Latest Odisha News

BREAKING NEWS

Yearly Archives

2023

ରାତିରେ ଭଲରେ ନିଦ ହେଉନାହିଁ କି? ତେବେ ଏହି ଖାଦ୍ୟରୁ ରୁହନ୍ତୁ ଦୂରରେ

ଓଡ଼ିଶା ସମ୍ବାଦ ବ୍ୟୁରୋ: କର୍ମମୟ ଜୀବନରେ ଲୋକମାନେ ନିଦ୍ରା ପାଇଁ ବେଶ ଚିନ୍ତିତ ରହିଥାନ୍ତି । ଅଧିକାଂଶ ଲୋକେ ଠିକରେ ନିଦ ହେଉନ ଥିବା ସମସ୍ୟାର ସାମ୍ନା କରନ୍ତି । ଏଥିପାଇଁ ସେମାନେ ସେମାନଙ୍କର ବ୍ୟସ୍ତ ଜୀବନଶୈଳୀକୁ ମଧ୍ୟ ଦାୟୀ କରିଥାନ୍ତି। ଏଥିନିମନ୍ତେ ଆହାର ଏଥିପାଇଁ ଦାୟୀ ହୋଇଥାଏ।…

ବନ୍ଧୁକ ମୁନରେ ଦୁଇଭାଇ ଅପହରଣ ଘଟଣା: ଅପହରଣ ନୁହେଁ ଉଠାଇ ନେଇଥିଲା କର୍ଣ୍ଣାଟକ ପୋଲିସ

ଗଞ୍ଜାମ: ଛତ୍ରପୁରରୁ ବନ୍ଧୁକ ମୁନରେ ଦୁଇ ଭାଇଙ୍କୁ ଅପହରଣ ଘଟଣାରେ ନୂଆ ମୋଡ଼ । ଅପହରଣ ନୁହେଁ ବିଳମ୍ବିତ ରାତିରେ ଦୁଇ ଭାଇଙ୍କୁ ଉଠାଇ ନେଇଛି କର୍ଣ୍ଣାଟକ ପୋଲିସ । କୌଣସି ଏକ କେସ୍‌ର ପ୍ରାଥମିକ ତଦନ୍ତ ପାଇଁ ଦୁଇ ଭାଇ କୃଷ୍ଣ ଓ ପଞ୍ଚୁ ସାହୁଙ୍କୁ ଉଠାଇନେଇଥିଲା କର୍ଣ୍ଣାଟକ ପୋଲିସ । ସ୍ଥାନୀୟ…

ମହାନଦୀରୁ ମିଳିଲା ଥାନାରୁ ଚମ୍ପଟ ଅଭିଯୁକ୍ତଙ୍କ ମୃତଦେହ, ତଦନ୍ତ କରିବେ ଅତିରିକ୍ତ ଡିସିପି  

ଭୁବନେଶ୍ୱର: ପୋଲିସ ହେପାଜତରୁ ଖସି ଯାଇ ମହାନଦୀକୁ ଡେଇଁ ପଡ଼ିଥିବା ଅଭିଯୁକ୍ତଙ୍କ ମୃତଦେହ ମିଳିଛି । କଟକର ଜୋବ୍ରା ବ୍ୟାରେଜ୍ ନିକଟରୁ ଶନିବାର ମୃତଦେହ ଠାବ କରାଯାଇଛି । ମୃତକ ଶଙ୍କର୍ଷଶ ବେହେରା ଓରଫ୍ ବବଲୁ । ତାଙ୍କୁ ଚୋରି ଅଭିଯୋଗରେ କଟକ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଗିରଫ କରିଥିଲା ।…

୭ ଜନମ ପାଇଁ ସାଥି ନୁହେଁ: ମାତ୍ର ୨୪ ଘଣ୍ଟା ପାଇଁ ହୁଏ ବାହାଘର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦୁନିଆରେ ବିଭିନ୍ନ ପ୍ରକାରର ସଂସ୍କୃତି ରହିଛି । ଜୀବନ ଏବଂ ବିବାହ ସମ୍ବନ୍ଧରେ ଯେକୌଣସି ସ୍ଥାନରେ ଲୋକଙ୍କର ନିଜର ପ୍ରଥା ରହିଛି । କୌଣସି ସ୍ଥାନରେ ବିବାହ ଶୀଘ୍ର ହୋଇଥାଏ ତ କୌଣସି ସ୍ଥାନରେ ବିଳମ୍ବରେ ବିବାହ ହୁଏ । କେଉଁଠି ଝିଅ ପକ୍ଷ ଯୌତୁକ ଦିଅନ୍ତି ତ କେଉଁଠି…

ଓଡ଼ିଆ ସହ ଅନ୍ୟ ଆଞ୍ଚଳିକ ଭାଷାରେ ପଢ଼ାଯିବ ସିବିଏସ୍ଇ ପାଠ୍ୟକ୍ରମ

ଭୁବନେଶ୍ୱର: ସିବିଏସ୍ଇ ସ୍କୁଲରେ ମାତୃଭାଷାରେ ପାଠ ପଢ଼ାଯିବ । ଏଣିକି ଓଡ଼ିଆ ସହ ଅନ୍ୟ ଭାଷାରେ ସିବିଏସ୍ଇ ସ୍କୁଲରେ ପାଠ ପଢ଼ି ପାରିବେ ଛାତ୍ରଛାତ୍ରୀ । ଏନେଇ ଶନିବାର ସିବିଏସ୍ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

ମଣିପୁର ଭାଇରାଲ ଭିଡିଓ ମାମଲା, ପଞ୍ଚମ ଅଭିଯୁକ୍ତକୁ ଗିରଫ କଲା ପୋଲିସ

ଇମ୍ଫାଲ୍‌: ମଣିପୁରରେ ୨ଜଣ ମହିଳାଙ୍କୁ ଉଲଗ୍ନ କରାଇ ରାସ୍ତାରେ ଚଲାଇବା ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଆଜି ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ୧୯ ବର୍ଷିୟ ୟୁମଲେମବାମ ନୁଙ୍ଗସିଥୋଇ ମେତେଇ। ୟୁମଲେମବାମଙ୍କୁ ମିଶାଇ ଏହି ମାମଲାରେ ପୋଲିସ ଏଯାବତ…

୩ କଲରାପତରିଆ ଛାଲ ଓ ୩ ହରିଣ ଛାଲ ଜବତ, ଜଣଙ୍କୁ ଗିରଫ କଲା ଏସଟିଏଫ୍

ଭୁବନେଶ୍ୱର: କଲରାପତରିଆ ବାଘ ଛାଲ ସହ ହରିଣ ଛାଲ ଜବତ । ଏସଟିଏଫ୍ ପକ୍ଷରୁ କଳାହାଣ୍ଡି ଜିଲ୍ଲା ଏମ୍.ରାମପୁରର ଶ୍ରୀପଲ୍ଲୀ ଛକରେ ଚଢ଼ାଉ କରାଯାଇଥିଲା । ରେଡ୍ ବେଳେ ୩ଟି କଲରାପତରିଆ ଛାଲ ସହ ୩ଟି ହରିଣ ଛାଲ ଜବତ କରିଛି ଏସଟିଏଫ୍ । ମାମଲାରେ ପୁଜିଲଡ଼ୁ ଗାଁର ଖଗେଶ୍ୱର ପଟେଲଙ୍କୁ ବନ୍ୟପ୍ରାଣୀ…

ରୋଜଗାର ମେଳା: ୭୦ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୋଦି

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ବାଣ୍ଟିଲେ ଆଉ ୭୦ହଜାର ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର । ଏହି ରୋଜଗାର ମେଳା ଦେଶର ୪୪ଟି ସ୍ଥାନରେ ଆୟୋଜନ କରାଯାଇଛି । କେନ୍ଦ୍ର ସରକାରଙ୍କ ବିଭାଗ ସହ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ ଏହି ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି । ସୂଚନା…

ପୁଣି ୱାଗନ୍ ଛାଡ଼ି ପଳାଇଲା ମାଲବାହୀ ଇଞ୍ଜିନ୍

ବାଲେଶ୍ୱର: ଏକ କୋଇଲା ବୋଝେଇ ମାଲବାହୀ ଗାଡ଼ିର ଇଞ୍ଜିନ୍ ୱାଗନକୁ ଛାଡ଼ି ପଳାଇଛି । ସପ୍ତାହକ ମଧ୍ୟରେ ଏଭଳି ଦ୍ୱିତୀୟ ଘଟଣା ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲ୍ଲା ସୋର ରେଲୱେ ଷ୍ଟେସନରେ ଏକ କୋଇଲା ବୋଝେଇ ମାଲବାହୀ ଗାଡ଼଼ି ୱାଗନକୁ ଛାଡ଼ି ୨ କିଲୋମିଟର ପଳାଇଛି । ସୂଚନା ଅନୁସାରେ,…

ପୋଲିସ ଉପରେ ଭାରି ପଡ଼ିଲେ ଦୁର୍ବୃତ୍ତ: ଗଞ୍ଜେଇ ଜବତ କରିବାକୁ ଯାଇ ଖଣ୍ଡାଚୋଟ ଖାଇଲେ ଅବକାରୀ ଅଧିକାରୀ

କୋରାପୁଟ: ଗଞ୍ଜେଇ ମାଫିଆଙ୍କୁ ଧରିବାକୁ ଜାଲ ବିଛାଇଥିଲା ଅବକାରୀ ବିଭାଗ । ହେଲେ ସେହି ଜାଲରେ ପଡ଼ିଗଲେ ଖୋଦ୍ ଅବକାରୀ ଅଧିକାରୀ । ଗଞ୍ଜେଇ ମାଫିଆଙ୍କ ଆକ୍ରମଣରେ ଗୁରୁତର ହେଲେ ଅବକାରୀ ବିଭାଗ ଆଇଆଇସି ଦୁର୍ବଦଳ ବିଶ୍ୱାଳ ଓ କନେଷ୍ଟବଳ ମେଘନାଦ ଶବର । ଉଭୟଙ୍କୁ ଖଣ୍ଡା, ଠେଙ୍ଗା ଓ ବନ୍ଧୁକ…