Latest Odisha News

BREAKING NEWS

Yearly Archives

2023

କାଳବୈଶାଖୀ ବେଳେ ବଜ୍ରପାତ, ତିନି ମୃତ ଓ ତିନି ଗୁରୁତର

ଢେଙ୍କାନାଳ: କାଳବୈଶାଖୀ ବେଳେ ନିଜକୁ ସୁରକ୍ଷିତ ରଖିବାକୁ ଯାଇ ପ୍ରାଣ ହରାଇଲେ ତିନି ଜଣ। କିଏ ଗଛ ତଳେ ତ ଆଉ କିଏ ସ୍କୁଲ ପିଣ୍ଡାରେ ଆଶ୍ରୟ ନେଇଥିଲେ କିନ୍ତୁ ବଜ୍ରପାତ ନେଇଯାଇଛି ତିନି ଜୀବନ। ଶନିବାର ସନ୍ଧ୍ୟା ୫ଟା ସମୟରେ ଢେଙ୍କାନାଳରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି।…

ଅଂଶୁଘାତରେ ମୃତ୍ୟୁ ହେଲେ ମିଳିବ ୫୦ ହଜାର ଟଙ୍କା, ବାଲେଶ୍ବରରେ ଜଣଙ୍କୁ ମିଳିବ ସହାୟତା

ଭୁବନେଶ୍ୱର: ଶନିବାର ଦିନ ଓଡିଶା ସରକାର ଘୋଷଣା କରିଛନ୍ତି ଯେ ଅଂଶୁଘାତ ଜନିତ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନର ଏକ ସମୀକ୍ଷା ବୈଠକ…

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଏରିଆରେ ମିଳିଲାନି ମହପ୍ରୟାଣ ଗାଡି, ସାଇକେଲରେ ଗଲା ଶବ

ସୋନପୁର: ମୃତକଙ୍କୁ ମିିଳିଲାନି ମହପ୍ରୟାଣ ଗାଡ଼ି। ମୃତକ ମହିଳା ରଶ୍ମିତା ସାହୁଙ୍କୁ ସାଇକେଲରେ ବହିଲେ ସମ୍ପର୍କୀୟ। ନିକଟରେ ରଶ୍ମିତା ଅଂଶୁଘାତର ଶିକାର ହୋଇ ବିନିକା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ତାଙ୍କର ଦେହାନ୍ତ ହୋଇଥିଲା ଚିକିତ୍ସାଧୀନ ଅବସ୍ଥାରେ। ସୋନପୁର ଜିଲ୍ଲାର ଏହି…

ଅଘୋଷିତ ବିଦ୍ୟୁତ କାଟ, ଶକ୍ତିମନ୍ତ୍ରୀଙ୍କ ଏରିଆରେ ଇଲେକ୍ଚ୍ରି ଅଫିସ ଉପରକୁ ଅଣ୍ଡାମାଡ

ଭୁବନେଶ୍ୱର/କେନ୍ଦ୍ରାପଡା: ସାରା ରାଜ୍ୟରେ ବାରମ୍ବାର ବିଦ୍ୟୁତ କାଟ ହେଉଥିବା ଅଭିଯୋଗ କରି ନବ ନିର୍ମାଣ ଯୁବା ଛତ୍ର ସଙ୍ଗଠନର କର୍ମୀମାନେ ଶନିବାର ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅନ୍ୟପଟେ ପ୍ରତାପ ଦେବଙ୍କ ଆଳି ଅଞ୍ଚଳରେ କଂଗ୍ରେସ…

ଭାରତର ଷ୍ଟାର ଖେଳାଳି ଅମ୍ପାୟରିଂ ବେଳେ ଅନାବଶ୍ୟକ ଚାପ ପକାଇଥାନ୍ତି: ନୀତିନ ମେନନ

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ହାରିବା ପରେ ଭାରତୀୟ ଟିମ ଏବେ ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଭାରତୀୟ ଖେଳାଳିମାନେ ଫିଲ୍ଡରେ ଆକ୍ରମଣାତ୍ମକ ଶୈଳୀ ବଜାୟ ରଖିବା ପାଇଁ ପଡିଆରେ ଅମ୍ପାୟରଙ୍କ ଉପରେ ଚାପ ପକାଇଥାନ୍ତି । ଆଇସିସି ଏଲିଟ ପ୍ୟାନେଲ…

ଏସପି ଅଫିସଠୁ ୫୦୦ ମିଟର ଦୂରରେ ଥିବା କନେଷ୍ଟବଳଙ୍କ ଘରୁ ଚୋରି

କେନ୍ଦ୍ରାପଡା: ଏସପି ଅଫିସଠୁ ମାତ୍ର ୫୦୦ ମିଟର ଦୂରରେ ଥିବା ଜଣେ ପୋଲିସ କନଷ୍ଟେବଳଙ୍କ ଘରେ ଚୋରି ହୋଇଛି। ଯାହାକି ସହରରେ ଆଲୋଡ଼ନ ସୃଷ୍ଟି କରିଛି। ଆଉ ପୋଲିସ ପାଟ୍ରୋଲିଂ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେନ୍ଦ୍ରାପଡ଼ାର ଜାଜଙ୍ଗ ସ୍ଥିତ କନଷ୍ଟେବଳ ବିମାଲେନ୍ଦୁ ପାଢୀଙ୍କ ଘରୁ ଏହି…

ଏମିତି ଏକ ଦେଶ ଯେଉଁଠି ୧୧ ବର୍ଷ ବୟସର ପିଲା ବି ଡ଼ାଏପର ପିନ୍ଧି ସ୍କୁଲ ଯାଆନ୍ତି

ସ୍ୱିଜରଲ୍ୟାଣ୍ଡ: ସାଧାରଣତଃ ଛୋଟ ପିଲାମାନଙ୍କୁ ଡାଏପର ପିନ୍ଧାଯାଇଥାଏ । ବଡ଼ ହେବା ପରେ ସେମାନେ ଡ଼ାଏପର ଛାଡ଼ି ସ୍କୁଲ ଯିବାକୁ ଲାଗନ୍ତି । କୌଣସି ପିଲା ଡାଏପର ପିନ୍ଧି ସ୍କୁଲ ଯିବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଆଜିକାଲି ସ୍ୱିଜରଲ୍ୟାଣ୍ଡରେ ଏକ ବଡ ସମସ୍ୟା ଦେଖାଦେଇଛି । ଏଠାରେ…

ନୂଆପଡ଼ାରେ ଟ୍ରମା କେୟାର୍ ସେଣ୍ଟର ପାଇଁ ୭୫.୭୦ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର: ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଧୂନିକ ଟ୍ରମା କେଆର୍ କେନ୍ଦ୍ର ନିର୍ମାଣ ନିମନ୍ତେ ରାଜ୍ୟ ସରକାର ୭୫.୭୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ପ୍ରକଳ୍ପର ଖର୍ଚ୍ଚ ଆକଳନକୁ ପ୍ରଶାସନିକ ଅନୁମୋଦନ ଦେଇ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବାକୁ…

ବାଥ୍‌ରୁମ ସାୱାର ଉପରେ ବସିଥିଲା ବିରାଟକାୟ ଅଜଗର

ଅଷ୍ଟ୍ରେଲିଆ: ସାପ ବିଷଧର ହେଉ ବା ବିଷହୀନ, ସାପର ନାଁ ଶୁଣିଲେ ଯେ କେହି ଲୋକ ଭୟଭୀତ ହୋଇପଡ଼ନ୍ତି । ଯଦି ଆପଣ ଅପ୍ରସ୍ତୁତ ଅଛନ୍ତି ଓ ଏତିକି ବେଳେ କୌଣସି ସାପ ଆପଣଙ୍କ ସାମ୍ନାକୁ ଆସିଗଲା, ହଠାତ୍ କ’ଣ କରିବେ ଆପଣ ? ଏ କ୍ଷେତ୍ରରେ ଅନେକ ଲୋକ ପ୍ରାଣବିକଳରେ ଦୌଡ଼ିଥାନ୍ତି । ତାଛଡ଼ା ଅନେକ ସମୟରେ…

ଆଦିପୁୁରୁଷକୁ ନେଇ ମୁହଁ ଖୋଲିଲେ ପ୍ରେମ ସାଗର:ରାବଣଙ୍କୁ ଖଳନାୟକ ଭାବେ ଚିତ୍ରଣ କରାଯାଇଛି

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଶୁକ୍ରବାର ରିଲିଜ ହୋଇଛି । ଏହି ଫିଲ୍ମ ରିଲିଜ୍ ହେଉ ହେଉ ଦେଖାଦେଇଛି ବିବାଦ । ଓମ୍ ରାଉତଙ୍କ ଏହି ଫିଲ୍ମରେ ରାମାୟଣ ଓ ପ୍ରଭୁ ରାମଙ୍କୁ ଅପମାନିତ କରାଯିବା ସହ ଏହା ହିନ୍ଦୁଙ୍କ ଭାବାବେଗକୁ ଆଘାତ କରିଛି ବୋଲି ଅଭିଯୋଗ ହୋଇଛି ।…