ଶ୍ରୀମନ୍ଦିରରେ କୁନି ଦଇତାପତି: ମହାପ୍ରଭୁଙ୍କୁ ଓଷ ଲଗାଇ ଆରମ୍ଭ କଲେ ସେବାୟତ ଜୀବନ
ପୁରୀ: ମହାପ୍ରଭୁଙ୍କ ସେବାରେ କୁନି ଦଇତାପତି । ପିନ୍ଧିଛନ୍ତି ପାଟମକୁଟ । ମଥାରେ ଚନ୍ଦନଚିତା । ବାପାଙ୍କ କୋଳରେ ବସି ଆସିଛନ୍ତି କୁନି ହାତରେ ମହାପ୍ରଭୁଙ୍କ ସେବା କରିବେ । ଅଣସରଘରେ ଅସୁସ୍ଥ ହୋଇ ପଡିଥିବା ମହାପ୍ରଭୁଙ୍କୁ ଓଷ ଲଗାଇ ଦେବେ । ସେଥିପାଇଁ ଶନିବାର ଶ୍ରୀମନ୍ଦିର ଆସିଛନ୍ତି…