‘ମହିଳାଙ୍କୁ ସମ୍ମାନ’ ନେଇ ବିଜେଡିକୁ ଟାର୍ଗେଟ୍ କଲେ ବିଧାୟକ ସୂର୍ଯ୍ୟବଂଶୀ
ଭୁବନେଶ୍ୱର: ମହିଳାଙ୍କୁ ସମ୍ମାନ ଦେବା ପ୍ରସଙ୍ଗରେ ଦୁଇ ଦଳ ବିଜେଡି-ବିଜେପି ମଧ୍ୟରେ ଜାରି ରହିଛି ବାକ୍ ଯୁଦ୍ଧ। ବର୍ଷା ବରିହାଙ୍କୁ ନେଇ ବିଜେଡି ବିଜେପିକୁ ଟାର୍ଗେଟ୍ କରିଥିବା ବେଳେ ରାଜ୍ୟରେ ମହିଳା ନିର୍ଯାତନାକୁ ନେଇ ରୁଜୁ ହୋଇଥିବା ମାମଲାରେ ବିଧାୟକ ସୂର୍ଯ୍ୟବଂଶୀ ଶାସକ ଦଳକୁ…