Latest Odisha News

BREAKING NEWS

Yearly Archives

2022

ଆଜିଠୁ ମକର ସଂକ୍ରାନ୍ତି ଯାଏଁ ମହାପ୍ରଭୁଙ୍କ ପାଖରେ ଲାଗି ହେବ ପହିଲି ଭୋଗ

ପୁରୀ : ଆଜି ହେଉଛି ପବିତ୍ର ଧନୁ ସଂକ୍ରାନ୍ତି । ଏହି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କ ଶ୍ରୀ ମନ୍ଦିରରେ ଲାଗି ହୋଇଛି ପହଲି ଭୋଗ । ତେବେ ଏହି ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି  ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପାଖରେ ଲାଗି ହେବ ପହିଲି ଭୋଗ । ଏଥିପାଇଁ ଶ୍ରୀମନ୍ଦିର…

ସିଗାରେଟ୍, ତମାଖୁ ବ୍ୟାନ କଲା ଦିଲ୍ଲୀ ଏମ୍ସ: ଖିଲାପକାରୀ ଦେବେ ଜରିମାନା

ନୂଆଦିଲ୍ଲୀ: ଡାକ୍ତର ହେଉ ଅବା ରୋଗୀ କିମ୍ୱା କର୍ମଚାରୀ ସମସ୍ତଙ୍କ ପାଇଁ ଦିଲ୍ଲୀ ଏମ୍ସ ଭିତରେ ଲାଗିଲା କଟକଣା । ଏମ୍ସକୁ ସିଗାରେଟ ଓ ଗୁଟଖା ନେଇ ଯିବେ ନାହିଁ ଏମାନେ । ଯଦି ନିୟମ ଖିଲାପ କରନ୍ତି, ତେବେ ଲାଗିବ ଜରିମାନା । ଦୃଢ କାର୍ଯ୍ୟାନୁଷ୍ଠାନ ବି ନିଆଯିବ । ଏନେଇ ନେଇ ଜାରି କରିଛି…

ବ୍ୟାନ ସତ୍ତ୍ୱେ ମିଳୁଛି ମଦ, ଗଲାଣି ୫୩ ଜଣଙ୍କ ଜୀବନ

ପାଟଣା: ବିହାରରେ ମଦ ବନ୍ଦ । କିନ୍ତୁ ପ୍ରତିବର୍ଷ ବିଷାକ୍ତ ମଦ ପିଇ ଅନେକ ଜୀବନ ଯାଉଛି । ସାରଣ ଜିଲ୍ଲାର ଛପରାରେ ବିଷାକ୍ତ ମଦ ପାଇଁ ଏବେ ଯାଏ ୫୩ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଲୋକ ହସ୍ପିଟାଲ୍ ବେଡରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ବେହରୌଲି ଗାଁରେ ୧୧ ଜଣଙ୍କ ମୃତ୍ୟୁ ମଦ ପିଇବାରୁ…

ଓଡ଼ିଆ ଭାଷାରେ ହେବ ଜେଇଇ ମେନ୍ ଏଣ୍ଟ୍ରାନ୍ସ

ଭୁବନେଶ୍ୱର: ଓଡ଼ିଆ ଭାଷାରେ ହେବ ଜେଇଇ ମେନ୍ ପରୀକ୍ଷା । ଜେଇଇ ମେନ୍ ୨୦୨୩ ଦୁଇଟି ସେସନରେ ହେବ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଜାରି ସୂଚନା ଅନୁସାରେ, ଓଡ଼ିଆକୁ ମିଶାଇ ୧୩ଟି ଭାଷାରେ ହେବ ଜେଇଇ ମେନ୍ । ଇଂରାଜୀ ଓ ହିନ୍ଦୀ ସହିତ ଆସାମୀ, ବଙ୍ଗାଳୀ, ଗୁଜୁରାଟୀ, କନ୍ନଡ଼, ମାଲାୟଲମ,…

ଶିମିଳିପାଳ ହାତୀ ମାରି ପୋଡ଼ିବା ଘଟଣା: ପ୍ରତ୍ୟକ୍ଷଦର୍ଶୀଙ୍କ ମୃତ୍ୟୁ ପରେ ତଦନ୍ତ ଦିଗହରା ହେବା ଆଶଙ୍କା

କଟକ : ଆଖି ବୁଜିଲେ ଶିମିଳିପାଳ ହାତୀ ମାରି ପୋଡ଼ିଦେବା ମାମଲାର ପ୍ରତ୍ୟକ୍ଷଦର୍ଶୀ ତଥା ଅସ୍ଥାୟୀ ବନକର୍ମଚାରୀ । ୧୧ତାରିଖରେ ବିଷ ପିଇଥିଲେ ବନ କର୍ମଚାରୀ ତୁରାମ ପୂର୍ତ୍ତି । ପାଟି ନଖୋଲିବାକୁ ଧମକ ପାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହା ପରେ ତାଙ୍କୁ ଏସସିବିକୁ ସ୍ଥାନାନ୍ତର କରି…

ପଠାନ୍ ଝଡ଼କୁ ନେଇ କିଙ୍ଗ ଖାନଙ୍କ ସମର୍ଥନରେ ସାଉଥ୍ ଷ୍ଟାର କହିଲେ, ‘କିଛି ବି ହେଇଯାଉ ଆମେ ସକରାତ୍ମକ ରହିବୁ’

ନୂଆଦିଲ୍ଲୀ: ପଠାନ୍ ଫିଲ୍ମରେ ଦୀପିକା ପାଡୁକୋନଙ୍କ ପୋଷାକକୁ ନେଇ ବିରୋଧ ଜାରି ରହିଛି । ଫିଲ୍ମର ଗୀତ ‘ବେଶର୍ମ ରଙ୍ଗ’ ଗୀତ ଓ ଦୀପିକାଙ୍କ ଲୁକ୍ କୁ ଖୁବ୍ ନିନ୍ଦା କରାଯାଉଛି । ଏପରିକି ତାଙ୍କୁ ଟୁକଡେ ଟୁକଡେ ଗ୍ୟାଙ୍ଗର ସମର୍ଥକ କୁହାଯାଇଛି । ମଧ୍ୟପ୍ରଦେଶରେ ଫିଲ୍ମ ରିଲିଜ୍ ଉପରେ ରୋକ୍…

ସିଧା ଟାର୍ଗେଟ କଲେ ଜୟଶଙ୍କର: UNSC ରେ କହିଲେ ଆତଙ୍କବାଦର କେନ୍ଦ୍ରସ୍ଥଳ ପାକିସ୍ତାନ

ନୂଆଦିଲ୍ଲୀ: ଚୀନ ଓ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ ଡ. ଏସ ଜୟଶଙ୍କର । ଆତଙ୍କବାଦକୁ ନେଇ ଦୁଇ ପଡୋଶୀକୁ କଡ଼ା ଭର୍ତ୍ସନା କରିଛନ୍ତି । ଆନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷା ପ୍ରତି ଆତଙ୍କବାଦ ଏକ ବିପଦ । ଆତଙ୍କବାଦର କେନ୍ଦ୍ରସ୍ଥଳ ସକ୍ରିୟ ରହିଛି । ଚୀନ ଓ ଏହାର ଘନିଷ୍ଠ ମିତ୍ର…

ବିଚାରପତି ଅଭାବକୁ ନେଇ କଲେଜିୟମକୁ କେନ୍ଦ୍ର ଆଇନ ମନ୍ତ୍ରୀ ଦାୟୀ କରିବା ପରେ ବଦଳିବ କି ସିଷ୍ଟମ?

ଦିଲ୍ଲୀ: ଦେଶରେ ବିଚାରପତିଙ୍କ ଅଭାବକୁ ନେଇ ସବୁବେଳେ କେନ୍ଦ୍ର ଓ ସୁପ୍ରିମକୋର୍ଟ ମୁହାଁମହିଁ ହୋଇଛନ୍ତି । ଗତକାଲି ସଂସଦରେ ବି  ବିଚାରପତି ଅଭାବ ପ୍ରସଙ୍ଗ ଉଠିଛି । ସମ୍ୱିଧାନ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ବିଚାରପତିଙ୍କ ସଂଖ୍ୟା ଉପରେ ପ୍ରଶ୍ନ ଉଠାଇଥିଲେ । ତାଙ୍କ ଭାଷଣରେ…

ରେଳମନ୍ତ୍ରୀଙ୍କ ଫୋକସରେ ଓଡ଼ିଶା ରେଲଓ୍ୱେ: ରୂପ ନାରାୟଣ ସୁନକର

ଭୁବନେଶ୍ୱର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଭଦ୍ରକ ରେଳ ଷ୍ଟେସନର ନିରୀକ୍ଷଣ ଏବଂ ଭୁବନେଶ୍ୱରରୁ ଧାମରା ବନ୍ଦର ପର୍ଯ୍ୟନ୍ତ (ଭଦ୍ରକ ମଧ୍ୟ ଦେଇ) ୱିଣ୍ଡୋ ଟ୍ରେଲିଂ ନିରୀକ୍ଷଣ କରିବା ସହ ବନ୍ଦରକୁ ଉନ୍ନତ ସଂଯୋଗ ତଥା ସୁବିଧା ଯୋଗାଇବା ପାଇଁ ଭଦ୍ରକ ଏବଂ ଧାମରା ମଧ୍ୟରେ…

‘ଅଣ ବିଜେପି ଶାସିତ ରାଜ୍ୟ ତେଲ ଉପରୁ ଭାଟ୍ ହ୍ରାସ କରିନାହାନ୍ତି’

ନୂଆଦିଲ୍ଲୀ: ଅଣ-ବିଜେପି ଶାସିତ ଛଅଟି ରାଜ୍ୟ ପେଟ୍ରୋଲିୟମ ଉତ୍ପାଦ ଉପରେ ଭାଟ୍ ହ୍ରାସ କରିନାହାଁନ୍ତି। ଏହି କାରଣରୁ ପେଟ୍ରୋଲ ଏବଂ ଡିଜେଲ ଏହି ରାଜ୍ୟରେ ଅଧିକ ମୂଲ୍ୟରେ ବିକ୍ରି ହେଉଛି। ଏହି ରାଜ୍ୟଗୁଡ଼ିକରେ ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କେରଳ ଏବଂ ଝାଡଖଣ୍ଡ।…