Latest Odisha News
Yearly Archives

2022

ବନାରସୀ ଶାଢ଼ୀ ଡିଜାଇନର କେକ୍‌ କରି ଚର୍ଚ୍ଚାରେ ମହିଳା

 ପୁଣେ : କେକ୍‌ ତ ସମସ୍ତଙ୍କର ପସନ୍ଦ  । ସାଧାରଣତଃ ଆପଣମାନେ ଚକୋଲେଟ କେକ୍‌,ଷ୍ଟ୍ରବେରୀ କେକ୍‌ଠାରୁ ଆରମ୍ଭ କରି ବିଭିନ୍ନ କେକ୍‌ ଦେଖିଥିବେ କେବେ କଣ ଆପଣ ଦେଖିଛନ୍ତି ବନାରସୀ କେକ୍‌  । ନାଁ ଟା ଶୁଣି ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ କିନ୍ତୁ ଏହି ବନାରସୀ କେକ୍‌ ତିଆରି କରି…

ବିକିନି ପିନ୍ଧି ସୋଶିଆଲ ମିଡିଆରେ ଚାକିରି ମାଗିଲେ ମହିଳା

ଲଣ୍ଡନ: ଆଜିକାଲି ସୋଶିଆଲ ମିଡିଆରେ ଅନେକ ଗ୍ରୁପ ରହିଛି ଯେଉଁଥିରେ ଚାକିରୀ ସମ୍ପର୍କିତ ସୂଚନା ମିଳିଥାଏ । ଲିଙ୍କଡିନ ପରି ପ୍ଲାଟଫର୍ମରୁ ଆସି ଏବେ ଲୋକେ ଫେସବୁକ, ଇନଷ୍ଟାଗ୍ରାମରେ ମଧ୍ୟ ଜବ ପାଇଁ ସ୍ୱତନ୍ତ୍ର ପେଜ ତିଆରି କରୁଛନ୍ତି । ଆପଣ ଯଦି ଚାକିରି ଖୋଜୁଛନ୍ତି ଏବଂ ସୋସିଆଲ ମିଡିଆରେ…

ସାମ୍ବାଦିକଙ୍କୁ ଏଲନ ମସ୍କଙ୍କ ଟାର୍ଗେଟ; ସସ୍ପେଣ୍ଡ କଲେ ଆକାଉଣ୍ଟ

ସାନ ଫ୍ରାନ୍ସିକୋ: ଟୁଇଟରକୁ ନେଇ ଏଲନ ମିସ୍କଙ୍କ ପରୀକ୍ଷା ନିରୀକ୍ଷା ଶେଷ ହେଉନି । କର୍ମଚାରୀ ଛଟେଇ, ବ୍ଲୁ ଟିକ ପାଇଁ ଟଙ୍କା ବଢାଇବା, କଟକଣା ଜାରି କରିବା ପରେ ଏବେ ସାମ୍ବାଦିକଙ୍କ ପଛରେ ପଡିଛନ୍ତି ମସ୍କ । ଏକାଧିକ ସାମ୍ବାଦିକଙ୍କ ଟ୍ୱିଟର ଆକାଉଣ୍ଟକୁ ସସ୍‌ପେଣ୍ଡ କରିଛନ୍ତି ମସ୍କ  । ଏହି…

ହଠାତ ୨ ବର୍ଷର ଶିଶୁକୁ ଗିଳିଦେଲା ହିପ୍ପୋ, ଆଉ ତା ପରେ….

କମ୍ପାଲା: ଆଫ୍ରିକା ଦେଶ ୟୁଗାଣ୍ଡାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସମ୍ମୁଖକୁ ଆସିଛି । ଏଠାରେ ମାଆ ସହିତ ୨ ବର୍ଷର ଛୋଟ ପିଲାଟି ଗାଧେଇବାକୁ ଏଡୱାର୍ଡ ହ୍ରଦ ନିକଟକୁ ଆସିଥିଲା । ମାଆ ଶୌଚ ହେଉଥିବା ବେଳେ ହଠାତ ଏକ ହିପ୍ପୋ ଆସି ପିଲାଟିକୁ ଗିଳି ଦେଇଥିଲା । ମାଆ କୂଳକୁ ଦୌଡି ଆସି ପାଟିତୁଣ୍ଡ…

୪ ପାଦ ଥାଇ ଜନ୍ମ ହେଲା ଝିଅ, କଟାଯିବ ପାଦ

ଭୋପାଳ: ଯାଆଁଳା ଛୁଆ ଜନ୍ମ ଅବା ଉଭୟଙ୍କ ହୃଦୟ ଯୋଡ଼ି ହୋଇ ଜନ୍ମ ହେବା ବିରଳ । ମଧ୍ୟପ୍ରଦେଶର ଗ୍ୱାଲିୟରର କମଳା ରାଜା ହସ୍ପିଟାଲର ଶିଶୁ ରୋଗ ଏକ ନିଆରା ନବଜାତକ ଜନ୍ମ ହୋଇଛି । ଜନ୍ମିତ ନବଜାତ ଶିଶୁକନ୍ୟାର ୪ଟି ପାଦ ରହିଛି । ଯାହା ପରେ ଡାକ୍ତରୀ ଦଳ ଛୁଆଟିର ଯାଞ୍ଚ କରିଛନ୍ତି । ଜନ୍ମ…

ଭିକ ମାଗି ଚଳୁଥିବା ପିଲା ହଠାତ ହେଲା କୋଟିପତି

ସହରାନପୁର: କରୋନା ମହାମାରୀ ସମୟରେ ମାଆଙ୍କ ମୃତ୍ୟୁ ପରେ ୧୦ ବର୍ଷର ଛୋଟ ପିଲା ଶାହଜେବ ଅସହାୟ ହୋଇ ପଡିଥିଲା । ଭୋକର ଜ୍ୱାଳା ମେଂଟାଇବା ପାଇଁ ସେ ଭିକ ମାଗି ଚଳୁଥିଲା । ସେ କେବେ ବି ଭାବି ନ ଥିବା ଯେ, ହଠାତ ତାର ଭାଗ୍ୟ ବଦଳିଯିବ । କଲିୟରରେ ସେ ଭିକ ମାଗୁଥିବା ବେଳେ ହଠାତ ତାଙ୍କ ଗ୍ରାମର…

କେମିତି କମୁଛି ଓଡ଼ିଶାରେ ଉତ୍ପାଦିତ ଲୁହା ପଥରର ମାନ ? ସଂସଦରେ ତଦନ୍ତ ଦାବି କଲେ ଅପରାଜିତା

ନୂଆଦିଲ୍ଲୀ: ସସଂଦରେ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଓଡ଼ିଶାରେ ଖଣି ଖନନରେ ଦୁର୍ନୀତି ହୋଇଥିବା ଅପରାଜିତା ଅଭିଯୋଗ କରିଛନ୍ତି । କହିଛନ୍ତି ଓଡ଼ିଶା ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ଏକାଧିକ ଲୁହା ପଥର ଖଣି ନିଲାମ କରିଥିଲେ ।…

ପାକିସ୍ତାନ ମୁଖା ଖୋଲିଲେ, ହିଲାରୀଙ୍କ ବୟାନକୁ ମନେ ପକାଇ ଉତ୍ତର ଦେଲେ ଜୟଶଙ୍କର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଫୋରମରେ ପୁଣି ବେଇଜ୍ଜତ ହେଲା ପାକିସ୍ତାନ । ପାକିସ୍ତାନର ମୁଖା ଖୋଲିଦେଲା ଭାରତ । ଆତଙ୍କବାଦକୁ ନେଇ ଭାରତ ଖାଲି ପାକିସ୍ତାନକୁ ନୁହେଁ ଆମେରିକାକୁ ମଧ୍ୟ ଛାଡିନି । ପୁରୁଣା ଚେତାବନୀର ସ୍ମୃତିକୁ ରୋମନ୍ଥନ କରି ଏହାକୁ ସୁଧାରିବା ପାଇଁ ପରାମର୍ଶ ଦେଇଛି ଭାରତ ।…

ସାବଧାନ ! ଆଉ ପାଣି ନୁହେଁ, ଆକାଶରୁ ବର୍ଷିବ ପ୍ଲାଷ୍ଟିକ

ନୂଆଦିଲ୍ଲୀ: ଆକାଶରୁ ପାଣି ବଦଳରେ ବର୍ଷୁଛି ପ୍ଲାଷ୍ଟିକ । ଆଜ୍ଞା ହଁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ସତ । ଦୁନିଆର ସବୁଠି କମ୍ ପ୍ରଦୂଷିତ ସ୍ଥାନ ମଧ୍ୟରୁ ନ୍ୟୁଜିଲାଣ୍ଡ ଅନ୍ୟତମ । ଏବେ ନ୍ୟୁଜିଲାଣ୍ଡର ଅକଲାଣ୍ଡ ସହରରେ ପ୍ଲାଷ୍ଟିକ ବର୍ଷା ହେଉଛି । ଯେଉଁଥି ପାଇଁ ଛାତର ପ୍ରତି ବର୍ଗ ମିଟରରେ…

କୀଭ ଉପରେ ଆକ୍ରମଣ ନେଇ ରୁଷର ୨ ଲକ୍ଷ ସେନା ପ୍ରସ୍ତୁତ

କୀଭ: ରୁଷ ଓ ୟୁକ୍ରେନ ଯୁଦ୍ଧ ୧୦ ମାସରେ ପଂହଚିଲାଣି । ଏହା କମିବ ପରିବର୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ୟୁରୋପୀୟ ୟୁନିୟର ରିପୋର୍ଟ ଅନୁସାରେ ରୁଷ ପୁନର୍ବାର କୀଭ ଉପରେ ଆକ୍ରମଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି । ସେଥିପାଇଁ ୨ ଲକ୍ଷ ସେନା ପ୍ରସ୍ତୁତ ରହିଛି । ୨୦୨୩ ଆରମ୍ଭରେ…