ବିମାନ ଦୁର୍ଘଟଣାର ୪୦ ଦିନ ପରେ ଜଙ୍ଗଲରୁ ଉଦ୍ଧାର ହେଲେ ୪ ଭାଇଭଉଣୀ
ବଗୋଟା: ଭଗବାନ ଯାହାକୁ ବଞ୍ଚେଇବାକୁ ଚାହିଁବେ ତାକୁ କିଏ ମାରିବ ? ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଆମାଜନ ଜଙ୍ଗଲରୁ ଉଦ୍ଧାର ହୋଇଥିବା ଏହି ୪ ଭାଇଭଉଣୀ । ଏଇ ୪ ଭାଇଭଉଣୀ ଏକ ଭୟଙ୍କର ବିମାନ ଦୁର୍ଘଟଣାର ଶିକାର ହୋଇଥିଲେ । ଆମାଜନ ଜଙ୍ଗଲରେ ଏମାନେ ସାହାଯ୍ୟ ଆଶାରେ ଘୁରି ବୁଲୁଥିଲେ । ଫଳମୂଳ…