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବନାଞ୍ଚଳ ଓ ବେଲଗୁଣ୍ଠା ସେକ୍ସନ୍ ତଥା ଜଗନ୍ନାଥପ୍ରସାଦ ବ୍ଲକ୍ ଝାଡ଼ଭୂମି ପଞ୍ଚାୟତ କନ୍ଧନୂଆପଲ୍ଲୀ ଗ୍ରାମ ନିକଟ କାଜୁ ଜଙ୍ଗଲ ଭିତରୁ ଗୋଟିଏ ଦନ୍ତାହାତୀର…