Latest Odisha News

BREAKING NEWS

Yearly Archives

2023

ଜିଲ୍ ବାଇଡେନଙ୍କୁ ‘ସବୁଜ ହୀରା’ ଉପହାର ଦେଲେ ମୋଦୀ

ୱାଶିଂଟନ: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହ୍ୱାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଜିଲ ବାଇଡେନଙ୍କୁ ଭେଟିଛନ୍ତି। ସେମାନଙ୍କ ସହ ସାକ୍ଷାତ ହେବା ପରେ ମୋଦୀ ଉଭୟଙ୍କ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଲେଡି ଡକ୍ଟର ଜିଲ…

ଅନୁବାଦ କବିତା : ସ୍ମୃତିର ସହର

ମୂଳ ବଙ୍ଗଳା: ସୁନୀଲ ଗଙ୍ଗୋପାଧ୍ୟାୟ ଦିନେ କିଏ ଆସି କହିବ ତୁମ ଡ୍ରଇଂ ରୁମରେ ଚେୟାର ଟିଏ ପଡ଼ିବାର ଜାଗାଅଛି ମୁଁ ମୋ ଖଟଟା ଆଣି ସେଇଠି ପକାଇ ଶୋଇବି ଗଛତଳେ ମୋତେ ଆଉ ଭଲ ଲାଗୁନାହିଁ। ଦିନେ କିଏ ଆସି କହିବ ତୁମ ଭାତ ଥାଳିରୁ ମୁଁ ତିନି ଗୁଣ୍ଡା ନେବି କାରଣ ମୋର ଥାଳି ହିଁ…

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ମାମଲା, ରାଜ୍ୟ ସରକାରଙ୍କ ସତ୍ୟପାଠକୁ ଅଗ୍ରାହ୍ୟ କଲେ ହାଇକୋର୍ଟ

କଟକ: ରାଜ୍ୟର ବିଭିନ୍ନ ମେଡିକାଲରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ହୋଇଥିବା ରୁଜୁ ମାମଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦାଖଲ ସତ୍ୟପାଠ ଉପରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ବୁଧବାର ରାଜ୍ୟ ସରକାରଙ୍କ ସତ୍ୟପାଠକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ। ସ୍ପଷ୍ଟ ଯୋଜନା ସହ…

ଭାଷା ଭାଗବତ : ସ୍ଥଗିତ ନବଜାଗରଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯିଏ ନିଜକୁ ଯାହା ଭାବୁଁ ତାହା ଯେହେତୁ ନୁହେ ସବୁ ଯେ ଯାହା ପାରିଅଛୁଁ ହୋଇ ତାହା ବି ଯଥେଷ୍ଟ ନୁହଇ ବ୍ୟକ୍ତିର ସବୁ ସଂଭାବନା ବ୍ୟକ୍ତ କରିବା କଳା ଜଣା ନ ଥାଏ, ତେଣୁ ଅସଂପୂର୍ଣ ସଂସାରେ ମଣିଷ ଜୀବନ ନିଜେ ହିଁ ନିଜର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧି ବିଷୟରେ ଆଲୋଚନା ଜାରି ରହିଛି । ଏହି କ୍ରମରେ ଶ୍ରୀଜୀଉମାନଙ୍କ ଅବକାଶ ନୀତି ସରିବା ପରେ ଠାକୁରମାନେ ସକାଳ ଭୋଗ ନଖାଇ ଆଗ ଭକ୍ତମାନଙ୍କୁ ଦର୍ଶନ ଦେଲେ ।ତା'ପରେ ରୋଷ…

ରାଜ୍ୟରେ ବଳକା ବିଦ୍ୟୁତ ଦାବି ସରକାରଙ୍କ ବାହାସ୍ପୋଟ ! ମଧ୍ୟପ୍ରଦେଶ ସହ ଚୁକ୍ତିକୁ ନେଇ ଘେରିଲେ ବିରୋଧୀ

ଭୁବନେଶ୍ୱର: ସାରା ରାଜ୍ୟରେ ବାରମ୍ବାର ବିଜୁଳି ବିଭ୍ରାଟ ହେଉଥିବା ବେଳେ ରାଜ୍ୟ ସରକାର ଦାବି କରୁଥିଲେ ଯେ ଓଡ଼ିଶା ଏକ ବିଜୁଳି ବଳକା ରାଜ୍ୟ। ଏବେ ଏହା ଏକ ବାହାସ୍ପୋଟ ବୋଲି ଜଣାପଡିଛି। ଯେତେବେଳେ ରାଜ୍ୟ ସରକାର ବିଜୁଳି ବିଭ୍ରାଟରୁ ଦୂରେଇ ରହିବାକୁ ଯାଇ ମଧ୍ୟପ୍ରଦେଶର ସହ ଚୁ୍କ୍ତି…

ଓ୍ୱାଶିଂଟନ ଡିସିରେ ପ୍ରଧାନମନ୍ତ୍ରୀ ମୋଦୀ, ଭେଟିବେ ବାଇଡେନଙ୍କୁ

ଓ୍ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଅଛନ୍ତି। ଏହି ସମୟରେ ସେ ବୁଧବାର ଅନେକ ଲୋକଙ୍କୁ ଭେଟିଥିଲେ। ମିଳିତ ଜାତିସଂଘ ମୁଖ୍ୟାଳୟରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ସେ ମଧ୍ୟ ଭାଗ ନେଇଥିଲେ। ଯୋଗ କାର୍ଯ୍ୟକ୍ରମରେ ଯୋଗଦେବା ପରେ ନ୍ୟୁୟର୍କରୁ ପ୍ରଧାନମନ୍ତ୍ରୀ ୱାଶିଂଟନ୍…

ଅମୂଲ ଗର୍ଲ ମାସ୍କଟ ପଛର ମୁଖ୍ୟ ନାୟକ ସିଲଭେଷ୍ଟରଙ୍କ ପରଲୋକ

ନୂଆଦିଲ୍ଲୀ: ସିଲଭେଷ୍ଟର ଡକୁଞ୍ଚା (Sylvester daCunha) ପ୍ରସିଦ୍ଧ ଅମୂଲ ଗର୍ଲ 'ଉଟରଲି ବଟରଲି' ଅଭିଯାନ ପଛରେ ଥିବା ବ୍ୟକ୍ତି ମଙ୍ଗଳବାର ମୃତ୍ୟୁବରଣ କରିଛନ୍ତି। ବିଜ୍ଞାପନ ଏଜେନ୍ସି ଏଏଏସପିର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ସିଲଭେଷ୍ଟର ଏବଂ ଏହି ଚିତ୍ର କଳାର ନିର୍ଦ୍ଦେଶକ ୟୁଷ୍ଟାସ୍…

ଯୁବତୀଙ୍କୁ ପିଟି ପିଟି ହତ୍ୟା, କାନ୍ଦ ନଶୁଣାଯିବ ବୋଲି ଜୋରରେ ମ୍ୟୁଜିକ ଲଗାଇଥିଲେ ଅଭିଯୁକ୍ତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗାଜିଆବାଦରେ ଜଣେ ୨୨ ବର୍ଷୀୟ ଯୁବତୀଙ୍କୁ ତାଙ୍କ ସମ୍ପର୍କୀୟମାନେ ୪ ଲକ୍ଷ ଟଙ୍କାର ଅଳଙ୍କାର ଓ କିଛି ନଗଦ ଟଙ୍କା ଚୋରି କରିଥିବା ସନ୍ଦେହ କରି ପିଟିପିଟି ହତ୍ୟା କରିଛନ୍ତି। ପୁଲିସ କହିବା ଅନୁଯାୟୀ, ମାଡ ଖାଇବା ସମୟରେ ଯୁବତୀ ଜଣଙ୍କ ଜୋରରେ କାନ୍ଦୁଥିଲେ। ଆଉ ଏହି…

ଆମେରିକାର ପ୍ରମୁଖ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ନ୍ୟୁୟର୍କ ଠାରେ ସ୍ୱାସ୍ଥ୍ୟ କ୍ଷେତ୍ରର ଅଗ୍ରଣୀ ଆମେରିକୀୟ ବିଶେଷଜ୍ଞ ଗୋଷ୍ଠିଙ୍କୁ ଭେଟିଛନ୍ତି। ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇଁ ଡିଜିଟାଲ୍ ଟେକ୍ନୋଲୋଜିର ବ୍ୟବହାର, ଏକୀକୃତ ଔଷଧ ଉପରେ ଅଧିକ ଧ୍ୟାନ ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା…