ସବୁ ଫଟୋ ଡିଲିଟ କରି ସୋସିଆଲ ମିଡିଆରୁ ବ୍ରେକ ନେଲେ ଅଭିନେତ୍ରୀ କାଜୋଲ
ନୂଆଦିଲ୍ଲୀ: ଡିଡିଏଲଜି, କୁଛକୁଛ ହୋତା ହେ ଏବଂ ଦିଲବାଲେ ପରି ଫିଲ୍ମରେ ନିଜର ଜଲୱା ଦେଖାଇ ଦର୍ଶଙ୍କ ମନ ଜିତିଥିବା ଅଭିନେତ୍ରୀ କାଜୋଲଙ୍କର ସୋସିଆଲ ମିଡିଆରେ ଢେର ଫ୍ୟାନ ଫଲୋଇଂ ଅଛନ୍ତି । କାଜୋଲଙ୍କର ୧୪.୫ ମିଲିଅନ ଫଲୋଅର୍ସ ଅଛନ୍ତି । ଏମାନେ କାଜଲଙ୍କ ବ୍ୟକ୍ତିଗତ ଜୀବନର ସବୁ ଖବର…