ବିଜୁଳି କାଟ ରାଜନୀତି: ଅନ୍ୟ ରାଜ୍ୟକୁ କେଉଁ ଆଧାରରେ ଶସ୍ତାରେ ବିଜୁଳି ବିକ୍ରି ହେଉଛି ପ୍ରଶ୍ନ କଲା ବିଜେପି
ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ କଂଗ୍ରେସ ବିଦ୍ୟୁତ ସେବାକୁ ନେଇ ସରକାର ଉପରେ ବର୍ଷିଛନ୍ତି। ଟାଟା ପାଓ୍ୱାରର ବିଦ୍ୟୁତ୍ ଯୋଗାଣ ସେବାକୁ ନେଇ ସମାଲୋଚନା କରିଛନ୍ତି ବିରୋଧୀ। ବିଜୁଳି କାଟକୁ ନେଇ ନେତାମାନେ ଉଦବେଗ ପ୍ରକାଶ କରିଛନ୍ତି ଯେତେବେଳେ ବିଜୁଳିର ସବୁଠାରୁ ଅଧିକ…