Latest Odisha News

BREAKING NEWS

Yearly Archives

2022

ସୁସ୍ଥ ରଖିବା ସହ ଓଜନ ହ୍ରାସ କରେ ଟମାଟୋ ସୁପ୍‌‌….

ଶିତଦିନେ ପ୍ରାୟତଃ ନିଜ ଶରୀର ପ୍ରତି ଅଧିକ ଧ୍ୟାନ ଦେଇନଥାନ୍ତି  । ନିଜ ଖାଦ୍ୟପେୟ ପ୍ରତି ସଚେତନ ନହେବା ଦ୍ବାରା ଶରୀର ଅସୁସ୍ଥ ହୋଇଯାଏ  । ତେବେ ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଖାଦ୍ୟରେ ଟମାଟୋ ସାମିଲ କରିବା ନିହାତି ଜରୁରୀ  । ଟମାଟୋ ସୁପ୍‌‌ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବେଶ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଭିତର ବେଢାର କୂର୍ମ ପ୍ରାଚୀରକୁ ଲାଗି ଶ୍ରୀ ଭଣ୍ଡ ଗଣେଶଙ୍କ ମନ୍ଦିର ବିଷୟରେ ଆଲୋଚନା ଜାରି ରହିଛି । ବିଭିନ୍ନ ପୁସ୍ତକରେ ଭିନ୍ନ ଭିନ୍ନ ବର୍ଣ୍ଣନା ହୋଇଛି, ଯଥା…

ମୁମ୍ବାଇରେ ଆଜିଠାରୁ ଶୁକ୍ରବାର ଯାଏ ଜି ୨୦ର ପ୍ରଥମ ବୈଠକ

ମୁମ୍ବାଇ: ଭାରତର ଜି ୨୦ ଅଧ୍ୟକ୍ଷତା ଅଧୀନରେ ବିକାଶ କାର୍ଯ୍ୟ ଗୋଷ୍ଠୀ (ଡିଡବ୍ଲ୍ୟୁଜି)ର ପ୍ରଥମ ବୈଠକ ଆଜିଠାରୁ (୨୦୨୨ ଡିସେମ୍ବର ୧୩) ୧୬ ପର୍ଯ୍ୟନ୍ତ ମୁମ୍ବାଇ ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଜି ୨୦ ସଦସ୍ୟ, ଅତିଥି ଦେଶ ଗୁଡିକ ତଥା ଆମନ୍ତ୍ରିତ ଅନ୍ତର୍ଜାତୀୟ ସଂଗଠନ ବ୍ୟକ୍ତିଗତ ଭାବରେ…

ପଠାଣି ସାମନ୍ତ

ପ୍ରିୟ କୁନି ପିଲାମାନେ ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଓଡ଼ିଶାର ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାରେ ୧୩ ଡିସେମ୍ବର ୧୮୩୫ ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶ୍ୟାମବନ୍ଧୁ ସିଂହ ଓ ମାତାଙ୍କ ନାମ ବିଷ୍ଣୁମାଳୀ ଦେବୀ ଥିଲା ।…

ଆଗୁଆ ବିଧାନସଭା ନିର୍ବାଚନକୁ ନେଇ ତେଜିଲା ରାଜନୈତିକ ବୟାନବାଜି

ଭୁବନେଶ୍ୱର: ସାଧାରଣ ନିର୍ବାଚନ 2024 ଆରମ୍ଭ ହେବାର ବହୁ ପୂର୍ବରୁ ଓଡ଼ିଶାରେ ଆଗୁଆ ନିର୍ବାଚନ ହେବ। ଏପରି କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବେ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଛି। ଶାସକ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ମୁଖ୍ୟତଃ ଏହାକୁ ନେଇ…

ଆନ୍ଦୋଳନରତ ୨୯ ଓକିଲଙ୍କ ଲାଇସେନ୍ସ ବାତିଲ କଲା ବାର କାଉନସିଲ୍ ଅଫ୍ ଇଣ୍ଡିଆ

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଏବଂ ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧ କରି ସମ୍ବୁଲପୁର ଜିଲ୍ଲା ଓକିଲ ସଂଘ ଆନ୍ଦୋଳନ କରିଥିଲା। ଏଥିରେ ଅନେକ ଓକିଲ ସାମିଲ ହୋଇଥିଲେ। ଏହି ସମୟରେ 'ଭଙ୍ଗାରୁଜା ଓ ବିଶୃଙ୍ଖଳା' ଦେଖା…

ମନୀଷ ସିସୋଡିଆଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ, ଖାରଜ ହେଲାନି ମାନହାନି ଆବେଦନ

ନୂଆଦିଲ୍ଲୀ: ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ତଥା ଆପର ବରିଷ୍ଠ ନେତା ମନୀଷ ସିସୋଡିଆଙ୍କ ଉପରେ ସୋମବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଥିସହ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବିରୋଧରେ ଦାଏର କରିଥିବା ମାନହାନି ମୋକଦ୍ଦମାକୁ ଖାରଜ କରିବାକୁ ମନା କରି ଦେଇଛନ୍ତି ।…

ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ ତଦାରଖ ପାଇଁ ଖୋଲିଲା କ୍ୟାମ୍ପ ଅଫିସ୍

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନର ପ୍ରସ୍ତାବିତ ପୁନଃ ବିକାଶ କାର୍ଯ୍ୟ ତଦାରଖ ପାଇଁ ଷ୍ଟେସନ ସାମ୍ନାରେ ଅସ୍ଥାୟୀ କ୍ୟାମ୍ପ ଅଫିସ୍ କାର୍ଯ୍ଯ ଆରମ୍ଭ କରାଯାଇଛି । ଯାତ୍ରୀଙ୍କ ଅନୁକୂଳ ସୁବିଧା ସହିତ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଭାବରେ ଭୁବନେଶ୍ୱର ରେଳ ଷ୍ଟେସନକୁ ପୁନଃ ବିକାଶ କରାଯାଉଛି ।…

ଇନଫୋସିଟି ଥାନାରେ ହାଜର ହେଲେ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା

ଭୁବନେଶ୍ୱର: ଭାରତୀୟ ହକି ଦଳର ପୂର୍ବତନ ଖେଳାଳି ବୀରେନ୍ଦ୍ର ଲାକ୍ରା ଥାନାରେ ହାଜର ହୋଇଛନ୍ତି । ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ବୀରେନ୍ଦ୍ର ଲାକ୍ରା ଆଜି ଭୁବନେଶ୍ୱର ଇନଫୋସିଟି ଥାନାରେ ହାଜର ହୋଇଛନ୍ତି । ହାଜର ପରେ ବୀରେନ୍ଦ୍ର ଲାକ୍ରାଙ୍କୁ ଏଡିସିପି, ଏସିପି, ଆଇଓଙ୍କ ଉପସ୍ଥିତିରେ…