Latest Odisha News

BREAKING NEWS

Yearly Archives

2022

ନିର୍ମଳାଙ୍କ ୪ର୍ଥ ବଜେଟ୍: ପ୍ରସ୍ତୁତିରେ ଅର୍ଥମନ୍ତ୍ରୀଙ୍କ ସାଥୀ କିଏ

ନୂଆଦିଲ୍ଲୀ:ଫେବୃଆରୀ ୧ରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିବେ ୨୦୨୩ ପାଇଁ ସାଧାରଣ ବଜେଟ । ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ମୋଦି ସରକାରଙ୍କର ୨ୟ ବାରିର ଶେଷ ବଜେଟ ଉପସ୍ଥାପିତ ହେବ ସଂସଦରେ । କରୋନା ମହାମାରୀ ପରେ ଭାରତରେ ଘରୋଇ ଅର୍ଥନୀତିରେ ସମାନ୍ୟ ସୁଧାର…

ମଥୁରା ନଗରୀରୁ ଦିଲ୍ଲୀକୁ ଟ୍ରେନ୍ ଚଳାଚଳ ପାଇଁ ମହାରାଜା କଂସଙ୍କ ନିର୍ଦ୍ଦେଶ

ବରଗଡ଼଼: ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ କମ୍ପୁଛି ବରଗଡ଼ । କଂସଙ୍କ ଦରବାରରେ ଚାଲିଛି ହିସାବ ନିକାଶ । ସେପଟେ ଗୋପପୁରରେ ବି ଉତ୍ସବ ଚାଲିଛି । ଧନୁଯାତ୍ରା ଜମି ଆସୁଥିବା ବେଳେ ମହାରାଜା କଂସ ମଥୁରା ନଗରୀରୁ ଦିଲ୍ଲୀକୁ ଟ୍ରେନ୍ ଚଳାଚଳ କରିବାକୁ ସମ୍ବଲପୁର ଡିଆରଏମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

ଫ୍ଲାସବ୍ୟାକ୍ ୨୦୨୨: ବିଶ୍ୱ ଭୁଲିନପାରିବା ଭଳି କେତେକ ଘଟଣାବଳୀ

ବ୍ୟୁରୋ: ୨୦୨୩ ପାଖେଇ ଆସୁଛି । ବିଦାୟ ନେବ ୨୦୨୨ । ଚଳିତବର୍ଷ ସାରା ବିଶ୍ୱରେ ଚହଳ ପକାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ମନେ ରଖିବେ ବିଶ୍ୱବାସୀ । କିଛି ଘଟଣା ଇତିହାସ ହୋଇ ରହିବ । https://www.youtube.com/watch?v=05ulU1TfZ4M ଯେମିତିକି; ଋଷ-ୟୁକ୍ରେନ ଯୁଦ୍ଧ…

ହାଜର ପାଇଁ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦିଲ୍ଲୀ କୋର୍ଟଙ୍କ ସମନ

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଜର ପାଇଁ ସମନ ଜାରି କରିଛନ୍ତି ଦିଲ୍ଲୀ ପଟିଆଲା କୋର୍ଟ । ଜାନୁଆରୀ ୪ ତାରିଖରେ ହାଜର ପାଇଁ କୋର୍ଟ ସମନ କରିଛନ୍ତି । କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଷ୍ଟାଫଙ୍କ ପ୍ରତି ବର୍ଷା ଦେଇଥିବା ଜାତିଆଣ ଆକ୍ଷେପ ମାମଲାରେ…

ନିଷ୍ଠୁର ଡିସେମ୍ବର: ଗଲାବେଳେ ସବୁବେଳେ କନ୍ଦେଇଥାଏ

ପୁରୀ: ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ସମସ୍ତେ ଆଗ୍ରହୀ ହେଉଥିବା ବେଳେ ଶୁକ୍ରବାର ଏ ଭଳି କେତେଗୁଡିଏ ଘଟଣା ଘଟିଗଲା ଯେ, ସମସ୍ତଙ୍କ ଆଖି ଛଳଛଳ ହୋଇ ଯାଇଥିଲା । ଏଥର ନୁହେଁ ସବୁବେଳେ ଡିସେମ୍ବର ଯିବା ପୂର୍ବରୁ ଆଖିରେ ଲୁହ ଦେଇ ଯାଇଥାଏ । ପ୍ରଥମେ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ ଏବଂ…

ହୃଦୟ ଜିଣିଛି ହଦଗଡ..ଥରେ ଗଲେ ଫେରିବାକୁ ମନବଳୁନି

ହାଟଡିହି: ଏପଟେ ଡ୍ୟାମ..ସେପଟେ ଡ୍ୟାମ.. ମଝିରେ ବିସ୍ତୀର୍ଣ୍ଣ ନୀଳ ଜଳରାଶି । ସବୁଜ ପଣତ ଉଡେଇ ଯେମିତି ଚାରିପଟେ ନାଚୁଛି ଫୁଲେଇ ପ୍ରକୃତି.. । ଯିଏ ଥରେ ଯାଉଛି ସେ ତାର ପ୍ରେମରେ ପଡିଯାଉଛି । ଘଡିଏ ପାଇଁ ଯାଇ ଫେରିବାକୁ ମନ କରୁନି ।  ଏ ହେଉଛି ପ୍ରାକୃତିକ ସୗେନ୍ଦର୍ଯ୍ୟରେ ବିମଣ୍ଡିତ…

ଶୀଘ୍ର ପାଣି ଭିତରେ ଦୌଡ଼ିବ ମେଟ୍ରୋ

କୋଲକାତା: ପାଣି ଭିତରେ ଚାଲିବ ମେଟ୍ରୋ ଟ୍ରେନ୍ । ବିଦେଶରେ ପାଣି ଭିତରେ ଟ୍ରେନ୍ ଚାଲୁଥିବା ଆପଣ ଦେଖିଥିବେ । ଏବେ ଭାରତରେ ଏହା ସତ ହେବାକୁ ଯାଉଛି । ଖୁବଶୀଘ୍ର କୋଲକାତାରେ ପାଣି ଭିତରେ ମେଟ୍ରୋ ଟ୍ରେନ୍ ଦୌଡ଼ିବ । ଏନେଇ କାମ ଚାଲିଥିବା ବେଳେ ୨୦୨୩ ମସିହା ସୁଦ୍ଧା ପ୍ରକଳ୍ପ ସମ୍ପୂର୍ଣ୍ଣ…

ରାହୁଲ ସୁରକ୍ଷା ପ୍ରୋଟକଲ ଭାଙ୍ଗୁଛନ୍ତି-ସିଆରପିଏଫ ଅଭିଯୋଗକୁ ଦୋହରାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ସିଆରପିଏଫ ପରେ ଦିଲ୍ଲୀ ପୋଲିସ ଆଣିଲା ସମାନ ଅଭିଯୋଗ । ସାଂସଦ ରାହୁଲ ଗାନ୍ଧି ନିଜେ ସୁରକ୍ଷା ପ୍ରୋଟକଲ ଭାଙ୍ଗୁଛନ୍ତି    । ଦିଲ୍ଲୀରେ ତାଙ୍କର ସୁରକ୍ଷା ବ୍ୟବସ୍ଥା ସବୁ ଠିକାଠାକ ଥିଲା ବୋଲି କହିଛି ଦିଲ୍ଲୀ ପୋଲିସ । ରାହୁଲ ଗାନ୍ଧିଙ୍କ ସୁରକ୍ଷା ପୋର୍ଟକଲ ସମ୍ପର୍କିତ…

ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି, ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ଜୁନିଅର ଏକଜୁକ୍ୟୁଟିଭ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ଏଟିସି, ମ୍ୟାନେଜର ଓ ସିନିୟର ଆସିଷ୍ଟାଣ୍ଟ ପଦରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦରେ ନିଯୁକ୍ତି ଲାଗି ୨୦୨୩ ଜାନୁଆରୀ ୨୧ ଯାଏ ଆଶାୟୀ ଅନଲାଇନରେ ଆବେଦନ କରି…

ଆଙ୍ଗ ସାନ ସୁ କିଙ୍କ ଜେଲଦଣ୍ଡ ଆଉ ୭ ବର୍ଷ ବୃଦ୍ଧି କଲା ମ୍ୟାନାମାର

ନାଏପିଡାଉ: ମ୍ୟାନାମାରର ନୋବେଲ ପୁରସ୍କାର ବିଜେତା ଆଙ୍ଗ ସାନ ସୁ କିଙ୍କ ଜେଲଦଣ୍ଡ ଆଉ ୭ ବର୍ଷ ପାଇଁ ବୃଦ୍ଧି କରିଛନ୍ତି । ମ୍ୟାନାମାର କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ହେଲିକପ୍ଟର ନିଯୁକ୍ତି ଓ ରକ୍ଷଣାବେକ୍ଷଣା ସହ ଜଡିତ ଦୁର୍ନୀତି ଅଭିଯୋଗରେ ତାଙ୍କୁ ଦଣ୍ଡିତ କରାଯାଇଛି । ସେ କିନ୍ତୁ…