ଏସିଆନ ଗେମ୍ସ: କ୍ରିକେଟରେ ଭାରତୀୟ ଟିମ ସିଧାସଳଖ କ୍ୱାର୍ଟର ଫାଇନାଲରୁ ଖେଳିବ
ନୂଆଦିଲ୍ଲୀ: ଆଗାମୀ ଏସିଆନ ଗେମ୍ସରେ ଏଥର କ୍ରିକେଟକୁ ସାମିଲ କରାଯାଇଛି । ଏ ନେଇ ବିସିସିଆଇ ଉଭୟ ପୁରୁଷ ଓ ମହିଳା ଟିମ ଘୋଷଣା କରି ସାରିଛି । ଚୀନର ହାଙ୍ଗଝୋଉରେ ୨୩ ସେପ୍ଟମ୍ବରରୁ ୮ ଅକ୍ଟୋବର ପର୍ୟ୍ୟନ୍ତ ଏସିଆନ ଗେମ୍ସ ଆୟୋଜିତ ହେବ । ସେପ୍ଟମ୍ବର ୧୯ରୁ ମହିଳା ଓ ୨୮ରୁ ପୁରୁଷ କ୍ରିକେଟ…