Latest Odisha News

BREAKING NEWS

Yearly Archives

2022

ପୁରୀ ବଡ଼ଦାଣ୍ଡରୁ ଲୁଟ୍‌ : ଯୁବକ ବେଶରେ ଲୁଟ୍‌ କଲେ ଯୁବତୀ । ନକଲି ଚାବିରେ ସ୍କୁଟର ଡିକି ଖୋଲି ନେଇଗଲେ କାଗଜପତ୍ର

ପୁରୀ : ଯୁବକ ବେଶରେ ଆସି ଲୁଟ୍ କଲେ ଯୁବତୀ । ଏହିପରି ଅଭିନବ ଢ଼ଙ୍ଗରେ ଲୁଟ୍‌ ଆଉ କେଉଁଠି ନୁହେଁ ବରଂ ପୁରୀର ବଡ଼ଦାଣ୍ଡରେ ଦେଖିବାକୁ ମିଳିଛି । ଗତ ଶନିବାର ସକାଳେ ବଡ଼ଦାଣ୍ଡ ମାର୍କେଟ ଛକ ପାଖ ନୀଳାଚଳ ଲଜିଙ୍ଗ ସାମନାରେ ପାର୍କିଂ ହୋଇଥିବା ସ୍କୁଟର ଡିକିରୁ ଜଣେ ଯୁବକ ଚୋରି କରୁଥିବା ଦୃଶ୍ୟ…

ରାଜଧାନୀର ରାଜରାସ୍ତାରେ ମହିଳା ଡାକ୍ତରଙ୍କୁ ମାଡ଼ !

ଭୁବନେଶ୍ୱର: ମହିଳା ଡାକ୍ତରଙ୍କୁ ରାସ୍ତା ଉପରେ ମାଡ଼ । ରାଜଧାନୀ ଭୁବନେଶ୍ୱରରୁ ଆସିଛି ଏହିପରି ସଙ୍ଗୀନ୍ ଅଭିଯୋଗ । ଲକ୍ଷ୍ମୀସାଗର ଛକରେ ଗାଡ଼ି ହଟାଇବାକୁ ନେଇ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । ଯାହାପରେ ଏଭଳି ସାଂଘାତିକ ଘଟଣା ଘଟିଥିବାର ଜଣାପଡିଛି । ଅଭିଯୋଗ ଅନୁସାରେ, ଗତକାଲି ରାତିରେ…

ନେପାଳ ତାରା ଏୟାର -୯ ଏନଏଇଟି ବିମାନ ଦୁର୍ଘଟଣା: ୧୪ ଯାତ୍ରୀଙ୍କ ମୃତଦେହ ଉଦ୍ଧାର

ଦିଲ୍ଲୀ: ନେପାଳର ତାରା ଏୟାର -୯ ଏନଏଇଟି ବିମାନ କ୍ରାସ ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୪ଟି ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ସେନା ଓ ଅନୁସନ୍ଧାନକାରୀ ଦଳ ଦ୍ୱାରା ବିମାନର ଧ୍ୱଂସାବଶେଷ ଠାବ ହୋଇଛି । ମୁସ୍ତାଙ୍ଗ ଜିଲ୍ଲାର କୋୱାଙ୍ଗ ଗାଁ ନିକଟରୁ ଧ୍ୱଂସାବଶେଷ ଠାବ ହୋଇଛି ।…

ରାଜଧାନୀରେ ଲଜ୍ଜା: ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ ପରେ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର  :ରାଜଧାନୀରେ ଦିନକୁ ଦିନ ବଢିଚାଲିଛି ଅପରାଧ ଆଉ ବଢିଚାଲିଛି ଅପରାଧୀଙ୍କ ସଂଖ୍ୟା। ଦିନ ଦିପହରରେ ଲୁଟ ତରାଜରୁ ନେଇ ହତ୍ୟାକାଣ୍ଡ ଘଟିଚାଲିଥିବା ବେଳେ ଏବେ ପୁଣି ଆଉ ଏକ ଅପରାଧ ସାମନାକୁ ଆସିଛି। ଜଣେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ ପରେ ବ୍ଲାକମେଲିଂ ଅଭିଯୋଗ  । ରାଜଧାନୀ…

ଆସନ୍ତାକାଲି ବ୍ରଜରାଜନଗର ଉପନିର୍ବାଚନ, ୨୭୯ ବୁଥରେ ଭୋଟ ଦେବେ ୨ଲକ୍ଷରୁ ଅଧିକ ଭୋଟର

ଝାରସୁଗୁଡ଼ା: ବାଇ-ଇଲେକ୍ସନ କାଉଣ୍ଟଡାଉନ୍ । ଆସନ୍ତାକାଲି ନୂଆ ବିଧାୟକ ବାଛିବେ ବ୍ରଜରାଜନଗରବାସୀ । ଭୋଟ ଦେଇ ପ୍ରତିନିଧି ଚୟନ କରିବେ ୨ ଲକ୍ଷ ୧୪ ହଜାର ୮୭୮ ମତଦାତା । ଏଥିପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି । ମୋଟ ୧୨ ଶହ ୨୮ ପୋଲିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଆଜି ସନ୍ଧ୍ୟା…

ସାବିତ୍ରୀ: ଜଣେ ସତୀର କାହାଣୀ …

– ଦେବଦତ୍ତ ରଥ ଭୁବନେଶ୍ୱର: ଦେବୀ ସାବିତ୍ରୀଙ୍କ ମାନବୀ ସାବିତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ମୃତ୍ୟୁ କବଳରୁ ଫେରାଇ ଆଣିଲା, ତାହାକୁ ଆଧାର କରି ମା’ ସାବିତ୍ରୀଙ୍କୁ ମହିମାନ୍ୱିତ କରାଯାଇଥାଏ। ଓଡ଼ିଶାରେ ବାର ମାସରେ ତେର ପର୍ବ ଭିତରେ ସାବିତ୍ରୀ ବ୍ରତ ଅନ୍ୟତମ।…

ବିତର୍କରେ ଐତିହ୍ୟପୂର୍ଣ୍ଣ ତାଜମହଲ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ବାବର ବଞ୍ଚି ପାରିଲେ ନାହିଁ, ଅର୍ଥାତ୍ ବାବ୍ରିମସିଦ୍ ପତନ ବାବରଙ୍କୂ ବଞ୍ଚାଇ ପାରିଲା ନାହିଁ । ଆଉରଙ୍ଗଜେବ ବଞ୍ଚିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ତେବେ ଶାହଜାହାନ ଅନ୍ତତଃ ପକ୍ଷେ ଏହି ଯାତ୍ରାରୁ ବଞ୍ଚି ଯାଇଥିଲେ । ବାବ୍ରି ମସଜିଦ ଭାଙ୍ଗି…

ଗଳ୍ପ : ବୋଉର ସାବିତ୍ରୀ ବ୍ରତ

ସଫଳା ଦାସ ବହୁ ଦିନ ତଳର କଥା । ମୁଁ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ସମୟରେ ସାବିତ୍ରୀ ପୂଜା ପଡିବ ବୋଲି ଶୁଣିଲି । ଆମ ସାହିର ବଡ ମାଆ ଜେଜୀ ଖରାବେଳେ ବାଡିରେ ଗପ କରୁଥିବା ସମୟରେ ଆମର ଏଗୁଡାକ ନାହିଁ ନୂଆ ନୂଆ ଥରେ ପୂଜିଲେ ଗଲା । ବର୍ଷକୁ ବର୍ଷ ପାଲା ଲଗେଇଛି । ଏ ଦୁଇଜଣ ଏମିତି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୮୮ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହିମା ବର୍ଣ୍ଣନା ପାଇଁ ଆମେ "ଗଜ ଉଦ୍ଧାରଣ "ପ୍ରସଙ୍ଗ ଆଲୋଚନା ଭିତରେ ଆଜି କବି ନାରାୟଣ ଦାସ ସଂକ୍ଷେପରେ ଅଚ୍ୟୁତାନନ୍ଦ ଙ୍କ ରଚିତ "ହରିବଂଶ " କୁ ସାତ…

ଭାଷା ଭାଗବତ : ଶବ୍ଦାୟୁଧ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୩୧ ଶବ୍ଦକୁ ନ କଲେ ଆୟୁଧ ଉନ୍ନତ ହୁଏ ଭାବବୋଧ ମେଧା ନ ହେଲେ ଅବରୁଦ୍ଧ ଭାଷାଟେ ହୁଅଇ ସମୃଦ୍ଧ ଶବ୍ଦ ନ ହେଲେ ସୁଚିଂତିତ ଶ୍ରୋତାକୁ ମିଳିଲେ ଆଘାତ ହୁଏ ଭାଷାର ସର୍ବହାନି କେହି ପାରଂତିନାହିଁ ଜାଣି ଭାଷା ହେଲେ ଅଦରକାରୀ…