ଭାଷା ଭାଗବତ : ଛଅଟି ଧାରା
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୩୨
୧. ଙ୍ + ଅଙ୍କ ଶଙ୍ଖ ଅଙ୍ଗ ସଙ୍ଘ
୨. ଞ୍ + ମଞ୍ଚ ପିଞ୍ଛ ମଞ୍ଜ ବାଞ୍ଝ
୩. ଣ୍ + କଣ୍ଟ କଣ୍ଠ ଖଣ୍ଡ ଷଣ୍ଢ
୪. ନ୍ + ଦାନ୍ତ କାନ୍ଥ କାନ୍ଦ କାନ୍ଧ
୫. ମ୍ + କମ୍ପ ବାମ୍ଫ ଆମ୍ବ ଦମ୍ଭ
୬. ° + ଅଂକ ଶଂଖ ଅଂଗ ସଂଘ
ମଂଚ ପିଂଛ…