Latest Odisha News

BREAKING NEWS

Yearly Archives

2023

ରାଜ୍ୟ ସରକାର ଦଳିତ ବିରୋଧୀ କହି ବର୍ଷିଲା ବିରୋଧୀ ବିଜେପି

ଭୁବନେଶ୍ୱର: ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ସଭାପତି ତଥା ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତରାଇ କହିଛନ୍ତି ଯେ ରାଜ୍ୟ ସରକାର ଦଳିତ ବିରୋଧୀ। ଦଳିତମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ…

ୟୁରୋପ ପାଇଁ ଭାରତୀୟ ଟ୍ରକ ଡ୍ରାଇଭର ନିଯୁକ୍ତି, ମିଳିବ ଫ୍ରି ଭିଜା ଓ ଭଲ ଦରମା

ଓଡ଼ିଶା ସମ୍ବାଦ ବ୍ୟୁରୋ: ନିକଟରେ ଆପଣ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଟ୍ରକରେ ଯାଉଥିବାର ଦେଖିଥିବେ। ଏହି ଭିଡିଓରେ ରାହୁଲ ଗାନ୍ଧୀ ଟ୍ରକ୍ ଡ୍ରାଇଭରମାନଙ୍କୁ ସେମାନଙ୍କର କାର୍ଯ୍ୟ ଅବସ୍ଥା, ଆୟ ଇତ୍ୟାଦି ବିଷୟରେ ପଚାରୁଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ଆଜିକାଲି ୟୁରୋପର ଦୁଇ ଦେଶରେ…

ଘରେ କରେଣ୍ଟ ଚାଲିଗଲେ ‘ପାଓ୍ବର କଟ୍’ କୁହାନଯାଉ, ଗଣମାଧ୍ୟମକୁ ଶକ୍ତିମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ବର: ମନ୍ତ୍ରୀ ଶୁଣିବାକୁ ଚାହୁଁ ନାହାନ୍ତି ଗଣମାଧ୍ୟମର 'ପାଓ୍ବର କଟ୍' ଶବ୍ଦ ବ୍ୟବହାର। ଖବର ପରିବେଷଣ ବେଳେ ଗଣମାଧ୍ୟମ ପାଓ୍ୱର କଟ୍ ନୁହେଁ ବରଂ ପାଓ୍ୱାର ଟ୍ରିପ୍ ବୋଲି କହିବା ଆବଶ୍ୟକ। ଏହା କହିଛନ୍ତି ବିଜେଡି ବିଧାୟକ ତଥା ଶକ୍ତି ମନ୍ତ୍ରୀ ପ୍ରତାପ ଦେବ। ଗୁରୁବାର ଅପରାହ୍ନରେ…

ଗଛରେ ପାଣି ଦେଉଥିଲେ; ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମା’-ପୁଅ ମୃତ

ବାଲେଶ୍ୱର:ସକାଳୁ ସକାଳୁ ଗଛରେ ପାଣି ଦେଉଥିଲେ । ହେଲେ କିଏ ଜାଣିଥିଲା ଗଛମୂଳେ ଏମିତି ଯମ ଛକି ବସିଛି ବୋଲି ? ଗଛରେ ପାଣି ଦେଉ ଦେଉ ବିଦ୍ୟୁତ ସଂସ୍ପର୍ଶରେ ଆସି ମା’-ପୁଅଙ୍କ ଜୀବନ ଚାଲି ଯାଇଛି । ଏମିତି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା କଣ୍ଟାପଡା ନାହୁଲ ଗ୍ରାମରେ ।…

ଗୁଜରାଟରେ ସକ୍ରିୟ ଆଇଏସ୍‌ଆଇଏସ୍; ପୋରବନ୍ଦରରୁ ଗିରଫ ହେଲେ ୫ ସନ୍ଦିଗ୍ଧ

ପୋରବନ୍ଦର: ଗୁଜରାଟରେ ସକ୍ରିୟା ଆଇଏସ୍‌ଆଇଏସ୍ ଆତଙ୍କବାଦୀ ସଂଗଠନ। ଯୁବକମାନଙ୍କୁ ଫସାଇ ସଂଗଠନରେ ସାମିଲ୍‌ କରୁଥିଲେ। ଏମାନଙ୍କୁ ଧରିବାକୁ ଗୁପ୍ତ ଅପରେସନ ଚଳାଇଥିବା ଆତଙ୍କବାଦୀ ନିରୋଧୀ ସ୍କାଡ଼(ଏଟିଏସ୍)ସଫଳ ହୋଇଛି। ଗତକାଲି ପୋରବନ୍ଦରରୁ ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି।…

‘ଭୀଷଣ ବାତ୍ୟା’ ରୂପ ନେଉଛି ‘ବିପର୍ଯ୍ୟୟ’; ୨୪ ଘଣ୍ଟା ଭିତରେ ଆହୁରି ଘନୀଭୂତ ହେବ

ନୂଆଦିଲ୍ଲୀ:ଆରବ ସାରଗରେ ସୃଷ୍ଟ ବାତ୍ୟା ‘ବିପର୍ଯ୍ୟୟ’ ଭୟଙ୍କର ରୂପ ନେଉଛି । ଆସନ୍ତା୨୪ ଘଣ୍ଟା ମଧ୍ୟରେ ଅତି ଭୀଷଣ ବାତ୍ୟାର ରୂପ ନେଇପାରେ । ଏମିତି ସୂଚନା ଦେଇଛି ଭାରତୀୟ ମଟେରୋଲଜି ଡିପାର୍ଟମେଣ୍ଟ  (IMD)। ଆଇଏମଡି ସୂଚନା ଅନୁଯାୟୀ, ଭୀଷଣ ବାତ୍ୟାର ରୂପ ନେଇଥିବା ବିପର୍ଯ୍ୟୟ ୨୪…

ରାଜ୍ୟର ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେଉ ନାହାନ୍ତି କହି ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶା ସରକାରରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଉନାହାନ୍ତି। ସାମ୍ପ୍ରତିକ ଅବ୍ୟବସ୍ଥାକୁ ନେଇ ଉଦବେଗ ପ୍ରକାଶ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏପରି କହି ସମାଲୋଚନା କରିଛନ୍ତି। ଭୁବନେଶ୍ୱରରେ ଦିଲ୍ଲୀପ ଶତପଥୀ ସ୍ମାରକୀ…

ବଢିଲା ବିଜେଡି ନେତାଙ୍କ ଅଡୁଆ, ପ୍ରତ୍ୟକ୍ଷଦର୍ଶୀ କହିଲେ ଦୁୁର୍ଘଟଣା ବେଳେ ସାଂସଦ ଥିଲେ ଗାଡିରେ

ବଲାଙ୍ଗୀର: ବିଜେଡି ସାଂସଦ ନିରଞ୍ଜନ ବିଶିଙ୍କ ଗାଡ଼ି ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟଣାରେ ନିକଟରେ ବଲାଙ୍ଗୀରରେ ଘଟିଥିବା ମର୍ମନ୍ତୁଦ ଘଟଣା ଏବେ ନୂଆ ମୋଡ଼ ନେଇଛି, କାରଣ ଜଣେ ପ୍ରତ୍ୟକ୍ଷଦର୍ଶୀ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣିଛନ୍ତି। ପ୍ରମୋଦ ବେହେରା ନାମକ ଏହି ସାକ୍ଷୀ…

ଆଣ୍ଡ୍ରଏଡ୍ ସ୍ମାର୍ଟଫୋନକୁ ବିପଦ, ୬୦ ହଜାରରୁ ଅଧିକ ଆଣ୍ଡ୍ରଏଡ୍ ଆପରେ ମାଲୱେର ପ୍ରବେଶ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସ୍ମାର୍ଟଫୋନ ବ୍ୟବହାରକାରୀ ହୋଇଯାଆନ୍ତୁ ସାବଧାନ। କାରଣ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ଏକ ମାଲୱେର ବିପଦ ମାଡି ଆସୁଛି। ହ୍ୟାକରମାନେ ଆମ ସ୍ମାର୍ଟଫୋନରେ ଏହି ମାଲୱେର ଜରିଆରେ ଆମ ଗୋପନୀୟ ତଥ୍ୟ ଚୋରି କରିବାକୁ ଚେଷ୍ଟା କରନ୍ତି। ନିକଟରେ ସାଇବର ସିକ୍ୟୁରିଟି ଫର୍ମ…

୧୭ରେ ଢେଙ୍କାନାଳ ଆସିବେ ଗୃହମନ୍ତ୍ରୀ ଅମିତ ଶାହ

 ଭୁବନେଶ୍ୱର: ଧୀରେ ଧୀରେ ବଢିଲାଣି ନିର୍ବାଚନୀ ଉଷ୍ମତା । ଗ୍ରାସରୁଟରୁ ଆରମ୍ଭ କରୁଛନ୍ତି ପ୍ରସ୍ତୁତି । କଂଗ୍ରେସର ଭାରତ ଯୋଡୋ ଯାତ୍ରା ପରେ ବିଜେପି ଆରମ୍ଭ କରିଛି ଜନସମ୍ପର୍କ ଅଭିଯାନ। ଏହି କାର୍ଯ୍ୟକ୍ରମ ଅବସରରେ ଢେଙ୍କାନାଳ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ।     …