Latest Odisha News

BREAKING NEWS

Yearly Archives

2023

ଡାଇମଣ୍ଡ ଲିଗ: ୮୭.୬୬ ମିଟର ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ହାତେଇଲେ ନୀରୋଜ ଚୋପ୍ରା

ନୂଆଦିଲ୍ଲୀ: ଦେଶର ସୁନା ପୁଅ ନୀରଜ ଚୋପ୍ରା ପୁଣି ଥରେ ଇତିହାସ ସୃଷ୍ଟି କରିଛନ୍ତି। ସେ ଲୋଜାନ ଡାଇମଣ୍ଡ ଲିଗ୍ ଟାଇଟଲ୍ ଜିତିଛନ୍ତି। ନୀରଜ ୮୭.୬୬ ମିଟର ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ହେଉଛି 'ଗୋଲଡେନ୍ ବୟ' ନୀରଜଙ୍କ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ। ଏହାପୂର୍ବରୁ ସେ ମେ…

କବିତା : ନୀଳାଦ୍ରୀ ବିଜେ

ଗଦାଧର ସାହୁ ରତ୍ନ ସିଂହାସନ ଖାଲି ଖାଲି ଲାଗେ ଆସ ହେ ମଣିମା ଆସ, ଶୀରି ମନ୍ଦିରର ଶିରି ବଢାଇବ ତୁମରି ଅଧର ହସ । ଭାଇ ଭଉଣୀଙ୍କୁ ସଙ୍ଗତରେ ନେଇ କାହିଁ ଯାଇଥିଲ କୁହ, ପ୍ରଶ୍ନ ପଚାରିବେ କବାଟ କିଳିକି ଲକ୍ଷ୍ମୀଙ୍କୁ ଉତ୍ତର ଦିଅ । ପ୍ରଶ୍ନର ଉତ୍ତର ଭାବିଚିନ୍ତି ଦେବ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୨)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ହଁ ! ଆମେ ଦେଖିଥିଲେ? ତା\'ହେଲେ ଯାତ୍ରୀଙ୍କୁ ଖଲାସ କରିବାର ପ୍ରକ୍ରିୟା ସେ ସିନେମାରେ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ଦେଖେଇବାର କାରଣ କ’ଣ?” ସିଡ଼୍ ପଚାରିଲା । “ହଁ, ପ୍ରଥମ କଥା ହେଲ, ଟାଇଟାନିକ୍ ଜାହାଜଟି…

ଭାଷା ଭାଗବତ : ଗ୍ରଂଥ ବିଶ୍ଳେଷଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆମୂଳଚୂଳ ବିଶ୍ଳେଷଣ ନିମଂତେ ଆଲୋଚକଗଣ ନୁହଂତି ଯେହେତୁ ଆଗ୍ରହୀ ପୁସ୍ତକ ଥାଏ ପଡ଼ିରହି ନ କରି ଗ୍ରଂଥ ଅଧ୍ୟୟନ ଗଂଥକାରଂକୁ ଦେଲେ ମାନ ସୁଜ୍ଞାତ ହୁଏ ତାଂକ ମୁଖ ପୃଷ୍ଠାକୁ ଚରୁଥାଂତି ପୋକ କବିଂକୁ କରିଦେଲେ ମୂର୍ତି…

‘ବାହାନଗା ଟ୍ରେନ ଦୁର୍ଘଟଣାର ସିଆରଏସ ରିପୋର୍ଟ ସାର୍ବଜନୀନ କରିବୁ ନାହିଁ’

ନୂଆଦିଲ୍ଲୀ: ବାଲେଶ୍ୱର ରେଳ ଦୁର୍ଘଟଣାରେ କମିଶନ ଅପ୍ ରେଲଓ୍ବେ ରିପୋର୍ଟ ବା ସିଆରଏସ ରିପୋର୍ଟକୁ ସାର୍ବଜନୀନ କରିବନି ଭାରତୀୟ ରେଳବାଇ। ଦୁର୍ଘଟଣାର ସିବିଆଇ ତଦନ୍ତକୁ ଏହା ପ୍ରଭାବିତ ନକରିବା ପାଇଁ ବରିଷ୍ଠ ଅଧିକାରୀମାନେ ଶୁକ୍ରବାର ଖବର ସରବରାହ ସଂସ୍ଥା ପିଟିଆଇକୁ ସୂଚନା ଦେଇଛନ୍ତି। ଏ ନେଇ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୈନିକ ନୀତି ଚର୍ଚ୍ଚା ଭିତରେ ଦିନ ଯାଇ ରାତ୍ରିର ଆଗମନ ହୋଇଛି। ନିତ୍ୟ -ବିଧିର ଏକ ଆକର୍ଷଣ ସନ୍ଧ୍ୟା ଆଳତି ମଧ୍ଯ ସରିଯାଇଛି। ଏବେ ଅପେକ୍ଷା ସନ୍ଧ୍ୟା ଧୂପକୁ ଯାହା…

ବାହନାଗା ଦୁର୍ଘଟଣା: ଦକ୍ଷିଣ-ପୂର୍ବ ରେଳପଥର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀଙ୍କୁ ହଟାଇଲା କେନ୍ଦ୍ର

ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ ଘଟିଥିହା ଲୋମହର୍ଷଣକାରୀ ଟ୍ରେନ୍ ଦୁର୍ଘଟଣାକୁ ମାସେ ପୂରିବାରୁ ଗୋଟିଏ ଦିନ ବାକି ରହିଛି। ଏହା ପୂର୍ବରୁ ଦକ୍ଷିଣ-ପୂର୍ବ ରେଳପଥର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ଭାରତୀୟ ରେଳବାଇ ପକ୍ଷରୁ ଜାରି ବିଜ୍ଞପ୍ତିରେ…

ଯାତ୍ରୀବାହୀ ବସରେ ଲାଗିଗଲା ନିଆଁ, ପୋଡ଼ି ହୋଇଗଲେ ୨୫ ଯାତ୍ରୀ

ମୁମ୍ବାଇ: ବିଳମ୍ବିତ ରାତିରେ ଅଘଟଣ। ଜଳିଗଲା ଯାତ୍ରୀବାହୀ ବସ। ପୋଡ଼ି ହୋଇଗଲେ ୨୫ ଯାତ୍ରୀ। ବିଳମ୍ବିତ ରାତିରେ ଏଭଳି ଏକ ଅଘଟଣ ଘଟିଛି। ମହାରାଷ୍ଚ୍ରର ବୁଲଧନରେ ଏହି ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସଟି ୟଭଟମଲରୁ ପୁଣେ ଆସୁଥିବା ବେଳେ ସମୃଦ୍ଧି ମହାମାର୍ଗରେ ଅଗ୍ନିକାଣ୍ଡର ଶିକାର…

କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ, ଶସ୍ତା ହେବ ମୋବାଇଲ ଫୋନ୍ ସମେତ ଘରୋଇ ଉପକରଣ

ନୂଆଦିଲ୍ଲୀ: କମିବ ଘରୋଇ ଉପକରଣ ସମେତ ବିଭିନ୍ନ ଜିନିଷର ଦାମ। ଆଗକୁ ନିର୍ବାଚନ ଆସୁଥିବା ବେଳେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସାଧାରଣ ଲୋକଙ୍କୁ ଏକ ବଡ ଉପହାର ଦେଇଛି। ସରକାରଙ୍କ ଜିଏସଟି ହାର କମାଇବା ପରେ ଏବେ ମୋବାଇଲ୍ ଫୋନ୍, ଟିଭି, ରେଫ୍ରିଜରେଟର ସମେତ ଅନେକ ଘରୋଇ ଉପକରଣ ଶସ୍ତା ହୋଇଯିବ।…

ତିନି ରଥରେ ଲାଗିହେଲା ଅଧରପଣା, ଆଜି ନିଳାଦ୍ରୀ ବିଜେ

ପୁରୀ: ରଥଯାତ୍ରା ସହିତ ଜଡିତ ଆକର୍ଷଣୀୟ ରୀତିନୀତି ଗୁଡିକ ମଧ୍ୟରେ ରହିଛି 'ଅଧର ପଣା'। ଶୁକ୍ରବାର  ସିଂହଦ୍ୱାର ନିକଟରେ ଛିଡା ହୋଇଥିବା ତିନି ରଥରେ ଏହି ଅଧରପଣା ନୀତି ପାଳନ କରାଯାଇଛି। ଏହି ଅନନ୍ୟ ବିଧି ଆଷାଢ଼ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ, ନୀଳାଦ୍ରି ବିଜେ ପୂର୍ବରୁ ଓ ସୁନାବେଶ ପରେ…