Latest Odisha News

BREAKING NEWS

Yearly Archives

2023

କେରଳ ଫିଲ୍ମ ଫେଷ୍ଟର ସ୍କ୍ରିନିଂ ପାଇଁ ‘ସି ଆଣ୍ଡ ସେଭେନ୍ ଭିଲେଜେସ୍’ ମନୋନୀତ

ଭୁବନେଶ୍ୱର: ଅଚ୍ୟୁତ ସାମନ୍ତଙ୍କ ନିବେଦିତ ଖ୍ୟାତି ସମ୍ପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶିତ ପ୍ରାମାଣିକ ଓଡ଼ିଆ ଚଳଚ୍ଚିତ୍ର ‘ସି ଆଣ୍ଡ ସେଭେନ୍‍ ଭିଲେଜେସ୍‍’ କେରଳରେ ଅନୁଷ୍ଠିତ ହେବାକୁ ଥିବା ୧୫ତମ ଅନ୍ତର୍ଜାତୀୟ ଡକ୍ୟୁମେଣ୍ଟାରୀ ଓ କ୍ଷୁଦ୍ର ଚଳଚ୍ଚିତ୍ର…

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଥିରିମାନେ

ନୂଆଦିଲ୍ଲୀ: ଶ୍ରୀଲଙ୍କାର ଅଭିଜ୍ଞ କ୍ରିକେଟର ଲାହିରୁ ଥିରିମାନେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଥିଲେ । ୨୦୨୨ ମାର୍ଚ୍ଚରେ ସେ ଶ୍ରୀଲଙ୍କା ପକ୍ଷରୁ ଶେଷ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ୨୦୧୦ରେ ଆନ୍ତର୍ଜାତୀୟ ପଦାର୍ପଣ…

ଚେନ୍ନାଇ ଚାଲାଣ ବେଳେ ୨ ଭଉଣୀ ଉଦ୍ଧାର, କହିଲେ ‘ମାଆଙ୍କ ପୁରୁଷ ବନ୍ଧୁ ଦେଉଥିଲେ ଯୌନ ନିର୍ଯାତନା’

ସମ୍ବଲପୁର: ଚେନ୍ନାଇ ଚାଲାଣ ବେଳେ ସମ୍ବଲପୁର ରେଲୱେ ଷ୍ଟେସନରୁ ଦୁଇ ନାବାଳିକା ଭଉଣୀଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ଦୁଇ ନାବାଳିକା ଉଭଣୀ ଆଣିଛନ୍ତି ସାଂଘାତିକ ଅଭିଯୋଗ । ମାଆଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି, ମାଆଙ୍କ ପୁରୁଷ ବନ୍ଧୁ ସେମାନଙ୍କୁ ଯୌନ ନିର୍ଯାତନା ଦେଉଛନ୍ତି ।…

ଷ୍ଟାର ଫୁଟବଲର କିଲିୟନ ଏମ୍ବାପ୍ପେଙ୍କୁ ବିକ୍ରୀ କରିବ ପିଏସଜି

ପ୍ୟାରିସ: ଫ୍ରାନ୍ସର ଷ୍ଟାର ଫୁଟବଲ ଖେଳାଳି କିଲିୟନ ଏମ୍ବାପ୍ପେ ଓ ପ୍ୟାରିସ ସେଂଟ ଜର୍ମନ କ୍ଲବ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଏପରିକି ପିଏସଜି ଏମ୍ବାପ୍ପେଙ୍କୁ ବିକ୍ରୀ କରିବା ପାଇଁ ନିଷ୍ପତି ନେଇଛି । ପିଏସଜି ଜାପାନ ଗସ୍ତ ପାଇଁ ଟିମ ଚୟନ କରିଛି । ଏହି ଟିମରେ ଏମ୍ବାପ୍ପେଙ୍କୁ ସ୍ଥାନ…

ବନ୍ଧୁ ହେବ ତ ଏମିତି : ବନ୍ଧୁର ଫୋନ ପାଇଁ ବରଫ ହ୍ରଦରେ ପଶିଲେ ଯୁବକ

ଆଜିକାଲି ସୋସିଆଲ ମିଡିଆରେ ବନ୍ଧୁତାକୁ ନେଇ ଅନେକ କାହାଣୀ ଦେଖିବାକୁ ମିଳେ । ଏହାକୁ ଦେଖିବା ପରେ ଅଧିକାଂଶ ଭାବପ୍ରବଣ ମଧ୍ୟ ହୋଇଯାଇଥାନ୍ତି । ଏବେ ସେମିତି ବନ୍ଧୁତାକୁ ନେଇ ଏକ ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କ ହଜିଯାଇଥିବା ଫୋନ୍ ଉଦ୍ଧାର…

ମଣିପୁର ହିଂସା: ୨ ମହିଳାଙ୍କୁ ବଳାତ୍କାର, ହତ୍ୟା ଅଭିଯୋଗ ନେଇ ପୁଣି ଏକ ଏଫଆଇଆର

ଇମ୍ଫାଲ: ଦୁଇ ମଣିପୁରୀ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଚଲାଇବା ଏବଂ ଜଣଙ୍କୁ ଗଣ ଦୁଃଷ୍କର୍ମ କରାଇବା ଘଟଣା ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଘଟଣାକୁ ନେଇ କ୍ଷୋଭ ଏବଂ ଅସନ୍ତୋଷର ନିଆଁ ଜଳୁଥିବେବେଳେ ପୁଣି ଆଉ ଏକ ଘଟଣା…

ମଣିପୁର ପରେ ପଶ୍ଚିମବଙ୍ଗରେ ଭାଇରାଲ ହେଲା ହୃଦୟଥରା ଭିଡିଓ: ଦୁଇ ମହିଳାଙ୍କୁ ନିବସ୍ତ୍ର କରି ପିଟିଲେ

କୋଲକାତା: ମଣିପୁର ପରେ ଏବେ ପଶ୍ଚିମବଙ୍ଗରୁ ଆସିଲା ଲଜ୍ଜାଜନକ ଘଟଣା । ପଶ୍ଚିମବଙ୍ଗରେ ଦୁଇ ଜଣ ମହିଳାଙ୍କୁ ନିବସ୍ତ୍ର କରି ନିସ୍ତୁକ ପିଟିଛନ୍ତି ଦୁବୃର୍ତ୍ତ । ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାର ଭିଡିଓକୁ  ବିଜେପି ମିଡିଆ ସେଲ ପକ୍ଷରୁ ଭାଇରାଲ କରାଯାଇଛି…

‘ଆଖି ସାମ୍ନାରେ ମୋର ପତି ଓ ପୁଅଙ୍କୁ ମାରିଦେଲେ, ଝିଅକୁ ନେଇଗଲେ…ମଣିପୁର ହିଂସାର ହୃଦୟଥରା ଅନୁଭୂତି ବଖାଣିଲେ…

ଇମ୍ଫାଲ:ଜଳୁଛି ମଣିପୁର । ହିଂସା ଥମିବାର ନାଁ ଧରୁନି । ବିଶେଷକରି ୩ ଜଣ ମହିଳାଙ୍କୁ ନିବସ୍ତ୍ର କରି ସଡକରେ ଚଲାଇବା ଏବଂ ଜଣେ ମହିଳାଙ୍କୁ ଗଣ ବଳାତ୍କାର କରିବା ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା  ସାରା ଦେଶକୁ ଦୋହଲାଇ ଦେଇଛି । ସବୁଠି ଏହାର କଡା ନିନ୍ଦା କରାଯାଉଛି।  ସଡକରୁ ଆରମ୍ଭ କରି…

ଆସୁଛି ଆଉ ଏକ ଲଘୁଚାପ ! ୨୫ରୁ ବଢ଼ିବ ବର୍ଷା

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଏବଂ ସଂଲଗ୍ନ ଉତ୍ତରପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ସାଗରରେ ସକ୍ରିୟ ଲଘୁଚାପ ଦୁର୍ବଳ ହୋଇଛି । ୨୪ ତାରିଖ ବେଳକୁ ଉତ୍ତରପଶ୍ଚିମ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ।…

୫୪ ବର୍ଷ ପରେ ଠିକଣାରେ ପହଞ୍ଚିଲା ଚିଠି

ନୂଆଦିଲ୍ଲୀ: ହଜିଗଲାଣି ଚିଠିର ଠିକଣା । ଅନେକ ଡାକଘରେ ତାଲ ପଡିଗଲାଣି । ଅଳସ ସଞ୍ଜବେଳେ ଆଜିକାଲି କେହି  ଆଉ ଡାକବାଲାକୁ   ଅପେକ୍ଷା କରୁନାହାନ୍ତି । ଭିଡିଓ କଲିଂ, ଚାଟିଂ, ମେଲିଂ ଭିତରେ ସମ୍ପର୍କ ଯେତିକି ପାଖେଇ ଆସୁଛି ମାନସିକ ଭାବେ ସେତିକି ଦୂରେଇ ଯାଉଛି । ଏମିତି ଏକ ସମୟରେ ଆସି…